୧୨ ମାର୍ଚ ୨୦୨୦ ଗୁରୁବାର ଅତ୍ୟନ୍ତ ବିଶେଷ ସଂଯୋଗ ଅଟେ, ଯଦି ଏହି ଶୁଭ ଦିନ ଯଦି ଆପଣ ଗୁରୁଙ୍କୁ ଖୁସି କରି ପାଇଲେ ତେବେ ଆପଣଙ୍କ ଜୀବନ ସବୁ ପ୍ରକାର ଦୁଃଖରୁ ଆପଣ ମୁକ୍ତି ପାଇ ପାରିବେ ତେବେ ଆସନ୍ତୁ ଜାଣିବା କେଉଁ କାମ ଦ୍ଵାରା ଗୁରୁ ପ୍ରସନ୍ନ ହୋଇ ପାରିବେ । ଗୁରୁବାର ଦିନ ଗୁରୁ ବନ୍ଦନା ପାଇଁ ଓ ତାଙ୍କ କୃପା ପ୍ରାପ୍ତ କରିବା ପାଇଁ ଅତ୍ୟନ୍ତ ବିଶେଷ ଦିନ ଅଟେ ।
ଏହି ସହଜ ଉପାୟ କଲା ପରେ କେହିବି ନିଜ ଦୁଃଖରୁ ମୁକ୍ତି ପାଇ ପାରିବ ଓ ନିଜ ମନୋକାମନା ପୂର୍ଣ କରି ପାରିବ ।
ଗୁରୁବାର ଦିନ ଏହି ଉପାୟ କରନ୍ତୁ :
ଗୁରୁବାର ଦିନ ଭାସୁଥିବା ପାଣିରେ ବାଦାମ, ତେଲ, ନଡିଆ ପ୍ରବାହିତ କରନ୍ତୁ, ମଥାରେ କେସର ତିଲକ ଲଗାନ୍ତୁ, ପୂଜା ସ୍ଥଳ ରେ ଗାଈ ଘିଅ ଦୀପ ଜାଳନ୍ତୁ, ଓସ୍ତ ଗଛ ରେ ୭ଥର ହଳଦିଆ ସୂତା ଗୁରେଇ ଜଳ ଅର୍ପଣ କରନ୍ତୁ । ହଳଦିଆ ଚଣା ମନ୍ଦିର ରେ ଦାନ କରନ୍ତୁ, ମାଂସାହାର, ମଦ୍ୟପାନ ଏହି ଦିନ ଭୁଲରେ ବି କରନ୍ତୁ ନାହିଁ । କାରୋବାର ବଢିବା ପାଇଁ ଏହି ଦିନ ଶିବ ମନ୍ଦିର ରେ ଶିବଲିଙ୍ଗ ଉପରେ ଗଙ୍ଗାଜଳ ଦ୍ଵାରା ଅଭିଷେକ କରନ୍ତୁ ।
ସବୁ ପ୍ରକାର ମନୋକାମନା ପୁର୍ତି ପାଇଁ ଏହି ମନ୍ତ୍ର ଜାପ ମୋତି ବା ତୁଳସୀ ମାଲା ଦ୍ଵାରା ସକାଳେ ସନ୍ଧ୍ୟା ରେ ୧୦୮-୧୦୮ ଥର ।
୧. ।। ॐ ବୃହସ୍ପତେ ଅତି ଯଦର୍ଯୋ ଅର୍ହାଦ୍ ଦ୍ଯୁମଦ୍ବିଭାତି କ୍ରତୁମଜ୍ଜନେଷୁ।
ଯଦ୍ଦୀଦଯଚ୍ଛୱସ ଋତପ୍ରଜାତ ତଦସ୍ମାସୁ ଦ୍ରୱିଣଂ ଧ୍ହି ଚିତ୍ରମ୍।।
୨. ।। ଦେୱାନାଂ ଚ ଋଷୀଣାଂ ଚ ଗୁରୁଂ କାଂଚନସଂନିଭମ୍।
ବୁଦ୍ଧିଭୂତଂ ତ୍ରିଲୋକଶଂ ତଂ ନମାମି ବହସ୍ପତିମ୍।।
୩. ।। ॐ ଗ୍ରାଂ ଗ୍ରୀଂ ଗ୍ରୌଂ ସ: ଗୁରୱେ ନମ:।।
୪. ।। ॐ ବୃଂ ବ୍ରହସ୍ପତଯ ନମ: ।।
ସଠିକ ଭାବରେ ମନ ଧ୍ୟାନ ଦେଇ ଗୁରୁ ମନ୍ତ୍ର ଜାପ କଲେ ଗୁରୁ କୃପା ହୋଇଥାଏ ଏବଂ ଭକ୍ତଙ୍କ ସବୁ ମନୋକାମନା ପୂର୍ଣ ହୋଇଥାଏ । ମନ୍ତ୍ର ଜାପ ଆଗରୁ ବିଧି ଅନୁଯାଇ ଗୁରୁ ଶିବଙ୍କ ପୂଜା କରନ୍ତୁ, ମନ୍ତ୍ର ଜାପ ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଭୁଲନ୍ତୁ ନାହିଁ ।
ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।