ଏହା ହଉଛି ପାକିସ୍ତାନ ର ସତ୍ୟତା, ହିନ୍ଦୁ ଲୋକଙ୍କ ଉପରେ କରୁଛନ୍ତି ଅତ୍ୟାଚାର : ଗୋଟେ ହିନ୍ଦୁ ଝିଅର ହୋଷ୍ଟେଲ ରେ ତଣ୍ଟିଚିପି ହତ୍ୟା

ପାକିସ୍ତାନ ର ସିନ୍ଧ ପ୍ରାନ୍ତ ର ଘୌଟିକ ଜାଗା ରେ ଗୋଟିଏ ହିନ୍ଦୁ ଝିଅର ଲର୍କାନା ସ୍ଥିତ ଅସୀଫା ମେଡିକଲ ଡେଂଟଲ କଲେଜ ର ନିଜ ହୋଷ୍ଟେଲ ରୁମ ରୁ ଗତ କାଲି ମୃତ ଦେହ ମିଳିଛି । କୁହାଯାଉ ଅଛି କି ଏହା ଗୋଟେ ହତ୍ୟା ଅଟେ । ପାକିସ୍ତାନରେ ହିନ୍ଦୁ ଲୋକଙ୍କ ସହ କିଭଳି ବ୍ୟବହାର  ହଉଛି ତାର ଆଉ ଗୋଟେ ନୂଆ ଚିତ୍ର ଦେଖିବା ଆସନ୍ତୁ ।

ପାକିସ୍ତାନ ର ସିନ୍ଧ ପ୍ରାନ୍ତ ର ଘୌତକି ଜାଗା ରେ ଗୋଟିଏ ହିନ୍ଦୁ ଝିଅ ଲର୍କାନା ର ଅସୀଫା ମେଡିକଲ ଡେଂଟଲ କଲେଜ ର ହଷ୍ଟେଲ ରେ ସୋମବାର ଦିନ ମୃତ୍ୟୁ ହୋଇଛି । କୁହାଯାଉଛି କି ଝିଅ ର ହତ୍ୟା ରସିରେ ବେକ ଚିପିକି କରାଯାଇଛି । କଲେଜ ପ୍ରଶାସନ ଏହାକୁ ମନା କରୁଅଛି ଏବଂ ଏହାକୁ ଏକ ଆତ୍ମହତ୍ୟା ବୋଲି କହୁଅଛି । ଏହି ଘଟଣା ଘୌତକି ରେ ଆତଙ୍କବାଦୀ ଦ୍ଵାରା ଗୋଟିଏ ମନ୍ଦିର ରେ ଭଙ୍ଗାରୁଚା କରିବାପରେ ସାମ୍ନା କୁ ଆସିଛି । ଏହି ବିବାଦ ହାଈସ୍କୂଲ ର ଏକ ହିନ୍ଦୁ ଶିକ୍ଷଙ୍କ ଉପରେ ନିନ୍ଦା ର ମିଛ କଥା ରୁ ଆରମ୍ବ ହୋଇୟଥିଲା । ଏହି କଥା ନେଇ ଆତଙ୍କବାଦୀ ସ୍କୁଲ ଏବଂ ମନ୍ଦିର ଉପରେ ମନଇଛା ଭଙ୍ଗାରୁଚାକଲେ ।

ଘଟଣା କୁ ଦବେଇବାକୁ ଚେଷ୍ଟା :

ସୂଚନା ଅନୁଜାଇ ବିଡିଏସ ର ଶେଷ ବର୍ଷୀୟ ଛାତ୍ରା ନମୃତା ଚଂଦାନୀ ସୋମବାର ଦିନ ନିଜ ରୁମ ରେ ମୃତ ଅବସ୍ଥାରେ ମିଳିଥିଲେ ।  କଲେଜ ପ୍ରଶାସନ ଏହାକୁ ଆତ୍ମହତ୍ଯା ବୋଲି କହୁଅଛି ହେଲେ ପ୍ରମାଣ ଅଲଗା ଆଡେ ଈଷାରା ଦେଉଅଛି ।

ଜୀବନ ବଞ୍ଚେଇବାପାଇଂ ସଂଘର୍ଷ :

ଘଟଣାସ୍ଥଳ ରେ ଏମିତିକା ପ୍ରମାଣ ମିଳିଅଛି ଯାହା ଦେଖିବାରୁ ଲାଗୁଛି କି ନିଜକୁ ବଞ୍ଚେଇବାପାଇଁ ଝିଅ ବହୁତ ସଂଘର୍ଷ କରିଥିବ । ମାତ୍ର ଏତିକି ନୁହେଁ ସେ ଝିଅର ଫୋନ ମଧ୍ୟ ଗାୟବ  ଥିଲା ଯାହା ଏବେ ପୁଲିସ ପାଇ ଜାଇଅଛି । ଏବେ ପ୍ରଶ୍ନ ଏହା ହଉଛି କି ଜଦି ଏହା ଗୋଟେ ଆତ୍ମହତ୍ଯା ଅଟେ ତାହେଲେ ସବ ଲଟକିଆ ଜାଗାରେ ନଥାଇ ବିଛଣା ରେ କେମିତି ପହଞ୍ଚିଲା ।

ଲଗାତାର ହିନ୍ଦୁମାଙ୍କ ଉପରେ ହଉଛି ଅତ୍ୟାଚାର :

କିଛି ସପ୍ତାହ ପୁରବୁରୁ ପାକିସ୍ତାନ ଲଗାତାର ତାଙ୍କ ଜାଗା ହିଦୂ ଲୋକଂକ ଉପରେ ଅତ୍ୟାଚାର ଓ ଯବର୍ଣ ଧର୍ମ ବଦଳିବାପାଇଂ ଜୋର ଦେଉ ଅଛି । ଏହି ମାସ ପ୍ରଥମ ରେ ଗୋଟେ ଶିଖ ଝିଅ କୁ ଅପହରଣ କରିବା ଏବଂ ସେ ଝିଅ କୁ ମୁସ୍ଲିମ ଲୋକ ସହ ବାହା କରେଇବା କଥା ସାମ୍ନା କୁ ଆସିଛି । ଆମେ ଆପଣ ମାନକୁ ଜଣେଇଡବାପାଇଁ ଚାହୁଞ୍ଚୁ କି ପାକିସ୍ତାନ ରେ ଯବର୍ଣ ଧର୍ମ ବଦଳିବା ପାଇଁ କିଛି ରୋକ ତୋକ ନାହିଂ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *