ଭାରତରେ ଏମିତି ବହୁତ ଗଛ ଥାଏ ଯାହାକୁ ଲୋକ ଘାସ ପତ୍ର ଭାବି ବ୍ୟବହାର କରି ନଥାନ୍ତି କିନ୍ତୁ ଏହା କୌଣସି ଜଡୀ ବୁଟୀ ଠାରୁ କମ ହୋଇନଥାଏ, ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଆଖ ପାଖରେ ଆପଣ ଦେଖିବାକୁ ପାଇଥିବେ କିନ୍ତୁ ଆପଣ କେବେ ବି ଏହାର ଲାଭକାରୀ ଗୁଣ ବିଷୟରେ ଜାଣି ନଥିବେ, କିଛି ଗଛ ଏମିଟିଥାଏ ଯାହା ଲୋକ ଅଶୁଭ ଓ ଖରାପ ବିଷାକ୍ତ ଭାବି ବ୍ୟବହାର କରନ୍ତି ନାହିଁ କିନ୍ତୁ ଏହା ରାମବାଣ୍ଡ ଚିକିତ୍ସା ହୋଇଥାଏ ବହୁତ ବଡ ବଡ ରୋଗ ପାଇଁ ।
![](https://odiadunia.com/wp-content/uploads/2020/06/duduraa-2.jpg)
ଆଜି ଆମେ ଆପଣଙ୍କୁ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ଛୋଟ ଦୁଦୁରା ଗଛ ଅଟେ ଯାହା ଦେଖିବା ପାଇଁ କାନ୍ତାଳିଆ ଦେଖା ଯାଏ କିନ୍ତୁ ଏହାର ଲାଭକାରୀ ଗୁଣ ବିଷୟରେ ଜାଣି ଆପାନ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ଛୋଟ ଦୁଦୁରା ଫୁଲ ବହୁତ ରୋଗରେ କାମ ଆସିଥାଏ, ଏହା ଦୁର୍ବଳତା ଦୂର କରିଥାଏ, ସଂଭୋଗ ଶକ୍ତି ବଢାଇଥାଏ ଓ ମୁଣ୍ଡବିନ୍ଧା ମୂଳରୁ ସମାପ୍ତ କରିଥାଏ ଏବଂ ଅନ୍ୟ କେତେ ରୋଗ ର ରାମବାଣ ଚିକିତ୍ସା ଅଟେ ଏହି ଛୋଟ ଦୁଦୁରା ଗଛ । ଆପଣ ଚାହିଲେ ଆପଣ ମୁଣ୍ଡ ଚୁଟି ପାଇଁ ମଧ୍ୟ ଏହାକୁ ବ୍ୟବହାର କରି ପାରନ୍ତି ଏହା ସହ ବବସିର ବା ଅନ୍ୟ ରୋଗ ପାଇଁ ଆପଣ ଛୋଟ ଦୁଦୁରା ବ୍ୟବହାର କରି ପାରନ୍ତି ।
![](https://odiadunia.com/wp-content/uploads/2020/06/duduraa-1.jpg)
୧. ମୁଣ୍ଡ ବିନ୍ଧା ଜଡୀ ଆପଣଙ୍କର କେବେ କମୁ ନାହିଁ ତେବେ ଆପଣ ଏହି ଛୋଟ ଦୁଦୁରା ପତ୍ର ନେଇ ବାଟି ଦିଅନ୍ତୁ ଓ ମଠା ଉପରେ ଲଗେଇ କିଛି ମିନିଟ ପାଇଁ ଛାଡି ଦିଅନ୍ତୁ ସପ୍ତାହରେ ତିନି ଥର କଲେ ଆପଣଙ୍କ ସବୁ ମୁଣ୍ଡ ବିନ୍ଧା ସମସ୍ଯା ସମାପ୍ତ ହୋଇଥାଏ ଏହା ଛଡା ଚୁଟି ବଢେଇବାରେ ମଧ୍ୟ ଦୁଦୁରା ପତ୍ର ବାଟି ଲଗାଇଲେ ଆପଣଙ୍କ ଚୁଟି କଳା ଓ ଗହବା କରିଥାଏ ।
୨. ଯେଉଁ ଲୋକଙ୍କୁ ବବସିର ସମସ୍ଯା ଅଛି ସେହି ଭଳି ଲୋକଙ୍କୁ କେବଳ ଦୁଇ ରୁ ତିନି ବୁନ୍ଦା ଛୋଟ ଦୁଦୁରା ପତ୍ର ରସ ଦହିରେ ମିଶେଇ ଖାଇବା ଉଚିତ ଏହା ଦ୍ଵାରା ବବସିର ଭଲ ହୋଇଥାଏ ।
![](https://odiadunia.com/wp-content/uploads/2020/06/duduraa-3.jpg)
୩. ଥଣ୍ଡା କାସରେ ମଧ୍ୟ ଏହାର ପତ୍ର ବହୁତ କାମ ଦେଇଥାଏ, ଛୋଟ ଦୁଦୁରା ପତ୍ର ଖରାରେ ସୁଖେଇ ରଖି ଦିଅନ୍ତୁ ଏହା ପରେ ଏହାକୁ କ୍ଷୀରରେ ମିଶାଇ ସେବନ କରନ୍ତୁ ଥଣ୍ଡା କାସ ଆପଣଙ୍କ ପାଖ ମାଡିବ ନାହିଁ ।
୪. ଜଡୀ ଆପଣ ବହୁତ ଦୁର୍ବଳ ଅଛନ୍ତି ଓ ନିଜ ୟୋନ ଶକ୍ତି ବଢେଇବା ପାଇଁ ଚାହନ୍ତି ତେବେ ଛୋଟ ଦୁଦୁରା ପତ୍ର ଖରାରେ ସୁଖେଇ ଦିଅନ୍ତୁ ଏହା ପରେ କ୍ଷୀରରେ ମିଶେଇ ଏହାର ସେବନ କରନ୍ତୁ ଆପଣଙ୍କ ଦୁର୍ବଳତା ଦୂର ହବ ଓ ଆପଣଙ୍କୁ ଶକ୍ତି ମିଳିଥାଏ ।
ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।