ଏହି କାମ କରିବା ଦ୍ଵାରା ମଣିଷ ରାତା ରାତି ହୋଇ ଯାଇଥାଏ ଧନୀ- ଜାଣନ୍ତୁ କଣ

ସବୁ ଲୋକଙ୍କର ଇଚ୍ଛା ଥାଏ ଧନୀ ହେବା ପାଇଁ । ଏଥିପାଇଁ କିଛି ଲୋକ ଠିକ ରାସ୍ତା ଅପଣାଇ ଥାନ୍ତି ତ କିଛି ଲୋକ ଭୁଲ । କିଛି ଲୋକ ଭାବିଥାନ୍ତି କି କିଛି ଉପାୟ ମିଳିଯାଆନ୍ତା ,ଯାହାଦ୍ୱାରା ସେ ଧନୀ ହୋଇଯାନ୍ତେ । ଆଜି ଆମେ ଆପଣଙ୍କୁ କିଛି ମନ୍ତ୍ର ଏବଂ କଥା କହିବାକୁ ଯାଉଛୁ ,ଯାହାକୁ କରିବା ଦ୍ଵାରା ସବୁ କାମରେ ଉର୍ନତି ହେବ ଏବଂ ଧନ ଆଗମନରେ ଆସୁଥିବା ବାଧା ଦୂର ହେବ । କୁହାଯାଏ କି ଏହି ମନ୍ତ୍ର ଜପ କରିବା ଦ୍ଵାରା ମଣିଷ କମ ସମୟରେ ଧନୀ ହୋଇଯାଇ ଥାଏ ।

ଆମେ ସମସ୍ତେ ଜାଣିଛେ କି ମା ଲକ୍ଷ୍ମୀ ଧନ ଦେବୀ ଅଟନ୍ତି । କୁହାଯାଏ କି ଯେଉଁ ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ଥାଏ ,ସେହି ଘରେ ଘରେ ଧନ ସମ୍ପତିର ଅଭାବ ନଥାଏ ।

ଆମ ଧର୍ମ ଶାସ୍ତ୍ରରେ ବି କୁହାଯାଇଛି କି ଯେଉଁ ସ୍ଥାନରେ ପ୍ରତିଦିନ ଶ୍ରୀ ସୁକ୍ତ ପାଠ କରାଯାଇ ଥାଏ ,ସେଠାରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏହାଛଡା ଯିଏ ଶ୍ରୀ ସୁକ୍ତର ପାଠ ସକାଳେ ଏବଂ ସନ୍ଧ୍ୟାରେ କରିଥାଏ ତା ପାଖରେ କେବେବି ଧନ କମ ହୋଇ ନଥାଏ ।

ମନ୍ତ୍ର -ଓଂ ଶ୍ରୀ ଓଂ ହ୍ରୀଙ୍ଗ ଶ୍ରୀଙ୍ଗ ହ୍ରୀଙ୍ଗ କ୍ଳ୍କିଙ୍ଗ ଶ୍ରୀଙ୍ଗ କ୍ଲିଙ୍ଗ ବିତେସ୍ଵରାୟ ନମଃ

ଏହି ମନ୍ତ୍ରକୁ କୁବେର ଙ୍କର ମନ୍ତ୍ର ବୋଲି କୁହାଯାଏ ଏବଂ ଏହା ସିଦ୍ଧ ମନ୍ତ୍ର ଅଟେ । କୁହାଯାଏ କି ଏହି ମନ୍ତ୍ର ନିୟମିତ ଜପ କରିବା ଦ୍ଵାରା ଧନ ଲାଭ ହୋଇଥାଏ ।

ଏହାଛଡା ଯଦି ଆପଣଙ୍କର ଧନ ସବନ୍ଧୀୟ କୌଣସି ସମସ୍ୟା ଚାଲିଛି ତାହେଲେ ‘ଓଂ ବୈଶ୍ରବାୟ ସ୍ଵାହା’ମନ୍ତ୍ର ଜପ କରନ୍ତୁ । କୁହାଯାଏ କି ଏହି ମନ୍ତ୍ର ପ୍ରତିଦିନ ୧୦୮ ଥର ଜପ କରିବେ ତାହେଲେ ଧନ ସବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *