ଏହି ଦୁଇ ଦେଶ ଭିତରେ ଆରମ୍ଭ ହେଲା ଯୁଧ୍ୟ- ବାକିସବୁ ଦେଶର ବଢିଲା ଚିନ୍ତା

ବିବାଦିତ ଜାଗାକୁ ନେଇ ଦୁନିଆରେ ଦୁଇଦେଶ ନିଜ ଭିତରେ ଲଢି ଗଲେ । ଆର୍ମାନୀୟା ଓ ଆଜେରବାଇଜନ ଭିତରେ ରବିବାର ଦିନ ନାଗୋର୍ନା କାରବାଖକୁ ନେଇ ଯୁଧ୍ୟ ହୋଇଥିଲା । ଦୁଇଜଣକ ଆକ୍ରମଣରେ ୮୦ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଶହେରୁ ଅଧିକା ଲୋକ ଝଖମି ହୋଇଛନ୍ତି ।

ଏହି ଯୁଧ୍ୟରେ ମରିଥିବା ବେସୀ ସାଧାରଣ ଜନତା କୁହାଯାଇଛି ।  ଆର୍ମାନିୟାର ରକ୍ଷାମନ୍ତ୍ରାଳୟ ଦାବି କରିଛିକି ସେ ଆଜେରବାଇଜନର ତିନି ଟ୍ୟାଙ୍କ ଓ ଦୁଇଟି ହେଲି କ୍ୟାପ୍ଟରକୁ ନଷ୍ଟ କରିଛନ୍ତି । ଏଥିରେ ଆଜେରବାଇଜନ ଏହି କଥାକୁ ଖାରଜ କରିଥିଲା ।

Image Courtesy: Google

ତୁର୍କୀ କରିଛି ଆଜେରବାଇଜନର ସମର୍ଥନର ଘୋଷଣା

ସେଠାରେ ଆର୍ମାନୀୟା ଓ ଆଜେରବାଇଜନ  ଯୁଧ୍ୟ ମଧ୍ୟରେ  ତୁର୍କୀବି ଆସିଛି । ତୁର୍କୀ ଅଜର ବ୍ୟଜନ ସହିତ ଅଛି ବୋଲି ଘୋଷଣା କରିଛି । ତୁର୍କିର ରାଷ୍ଟ୍ରପତି ରଜବ ତ୍ୟାୟବ ଇରଦୁଗାନ ଟ୍ବିଟ କରି କହିଛନ୍ତି, ମୁ ଓ ତୁର୍କୀର ସବୁ ନାଗରିକ ଆଜେରବାଇଜନ ସହିତ ଛିଡା ହୋଇଛୁ । ଆଜେରବାଇଜନ ଉପରେ ଆକ୍ରମଣ କରି ଆର୍ମାନୀୟା ପ୍ରମାଣ କରିଦେଲାକି ସେ ଦୁନିଆରେ ଶାନ୍ତି ଓ ଅମନ ପାଇଁ ଖାତରନାକ ଅଟେ । ମୁଁ ଆର୍ମାନୀୟା ନାଗରିକଙ୍କୁ ଅପିଲ କରୁଛିକି ସେ ନିଜ ଭବିଷ୍ୟ ପାଇଁ ସରକାରଙ୍କ ବିରୋଧ କରନ୍ତୁ ।

Image Courtesy: Google

ରୁଷ କରିଛି ଶାନ୍ତିର ଅପିଲ

ଅର୍ମାନିଆ ଓ ଆଜେରବାଇଜନ ବିବାଦ ଭିତରେ ରୁଷ ଶାନ୍ତିର ଅପିଲ କରିଛି । ରୁଷ କହିଛି ସେ ଏହି ବିବାଦରେ ମଧ୍ୟସ୍ତତା ପାଇଁ ରେଡି ଅଛି । କିନ୍ତୁ ଦୁଇଦେଶ ତୁରନ୍ତ ଯୁଧ୍ୟକୁ ରୋକନ୍ତୁ , ରୁଷ ଦୁଇଦେଶରତେ ଯୁଧ୍ୟ ବନ୍ଦ କରିବା ପାଇଁ ଦୁଇଦେଶ ସହିତ କଥା ହେଉଛି ।

ବିବାଦର କାରଣ କଣ ଅଟେ

ଆର୍ମାନୀୟା ଓ ଆଜେରବାଇଜନ ଭିତରେ ୪, ୪୦୦ କିଲୋମିଟରରେ ଫ୍ୟାଲେ ନାଗେର୍ନା କାରବାଖ ଇଲାକାକୁ ନେଇ ବହତ ସମୟ ପର୍ଯ୍ୟନ୍ତ ବିବାଦ ଚାଲିଛି । ଏହି ଇଲାକା ଆଜେରବାଇଜନର ଭାଗ ବୋଲି କୁହାଯାଉଥିଲା କିନ୍ତୁ ଏହାକୁ ଆର୍ମାନୀୟା ମଧ୍ୟ ଏହା ଉପରେ ଦାବି କରୁଛି ।

Image Courtesy: Google

୧୯୯୪ ରୁ ଆଜେରବାଇଜନ ର ନିୟତ୍ରଣ ଖତମ ହୋଇଯାଇଥିଲା । ଏବେ ଏହି ଇଲାକାରେ ଦୁଇଦେଶର ସେନା ଜଗୁଛନ୍ତି । ଏହି ଦୁଇ ଦେଶର ସେନା ଗତବର୍ଷ ମଧ୍ୟ ଲଢିଥିଲେ ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *