47 ବର୍ଷ ବୟସରେ ପ୍ରେଗନେଣ୍ଟ ଅଛନ୍ତି Aishwarya Rai Bachchan ? ଜାଣନ୍ତୁ କଣ ଏ ବୟସରେ ସେ ନ୍ୟାଚୁରାଲି ବନି ପାରିବେ ମା’

ଐଶ୍ଵର୍ୟା ରାୟ ବଚ୍ଚନଙ୍କ କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ଐଶ୍ଵର୍ୟା ରାୟ ବଚ୍ଚନ ଗର୍ଭବତ୍ତୀ ନଜର ଆସୁଛନ୍ତି । ଏହି ଫଟୋ ଦେଖି ଏମିତି ଲାଗୁଛି କି ଐଶ୍ଵର୍ୟା ପୁଣି ଥରେ ମା ହେବାକୁ ଯାଉଛନ୍ତି ।

ଐଶ୍ଵର୍ୟାଙ୍କ ଏହି ଫଟୋ ଉପରେ ବିଭିନ୍ନ ଲୋକମାନଙ୍କର ବିଭିନ୍ନ ପ୍ରକାରର କମେଣ୍ଟ ବି ଆସୁଛି । ଐଶ୍ଵର୍ୟାଙ୍କ ଯେଉଁ ଫଟୋ ଭାଇରାଲ ହେଉଛି ସେଥିରେ ଐଶ୍ଵର୍ୟା କଳା ରଙ୍ଗର ଡ୍ରେସରେ ନଜର ଆସୁଛନ୍ତି । ଏହି ଫଟୋରେ ଐଶ୍ଵର୍ୟାଙ୍କ ପେଟ ବି ବଡ ଲାଗୁଛି ଓ ସେ ନିଜର ପେଟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଐଶ୍ଵର୍ୟାଙ୍କ ତରଫରୁ ଏହି କଥାକୁ ନେଇ କୌଣସି ସୂଚନା ମିଳି ନାହିଁ ଓ ସେ ପୃଷ୍ଟି ବି କରି ନାହାନ୍ତି କି ସେ ଗର୍ଭବତ୍ତୀ ଅଛନ୍ତି ।

ଐଶ୍ଵର୍ୟାଙ୍କ ଯେଉଁ ବୟସରେ ଅଛନ୍ତି ଏହି ବୟସରେ ପୁଣି ଥରେ ମା ହେବା ବହୁତ କଷ୍ଟକର ଅଟେ । କିନ୍ତୁ ଏମିତି ବହୁତ ଉପାୟ ଅଛି ଯାହା ସାହାର୍ଯ୍ୟରେ ଐଶ୍ଵର୍ୟା ୪୭ ବର୍ଷ ବୟସରେ ବି ମା ହେଇ ପାରିବେ । କହିବାକୁ ଗଲେ ୪୫ ବର୍ଷ ପରେ ମେନୋପଜ ଆରମ୍ଭ ହୋଇଯାଏ ଓ ମେନୋପଜ ଆରମ୍ଭ ହେବା ପରେ ମା ହେବା ଅସମ୍ଭବ ହୋଇଯାଏ । କିନ୍ତୁ ବିଜ୍ଞାନ ସାହାର୍ଯ୍ୟରେ ଅଧିକ ବୟସର ମହିଳାମାନେ ବି ଗର୍ଭବତ୍ତୀ ହୋଇ ପାରିବେ ।

ଏହି ବୟସରେ ଫର୍ଟିଲିଟୀ ଟ୍ରୀଟମେଂଟ ବୟସରେ ବି ଆପଣ ମା ହୋଇ ପାରିବେ । କିନ୍ତୁ ୪୫ ବର୍ଷ ବୟସରେ ମା ହେବା ବହୁତ ଭୟଙ୍କର ପ୍ରମାଣିତ ମଧ୍ୟ ହୋଇପାରେ । ଅଧିକ ବୟସରେ ମା ହେବା ସହିତ ବହୁତ ଅସୁବିଧା ମଧ୍ୟ ହୋଇଥାଏ । ୪୫ ବର୍ଷ ପରେ ଏହି ସମସ୍ୟା ବଢିଯାଏ । ଡାକ୍ତରଙ୍କ ଅନୁସାରେ ମା ହେବା ପାଇଁ ସବୁଠୁ ସଠିକ ବୟସ ୨୫ ରୁ ୩୦ ବର୍ଷର ଆୟୁ ହୋଇଥାଏ । ଏହି ବୟସରେ ମା ହେଲେ ବିଶେଷ କୌଣସି ଅସୁବିଧା ହୋଇ ନ ଥାଏ । ମା ପ୍ରତି ବି ସଙ୍କଟ କମ ଥାଏ ।

ଅନ୍ୟ ପଟେ ୩୦ ବର୍ଷ ପରେ ଗର୍ଭବତ୍ତୀ ହେବା ଚାନ୍ସ ବହୁତ କମ ହୋଇଯାଏ । ୪୦ ବର୍ଷରେ ମା ହେବାର ଚାନ୍ସ ୫ ପ୍ରତିଶତ ହୋଇଯାଏ । ଅନ୍ୟ ପଟେ ୪୫ ବର୍ଷ ପରେ ମା ହେବା ୧ ପ୍ରତିଶତ ହୋଇଯାଏ । କିନ୍ତୁ ଆଇବିଏଫ ସାହାର୍ଯ୍ୟରେ ୪୫ ବର୍ଷ ପରେ ବି ଗର୍ଭବତ୍ତୀ ହେବାର ଆଶା ୭୦ରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ । ବିଜ୍ଞାନ ସାହାର୍ଯ୍ୟରେ ଓ ସହଜରେ ୪୭ ବର୍ଷ ବୟସରେ ବି ମା ହୋଇ ପାରିବେ । କିନ୍ତୁ ଗର୍ଭଧାରଣ କରିବା ପୂର୍ବରୁ ଖାଦ୍ୟପାନ ଉପରେ ଭଲ ଭାବରେ ଧ୍ୟାନ ରଖନ୍ତୁ ।

ସନ୍ତୁଳିତ ଆହାର ସେବନ କରନ୍ତୁ, ସବୁଦିନ ବ୍ୟାୟମ କରନ୍ତୁ ଓ ନିଜର ଓଜନ ସଠିକ ରଖନ୍ତୁ । ଟେନସନ ଠାରୁ ଦୂରେଇ ରୁହନ୍ତୁ ଓ ମଦ କିମ୍ବା ସିଗାରେଟର ସେବନ କରନ୍ତୁ ନାହିଁ । କହିଦେଉଛୁ କି ଅଭିଷେକ ଓ ଐଶ୍ଵର୍ୟାଙ୍କ ବିବାହ ୨୦୦୭ରେ ହୋଇଥିଲା । ବିବାହ ପରେ ତାଙ୍କର ଗୋଟିଏ ଝିଅ ବି ଅଛି । ଯାହାର ନାଁ ଆରାଧ୍ୟା ବଚ୍ଚନ ଅଟେ । ଆରାଧ୍ୟା ବଚ୍ଚନଙ୍କ ଜନ୍ମ ୨୦୧୧ରେ ହୋଇଥିଲା ଓ ଆରାଧ୍ୟା ବଚ୍ଚନର ଆୟୁ ୧୦ ବର୍ଷ ଅଟେ ।

Leave a Reply

Your email address will not be published. Required fields are marked *