ସୁହାଗରାତ ର ଶେଯରେ ସ୍ତ୍ରୀ ର ଓଢଣି ଉଠାଇବା ପରେ ସ୍ଵାମୀର ଉଡିଗଲା ହୋସ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ସତ୍ୟ

କନୋଜ ରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି, ଏଠି ସୁହାଗରାତ ର ଶେଯରେ ପୁଅକୁ ଜଣା ପଡିଲା କି ତା ସ୍ତ୍ରୀ କିନ୍ନର ଅଟେ ଝିଅକୁ ପ୍ରଥମରୁ ହିଁ ଜଣାଥିଲା, ଏହାପରେ ଦୁଇ ପରିବାର ଭିତରେ ପରିସ୍ଥିତି ଖରାପ ହୋଇଗଲା । କୁହା ଯାଉଛି କି ୧୩ ମେ ରେ କାନପୁର ଗ୍ରାମରୁ ବରଯାତ୍ରୀ ଆସିଥିଲା ସବୁ ରୀତି ଅନୁସାରେ ଖୁସି ଖୁସିରେ ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧିହେଲେ, କୌଣସି ଅସୁବିଧା ନଥିଲା  ।

ଏହା ପରେ ବୋହୁ ଯେବେ ଶଶୁର ଘରେ ପହଞ୍ଚିଲେ ଓ ତାହାପରେ ବିବାହ ର ଠିକ ପରଦିନ ସୁହାଗରାତ ଦିନ ଥିଲା, ଏହି ଦିନ ଯେବେ ବର ତା ପାଖକୁ ଗଲା ତେବେ ଆଶ୍ଚର୍ଯ୍ୟ ହୋଇ ଉଠିଲା ।

ପୁଅର କହିବାକଥା କି ନବବଧୂ ସ୍ତ୍ରୀଲୋକ ନୁହଁ ସିଏ ଜଣେ କିନ୍ନର ଅଟେ, ଏହାପରେ ସିଏ ଡରି ଯାଇଥିଲା ଆଉ ସିଏ ତା ଘରେ ଏହି କଥା କହିଦେଲା । କଥା ଯୁବତୀ ର ପରିବାରରେ ଯାଇ ପହଞ୍ଚିଗଲା ତାଙ୍କର ବାପା ନିଜ ସମ୍ପର୍କୀୟଙ୍କ ସାଥେ କଥା ବାର୍ତ୍ତା କରିବାକୁ ପୁଅ ଘରକୁ ଆସିଲେ ।

କଥାବାର୍ତ୍ତା ପରେ ନିଷ୍ପତି ନିଆଗଲା କି ପୁଅ ର ଦ୍ଵିତୀୟଥର ବିବାହ କରାଯିବ ସ୍ତ୍ରୀ ର ସାନା ଭଉଣୀ ସାଙ୍ଗରେ । ଯାହା ପାଇଁ ସେମାନେ ଗୋଟେ ମାସର ସମୟ ମାଗିଲେ ଆଉ ସେଠାରୁ ପଳେଇଲେ, କିନ୍ତୁ ଯେବେ ଝିଅ ଘର ଲୋକେ ଗୋଟେ ମାସ ପରେବି ବାହାଘର ନକଲେ ତେବେ ଦୁଇ ତରଫରୁ ଜୋରେ ଯୁକ୍ତି ତର୍କ ହୋଇଗଲା ପୁଅ ପରିବାର ଠାଠିୟା ଥାନାରେ ରିପୋର୍ଟ ଲେଖିଦେଲେ ଆଉ ସବୁ ଘଟଣା ପୁଲିସଙ୍କ ଆଗରେ କହିଲେ ।

ସେଇଠି ସ୍ତ୍ରୀ କୁ କିନ୍ନର କହିକି ଘରୁ ବାହାର କରିଦେବାରୁ ସ୍ତ୍ରୀ ପୁଅ ର ପରିବାର ମାନଙ୍କ ଉପରେ ଯୌତୁକ ପାଇଁ ଆଉ ତାକୁ ଘରୁ ବାହାର କରିବାର ଅଭିଯୋଗ ଲଗେଇ ଏସପି ଅଫିସ ରେ ପାର୍ଥନ ପାତ୍ର ଦେଇ ଦେଲା । ଏବଂ କହିଲା କି ମୋ ବାପା ଗରିବ ବୋଲି କହିବାରୁ ତାଙ୍କୁ ଘରୁ ବାହର କରିଦେଲେ ଆଉ ଏବେ ମତେ  କିନ୍ନର ବୋଲି କହୁଛନ୍ତି ଏମାନେ, ଏବେ ପୁଲିସ ବି ଏହି ମାମଲାର ତଦନ୍ତ ରେ ଲାଗି ପଡିଛନ୍ତି ଦୁହିଁଙ୍କ କଥା ଧ୍ୟାନ ରେ ରଖି ଯେବେ ପୁଲିସ ନିଜେ ଖୋଜ ଆରମ୍ଭ କଲେ ତେବେ ଗୋଟେ ପରେ ଗୋଟେ କଥା ସାମ୍ନାକୁ ଆସିଲା ଏଥିରେ ଗାଁ ବାଲା ବି ଚିନ୍ତିତ ହୋଇଗଲେଣି ।

Leave a Reply

Your email address will not be published. Required fields are marked *