ଏହି ଦେଶରେ ପ୍ରତ୍ୟକ ମୁସ୍ଲିମ ମହିଳାଙ୍କୁ ସହିବାକୁ ପଡେ ବଳାତ୍କାରର ଅପମାନ, ତାପରେ କରା ଯାଏ ଏମିତି…

ଚୀନ ର ସିଙ୍ଗଜିଙ୍ଗ ଜାଗା ରେ ଉଇଗର ମୁସଲମାନ ଭଳି ହଜାର ହଜାର କଜାକିସ୍ତାନ ମୁସଲମାନ ମାନଙ୍କୁ ବନ୍ଦୀ ବନେଇ ରଖା ଯାଇଛି, କେତେକ ଅଧିକାରୀ ମାନଙ୍କ ଅନୁଯାଇ ପ୍ରାୟତଃ ୨୦ ଲକ୍ଷ ଲୋକ ଏହି ପ୍ରତାରଣା ଗୃହ ରେ ବନ୍ଦୀ ହୋଇ ଅଛନ୍ତି । ଏମାନଙ୍କ ମଧ୍ୟରୁ ବହୁତ ଲୋକ ଉଇଗର ଅଛନ୍ତି କିଛି କାଜାକ ମୁସ୍ଲିମମାନଙ୍କ ଭଳି ଅଳ୍ପସଂଖ୍ୟା ରେ ଅଛନ୍ତି ତାଙ୍କୁ ମଧ୍ୟ ମୁସ୍ଲିମ ମାନଙ୍କ ଭଳି ପ୍ରତାଡିତ କରା ଯାଉଛି ।

ଏହି ପ୍ରତାରଣା ପାଇଁ କେତେକ ଲୋକ ଶୁଣି ପାରୁ ନାହାନ୍ତି ତ କେତେ ଲୋକ ନିଜ ସ୍ମରଣ ଶକ୍ତି ହରେଈ ଦେଇଛନ୍ତି ।

ଏହାଛଡା ସବୁ ମହିଳାଙ୍କ ସହ ସେ ମୁସ୍ଲିମ ହୁଅନ୍ତୁ ବା ଅଲଗା ସମୂହ ଯିଏ ଏଠାରେ ବନ୍ଦୀ ଅଛନ୍ତି ତାଙ୍କ ସହ ଜବରଦସ୍ତି ବଳାତ୍କାର କରା ଯାଏ ଓ ଏହା ପରେ ତାଙ୍କ ଗର୍ଭ ପାତ କରା ଯାଏ । ଖବର ଅନୁଯାଇ କିଛି ଲୋକ ଏହି ବନ୍ଦୀ ଗୃହରୁ ପଳେଈ ଥିଲେ ଓ କଜାକିସ୍ତାନରେ ପହଞ୍ଚିଥିଲେ ଏହା ପରେ ତାଙ୍କ ସହ କିଛି ରିପୋର୍ଟର କଥା ବାର୍ତାରୁ କରିବାରୁ ଜଣା ପଡିଲା ଯେ ବନ୍ଦୀ ଗୃହ ରେ କେଉଁ ପ୍ରକାର ଯାତନା ଦିଆ ଯାଉଛି ।

କିଛି ଲୋକ ଏହି ବିଷୟରେ କହିଲେ କିନ୍ତୁ ବହୁତ ଲୋକ ନିଜ ପରିଚୟ ଦବା ପାଇଁ ମନା କଲେ କାହିଁକିନା ତାଙ୍କୁ ଡର ଥିଲା ଯେ ତାଙ୍କ ସମ୍ପର୍କୀୟ ଯିଏ ବନ୍ଦୀ ଗ୍ରହ ରେ ଅଛନ୍ତି ତାଙ୍କୁ ଚୀନ ଆହୁରି ପ୍ରତାଡିତ କରିବେ ସେଥିପାଇଁ ବହୁତ ଲୋକ ଶାନ୍ତ ରହିଲେ । କଜାକିସ୍ତାନର ଗୋଟେ ଲୋକ ଯିଏ ବନ୍ଦୀ ଗୃହରୁ ଫେରାର ହୋଇ ଯାଇଥିଲା ତାଙ୍କ ସହ କଥା ହେଲା ପରେ ଜଣା ପଡିଲା ଯେ ଡିଟେନସାନ କ୍ୟାମ୍ପ ରେ ତାଙ୍କୁ ଜବରଦସ୍ତି ଏମିତି ବଟିକା ବା ଇଂଜେକସନ ଦିଆ ଯାଉଥିଲା ।

ଯାହା ପ୍ରଭାବ ରେ ଲୋକଙ୍କ ଶୁଣିବା ଶକ୍ତି ସମାପ୍ତ ହୋଇ ଯାଏ ଓ ଶରୀର ଖରାପ ହବାକୁ ଲାଗି ଥାଏ । କଜାକିସ୍ତାନ ଲୋକ କହିବା ଅନୁଯାଇ ପ୍ରତି ଦିନ ଲୋକଙ୍କୁ ଚୀନ କବିତା ବୋଲିବା ପାଇଁ ଜବରଦସ୍ତି କରା ଯାଏ । ୨୦୧୭ ରେ ଚୀନ ଦ୍ଵାରା ପ୍ରତାଡନା ସତ୍ୟ ବାହାରୁକୁ ଆସି ଥିଲା । ଏହା ପରେ ବହୁତ ମିଡିଆ ରିପୋର୍ଟ ରେ ମଧ୍ୟ ଏହି କଥା ସାମ୍ନାକୁ ଆସି ଥିଲା ।

Leave a Reply

Your email address will not be published. Required fields are marked *