ଏହି ଗଛର ଗୋଟେ ପତ୍ର ଚୁପଚାପ ନିଜ ଆଲମାରି ରେ ରଖିଦିଅନ୍ତୁ ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେ ନାହିଁ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ନିଜର ଆର୍ଥିକ ସମସ୍ଯା ଦୂର କରି ପାରିବେ । ଏହି ଉପାୟ କୁ ଆପଣଙ୍କୁ କେବଳ ଶନିବାର ଦିନ ହିଁ କରିବାକୁ ହେବ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ବାଧା ଦୂର ହେବ । ଆପଣ ଏହି ଉପାୟ କୁ ଶନିବାର ଦିନ କରିବାକୁ ହେବ । କେଉଁ ବି ଶନିବାର ଦିନ କରି ପାରିବେ ।

ଏହି ଉପାୟ କୁ କରିବା ପାଇଁ ପ୍ରଥମେ ଆପଣଙ୍କୁ ଓସ୍ତ ଗଛ ପାଖକୁ ଯିବାକୁ ହେବ । ଏହା ପରେ ଆପଣଙ୍କୁ ଓମ ଶ୍ରୀମ ଶ୍ରୀୟେ ନମଃ ମନ୍ତ୍ର ଟି କହିବାକୁ ହେବ । ଏହା ପରେ ଓସ୍ତ ଗଛ ମୂଳରେ ଗୋଟେ ଦୀପ ଜଳାଇବାକୁ ହେବ । ଆପଣ ତେଲ କି ଘିଅ ର ଦୀପ ଜଳାଇ ପାଇବେ । ଏହି ମନ୍ତ୍ର କୁ ଯାଇ ଜପି ସଫା ସୁତୁରା ଓସ୍ତ ପତ୍ର ତୋଳିବାକୁ ହେବ । ଧ୍ୟାନ ରଖିବେ ଯେମିତି ଓସ୍ତ ପତ୍ର ଟି ଖଣ୍ଡିତ ନ ହୋଇଥିବ ପୁରା ସଫା ହୋଇଥିବ ।

ଏହି କଥାର ମଧ୍ୟ ଧାନ ରଖିବେ ଯେମିତି ପତ୍ର ଟି ତଳେ ପଡି ନ ଥିବ । ଏହା ପରେ ଓସ୍ତ ପତ୍ରକୁ ଧୋଇ ଚନ୍ଦନ ରେ ଶ୍ରୀମ ଲେଖି ଦିଅନ୍ତୁ । ଶ୍ରୀମା ମା ଲକ୍ଷ୍ମୀ ଙ୍କ ବୀଜ ମନ୍ତ୍ର ଅଟେ । ଯାହା କି ଶ୍ରୀଯନ୍ତ୍ର ରେ ବ୍ୟବହାର କରାଯାଏ । ଏହି ପତ୍ରକୁ ଆପଣ ନିଜ ପର୍ସ ବା ସିନ୍ଧୁକ ରେ ରଖି ପାରିବେ । ଆପଣ ଯେଉଁଠି ନିଜର ଟଙ୍କା ପଇସା ରଖୁଛନ୍ତି ସେଠାରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ଧନ ସମ୍ପତି ର ପ୍ରାପ୍ତି ହେବ ।

ଯଦି ଆପଣ ବେକାର କଥାରେ ଟଙ୍କା ଖର୍ଚ୍ଚ କରୁଥିବେ ତେବେ ଏହି ଉପାୟ ଦ୍ଵାରା ଆପଣଙ୍କର ଟଙ୍କା ସଞ୍ଚୟ ହୋଇ ପାରିବ । ଏହା ସହ ଟଙ୍କା ଆସିବାର ନୂଆ ମାର୍ଗ ଖୋଲିଯିବ । ଏହି ପତ୍ର ସେ ପର୍ଯ୍ୟନ୍ତ ରଖିବାକୁ ହେବେ ଯେବେ ଯାଏଁ ଏହି ପତ୍ର ସୁଖୀ ନ ଯାଇଛି । ଏହି ପତ୍ର ଆପଣଙ୍କ ଲକି ଚାମ୍ପ ରେ କାମ କରିବ । ଏହି ପତ୍ର ଯେବେ ଯାଏଁ ଆପଣଙ୍କ ପାଖରେ ରହିବ ସେତେ ଯାଏଁ ଆପଣଙ୍କର ଆର୍ଥିକ ଉନ୍ନତି ହେଉଥିବ ।

ଯେବେ ଏହି ପତ୍ର ଶୁଖିଯିବ ତେବେ ଜଳରେ ପ୍ରଭାବିତ କରି ଦିଅନ୍ତୁ । ଯଦି ନଇ ନାହିଁ ତେବେ ଯେଉଁଠି ପତ୍ର ଆଣିଥିଲେ ସେଠାରେ ରହି ପାରିବେ । ଏହା ପରେ ନୂଆ ପତ୍ର ଆଣି ଏହାର ପ୍ରୟୋଗ ପୂର୍ବ ଭଳି କରି ପାରିବେ । ଶନି ଦୋଷ ମଧ୍ୟ ଏହି ପ୍ରୟୋଗ ଦ୍ଵାରା ଶେଷ ହୋଇ ପାରିବ । ଜୀବନରେ ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହେବ । ଏହା ସହ ଶନିବାର ଦିନ ଓସ୍ତ ଗଛ ମୂଳରେ ଦୀପ ଜଳାଇବା ସହ ପରିକ୍ରମା କରିଲେ ଶନି ଦୋଷ କଟିଯାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *