ଏହି ଗୋଟେ ପତ୍ର ଆପଣଙ୍କୁ 80 ବର୍ଷ ପର୍ଯ୍ୟନ୍ତ ବିମାର ଆଉ ବୁଢା ହେବାକୁ ଦେବ ନାହିଁ …

ବନ୍ଧୁଗଣ ତୁଳସୀ ପତ୍ର ର ଲାଭ ବିଷୟରେ ବହୁତ କମ ଲୋକ ଙ୍କୁ ହିଁ ଜଣା ଅଛି । ହିନ୍ଦୁ ଶସ୍ତ୍ର ରେ ତୁଳସୀ ଗଛକୁ ବହୁତ ଗୁଣକାରୀ ଗଛ ଭାବେ ମାନା ଯାଏ । ଆଉ ତୁଳସୀ ଙ୍କୁ ଭଗବାନଙ୍କ ସହ ଜଡିତ ମାନା ଯାଏ । କାରଣ ତୁଳସୀ ଗଛରେ 33 କୋଟି ଦେବୀ ଦେବତା ଙ୍କ ବାସ ରହିଛି ବୋଲି ହିନ୍ଦୁ ଧର୍ମ ଶାସ୍ତ୍ର ରେ ବିଶ୍ଵାସ ରହିଛି । ତୁଳସୀ ଗଛକୁ ବହୁତ ପବିତ୍ର ମାନଯାଏ । ଘରେ ତୁଳସୀ ଗଛ ରହିବା ଦ୍ଵାରା ସୁଖ ଶାନ୍ତି ବଜାୟ ରହିଥାଏ ।

ଆଜି ଆମେ ଜାଣିବା ତୁଳସୀ ଗଛ ର ଫାଇଦା ବିଷୟରେ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ ତେବେ ନିଶ୍ଚୟ ଗୋଟେ ତୁଳସୀ ଗଛ ଲଗାଇବା ଉଚିତ । ହିନ୍ଦୁ ମାନ୍ୟତା ଅନୁଯାୟୀ ତୁଳସୀ ଗଛ କୁ ସଚ୍ଚା ମନରେ ପୂଜା କରାଯାଏ ଓ ତୁଳସୀ ଗଛର ଧ୍ୟାନ ରଖୁଥିବା ବ୍ୟକ୍ତି କୁ ପୂଣ୍ୟ ର ପ୍ରାପ୍ତି ହୋଇଥାଏ । ଏମିତି କୁହାଯାଏ ଯେଉଁ ଘରେ ତୁଳସୀ ଗଛ ଠାରେ ସେଠାରେ କେବେ ବି ଗରିବୀର ର ବାସ ହୁଏ ନାହିଁ ।

ଏହି ଗଛ ସବୁବେଳେ ଶୁଭ ଫଳ ପ୍ରଦାନ କରିଥାଏ । ପ୍ରତେକ ଦିନ ଶ୍ରଦ୍ଧା ମନରେ ତୁଳସୀ ଗଛର ପୂଜା କରିବା ଉଚିତ । ପ୍ରତେକ ଦିନ ତୁଳସୀ ଗଛରେ ପାଣି ଅର୍ପଣ କରିବା ଦ୍ଵାରା ମନ ପବିତ୍ର ଓ ଶୁଦ୍ଧ ହୋଇଥାଏ । ମାନ୍ୟତା ଅଛି କି ଯେଉଁ ଲୋକ ସ୍ନାନ କରିବା ସମୟରେ ଯେଉଁ ମାନେ ତୁଳସୀ ପତ୍ର ପକାଇଥାନ୍ତି ସେମାନେ ତୀର୍ଥ ସ୍ଥାନକୁ ଯାଇ ପୂଣ୍ୟ କରିବା ସହ ସମାନ ହୋଇଥାଏ ।

ତୁଳସୀ ପାଣି ରେ ସ୍ନାନ କରିବା ଦ୍ଵାରା ବ୍ୟକ୍ତି ପବିତ୍ର ହୋଇଯାଏ । ପ୍ରତେକ ଦିନ ତୁଳସୀ ଗଛ ସାମ୍ନାରେ ଦୀପ ଜଳାଇବା ଦ୍ଵାରା ସୁଖ ସମୃଦ୍ଧି ପ୍ରାପ୍ତ ହୁଏ । ଏମିତି ମାନ୍ୟତା ଅଛି ଯେଉଁ ଘରେ ସକାଳ ସନ୍ଧ୍ୟା ରେ ତୁଳସୀ ଗଛ ମୂଳରେ ଦୀପ ଜଳିଥାଏ ସେହି ଘରେ ଖୁଶିର ର ବୃଦ୍ଧି ହୁଏ । ଓ ଧନର ଅଭାବ ହୁଏ ନାହିଁ । ଯଦି ଘରେ ଝଗଡା ଲାଗି ରହୁଛି ତେବେ ତୁଳସୀ ଗଛର ପୂଜା କରିବା ଉଚିତ ।

ଏହା ସହ ପରିବାର ଲୋକଙ୍କୁ ତୁଳସୀ ପତ୍ର ଗୋଟେ ଲେଖାଏଁ ଖାଇବାକୁ ଦେବା ଦ୍ଵାରା ଘରର କଳହ ଦୂର ହୁଏ । ଘର ଲୋକଙ୍କ ମଧ୍ୟରେ ପ୍ରେମ ବଢିଥାଏ । ଶାସ୍ତ୍ର ଅନୁଯାୟୀ ଦହି ସହ ତୁଳସୀ ପତ୍ରର ସେବନ କରିବା ଦ୍ଵାରା ଈଶ୍ବରଙ୍କ କୃପା ମିଳିଥାଏ । ଶାସ୍ତ୍ର ସହ ଆୟୁର୍ବେଦିକ ରେ ମଧ୍ୟ ଗୁଣକାରୀ ମାନାଯାଏ । ତୁଳସୀ ପତ୍ର ଖାଇଲେ ଶରୀରରେ ଊର୍ଜା ବଢିଥାଏ ଓ ଅନେକ ରୋଗ ଦୂର ହୋଇଥାଏ ।

ଯେଉଁ ଘରେ ତୁଳସୀ ଗଛ ଥାଏ ସେଠାରେ ନେଗେଟିଭ ଊର୍ଜା ଦୂରେଇ ରହିଥାଏ । ସେଥିପାଇଁ ଘରେ ନିଶ୍ଚୟ ତୁଳସୀ ଗଛ ଲଗାଇବା ଉଚିତ ଓ ଏହାର ପୂଜା କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *