ଆପଣଙ୍କ ରାଶି କହିବ କଣ ଅଟେ ଆପଣଙ୍କ ର ସବୁଠୁ ବଡ଼ ଦୁର୍ବଳତା ? ଆପଣ ବି ଜାଣନ୍ତୁ

ଏ ଦୁନିଆ ବହୁତ ବଡ଼, ଏଠି ସମସ୍ତଙ୍କ ର ଅଲଗା ଅଲଗା ଭାବନା, ବଞ୍ଚିବା ର ବାଟ ବି ଅଲଗା ହୋଇଥାଏ। ସମସ୍ତଙ୍କ ପସନ୍ଦ ବି ଭିନ୍ନ, ଏସବୁ ସେମାନଙ୍କ ସ୍ଵଭାବ ଉପରେ ନିର୍ଭର କରେ। ଏଇ ସ୍ଵଭାବ ରେ କଣ ଭଲ କଣ ମନ୍ଦ ଏସବୁ ରାଶି ରୁ ମଧ୍ୟ ଜଣାପଡ଼ିଥାଏ  ଆଜି ଆପଣଙ୍କୁ ରାଶି ଅନୁସାରେ ଆପଣଙ୍କ ସ୍ଵଭାବ ଓ ଦୁର୍ବଳତା ବିଷୟରେ ଆମେ ଜଣେଇବୁ ।

ମେଷ ରାଶି ର ଲୋକ ବହୁତ ପ୍ରତିଭାଶାଳୀ ହୋଇଥାନ୍ତି, ସେମାନଙ୍କ ମନ ମୁତାବକ କାମ ନହେଲେ ସେମାନେ ପ୍ରତିକ୍ରିୟା ଦେଖାନ୍ତି ।

ବୃଷ ରାଶିର ଲୋକ ସେଥିରେ ଖୁସି ହୁଅନ୍ତି, ଯାହା ତାଙ୍କୁ ବଦଳେଇବା ରେ ସାହାର୍ଯ୍ୟ କରେ । ଯେଉଁ ମାନଙ୍କ ମିଥୁନ ରାଶି ସେମାନେ କାର୍ଯ୍ୟ ଉପରେ ଧ୍ୟାନ ସ୍ଥିର ରଖନ୍ତି ନାହିଁ, ପ୍ରତିବଦ୍ଧତା ନାହିଁ , ତେଣୁ ଶୀଘ୍ର ବିରକ୍ତ ହେଇଯାଆନ୍ତି, ଏସବୁ କଥା କୁ ସେ ଘୃଣା କରନ୍ତି । ଯେବେ କିଛି ଗମ୍ଭୀର ପରିସ୍ଥିତି ଆସେ ତ ସେ ନିଜ କୁ ଅସୁରକ୍ଷିତ ମନେ କରନ୍ତି । କର୍କଟ ରାଶି ବହୁତ ରାଗୀ ପ୍ରକୃତିର ହୋଇଥାନ୍ତି । ସିଂହ ରାଶି ର ଲୋକେ ଭାରି ଅହଙ୍କାରୀ ହୋଇଥାନ୍ତି । ସବୁବେଳେ ଚାହାନ୍ତି ସମସ୍ତେ ତାଙ୍କ ପ୍ରଶଂସା କରନ୍ତୁ ।

କନ୍ୟା ରାଶି ମାନେ ସବୁବେଳେ ସେମାନ ଙ୍କୁ ପ୍ରତିମ୍ବିବିତ କରନ୍ତି, ଯେଉଁମାନେ ସେମାନଙ୍କୁ ମନେ ରଖନ୍ତି । ତୁଳା ରାଶି ର ସ୍ଵଭାବ ହୋଇଥାଏ କି ସେମାନେ ସବୁବେଳେ ବଡ଼ ସଦ୍ଭାବ ରେ ଭଲପାଆନ୍ତି ଓ ତାକୁ ପାଇବାକୁ ଦୁଇ ତରଫ ର ପକ୍ଷ ନିଅନ୍ତି । ବିଛା ରାଶି ର ଲୋକ ପ୍ରତିଶୋଧପରାୟଣ, ବା ସବୁବେଳେ ଶତ୍ରୁ ଠୁ ପ୍ରତିଶୋଧ ପାଇଁ ମଉକା ଖୋଜନ୍ତି । ଧନୁ ରାଶି ସବୁବେଳେ ଅନ୍ୟ କୁ ଉପଦେଶ ଦିଅନ୍ତି, କିନ୍ତୁ ନିଜେ କିଛି କରନ୍ତିନି ହେଲେ ସେମାନେ ବହୁତ କିଛି ଜାଣିଥାନ୍ତି ।

ମକର ରାଶି ଅଭିମାନୀ ହୋଇଥାନ୍ତି, ଏମାନଙ୍କ ପାଖରେ ଜ୍ଞାନ ଅପେକ୍ଷା ବୁଦ୍ଧି ଅଧିକ ହୋଇଥାଏ । କୁମ୍ଭ ରାଶି ଅପ୍ରତ୍ୟାଶିତ ହୋଇଥାନ୍ତି ଜୀବନ ରେ ପରମ୍ପରା ବିରୁଦ୍ଧ କାମ କରନ୍ତି । ମୀନ ରାଶି ମାନେ ଯଦି ଭାବିଲେ ଯେ ଆପଣକୁ ବୁଝେଇବେ ତ ନିଶ୍ଚୟ ସାହାଯ୍ୟ କରିବେ, ଆପଣଙ୍କ ସହ ଚିନ୍ତିତ ହେଇପାରନ୍ତି ଓ ତା ସହ ଆପଣଙ୍କ ଚିନ୍ତାଧାରା କୁ ଘୃଣା ମଧ୍ୟ କରିପାରନ୍ତି ।

Leave a Reply

Your email address will not be published. Required fields are marked *