ଆପଣ ମାନେ ଜାଣିଥିବେ କି ଅନେକ ଫିଲ୍ମ କେବଳ ଛୋଟ ଭାଇନେତା ମାନଙ୍କ ପାଇଁ ହେଇଛି କହିବାର ମାନେ ହେଉଛି କି ବହୁତ ବଡ ବଡ ଚଳଚିତ୍ରରେ ଛୋଟ ଛୋଟ ପିଲା ମାନେ ଅଭିନୟ କରି ନିଜର ନିରୀହ ଚାହାଣି ଓ ନିଜ ଭୋଳା ଚେହେରା ଦ୍ଵାରା ସବୁଙ୍କ ମନକୁ ଖୁବ ଆକର୍ଷିତ କରି ପାରିଛନ୍ତି ।
ଯଦି ଆମେ ଦେଖିବା ପାଇ ଯିବା ତେବେ ଏହାକୁ ଲୋକମାନ ଏଏତେ ଅଧିକ ପସଏନଡ଼ିଏ କରିଛନ୍ତି କି ତାଙ୍କ ମତ ଅନୁସାରେ ସେମାନେ ଏମାନଙ୍କୁ ଯେଉଁ ଜାଗାରେ ଦେଖିବେ କି ଜେଭେବୀ ଦେଖିବେ ଜାଣି ନେବେ କାରଣ ଏମାନଙ୍କୁ ସେମାନେ ମାନେ ରଖିଛନ୍ତି । କିନ୍ତୁ କିଛି ଏଭଳି କଳାକାର ଅଛନ୍ତି ଯେଉଁ ମାନଙ୍କୁ ଦେଖିବା ପରେ ଆପଣ ମଧ୍ୟ ଜାଣି ପାରିବେ ନି ଏହି କଳା କାର ମାନଙ୍କୁ ଆପଣ ଦେଖି ଥିଲେ ।
ଏହି ଶିଶୁ କଳା କାର ମାନଙ୍କ ମଧ୍ୟରୁ କିଛି କଳାକାର ଏବେ ଭି ଟିଭି ରେ ସକ୍ରିୟ ଅଛନ୍ତି ଓ ଆଉ କେତେ ଜଣ ଏହା ଠାରୁ ଅନେକ ଦୁରରେ ଅଛନ୍ତି । ଆଜି ଆମେ ସେହି ଭଳି କିଛି କଳା କାର ଅମାନଙ୍କୁ ଦେଖାଇବୁ ଓ ତାଙ୍କ ବିଷୟରେ କହିବ ପଇ ଯାଉଛୁ କି ଯେଉନ ମାନେ ବଡ ହୋଇ ଖୁବ ହାନସମ ହୋଇ ସାରିଲେଣି ଆଉ ନିଜ ଜୀବନର ଏକ ନୂଆ ରାସ୍ତା ବାହାର କରି ସାରିଲେଣି । ତେବେ ଆସନ୍ତୁ ଜାଣିବା ।
ପ୍ରଥମେ ନାମ ହେଉଛି ସିଦ୍ଧାତ ନିଗମ ଙ୍କର ସେ 21013 ରେ ଧୂମ ଫିଲ୍ମ ରେ ସାହିଲ ର ଅଭିନୟ କରି ଥିଲେ । ଏହା ଭିତରେ ୭ ବର୍ଷ ହୋଇସାରିଲାଣି ଏହା ମଧ୍ୟରେ ସେ ୨୦ ବର୍ଷ ରେ ପହଞ୍ଚି ସାରିଲେଣି ସିଦ୍ଧାର୍ଥ । କେବଳ ସେତିକି ନୁହେଁ ସେ ଆହୁରି ଅନେକ ସିରିୟାଲ ରେ ମଧ୍ୟ କାମ କରି ସାରିଲେଣି । ସେ ଦେଖିବା ପାଇଁ ଏବେ ଆହୁରି ହାନସମ ହୋଇ ଯାଇଛନ୍ତି । ଏହା ପରେ ନାମ ଆସେ ଅନୁଜ ଶର୍ମା ଙ୍କର ସେ ଏବେ ୨୯ ବର୍ଷର ହୋଇ ସାରିଲେଣି ।
ସେ “କୋଇ ମିଲ ଗୟା” ରେ ଅଭିନୟ କରିଥିଲେ । ଏଥିରେ ତାଙ୍କୁ ବହୁତ ସଫଳତା ମଧ୍ୟ ମିଳିଥିଲା । ସେ ଏବେ ବଡ ହୋଇ ଖୁବ ହାନସମ ଦେଖା ଯାଉଛନ୍ତି । ଏହାଙ୍କୁ ଆମେ “ଆଦତ ସେ ମଜବୁର” ଓ “ଟୋଟାଲ ସିୟାପା”, “ଡର ନା ମତ” ଭଳି ଚଳଚିତ୍ରରେ ଅଭିନୟ କରିବା ର ଦେଖା ଯାଇଛି କେବଳ ସେତିକି ନୁହନେ ସେ ସିରିୟାଲ ମଧ୍ୟ କରୁଛନ୍ତି ।
ସେ ନିଜର ଭଲ ପାଇବା ପାଇଁ ମଧ୍ୟ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ଏହା ପରେ ନାମ ଆସେ “ତାରେ ଜମିନ ପର” ଇସାନ ର ମାସୁମ ଚେହେରା ର ଅଭିନୟ କରିଥିବା ଆକାଲ ଦର୍ଷୁ ଙ୍କର । ସେ ନିଜ ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ଥିଲେ । ସେ ଏବେ ୨୩ ବର୍ଷ ର ହୋଇ ସାରିଲେଣି ଏବେ ସେ ଆଗ ଅପେକ୍ଷା ଖୁବ ସୁନ୍ଦର ଓ ଡ୍ୟାସିଙ୍ଗ ଦେଖା ଯାଉଛନ୍ତି । ତାଙ୍କୁ ଅନ୍ୟ ବହୁତ ଫିଲ୍ମ ଦେଖା ଯାଇଛି । ଏବେ ତାଙ୍କର ଆଉ ଏକ ଆଲବମ ବାହାରିଛି ।