ଏହି ଗୋଟିଏ ଜିନିଷ ଜଳାନ୍ତୁ ଶତ୍ରୁ ପାଦଧରି କ୍ଷମା ମାଗିବ- Astro Tips

ଜୀବନରେ କେବେକେବେ ଶତ୍ରୁ ଏତେ ଅସୁବିଧାରେ ପକାଇଥାନ୍ତି ଯେମିତି ଆପଣଙ୍କୁ ଲାଗିଥାଏ ଏବବେ ସବୁକିଛି ସମାପ୍ତ । ଏମିତି ଲାଗିଥାଏକି ଆଉ ଏଥିରେ ବାହାରି ପାରିବେନି । ଆମେ ଆମେ କେମିତି ବାହାରିବେ ସେହି ବିଷୟରେ ଆଲୋଚନା କରିବା । ଆଉ ଶତ୍ରୁ ମାନଙ୍କଠୁ ମୁକ୍ତି ପାଇବାର ବାଟ ମଧ୍ୟ କହିବୁ । ଶତ୍ରୁ ମାନଙ୍କଠୁ ବିଜୟ ପ୍ରାପ୍ତ କରିବା ପାଇଁ ଉପାୟ ବତାଇବୁ । କେବେ କେବେ ନିଜର ଶତ୍ରୁ ହୋଇଯାଆନ୍ତି କେବେ କେବେ ପର ଲୋକଙ୍କର ମଧ୍ୟ ଶତ୍ରୁ ହୋଇଥାଏ । କେବେ କେବେ ବ୍ୟାପାରରେ ମଧ୍ୟ ଶତ୍ରୁତା ହୋଇଥାଏ ବା ପଡୋଶୀ ମାନେ ମଧ୍ୟ ଜଳି ଥାନ୍ତି ଭଲ ଦେଖିକରି । ଚାକିରି କ୍ଷେତ୍ରରେ ମଧ୍ୟ ସେଇଆ ହୋଇଥାଏ ।

ଶତ୍ରୁ ମାନେ ବହୁତ ଅଧିକ ହୋଇଥାନ୍ତି । ଆପଣ ଭଲ ସେଥିପାଇଁ ଆପଣଙ୍କୁ ସମସ୍ତେ ଭଲ ଲାଗିଥାନ୍ତି । କିନ୍ତୁ ଏହି ଭଲରେ ଭୋଳା ପଣର ଲୋକ ଫାଇଦା ଉଠାଇ ଥାନ୍ତି । ସେତେବେଳେ ଆପଣ ଭାବିଥାନ୍ତିକି ମୁଁ ଆଗରୁ କାହିଁକି ଜାଣିପାରିଲିନି ।  ଆଜି କଲି ଦୁନିଆରେ କାହାରୀକୁ ଚିହ୍ନିବା ବହୁତ ମୁସ୍କିଲ ହୋଇଥାଏ । ଲୋକ ମାନେ ସବୁବେଳେ ମୁହଁରେ ମିଠା କଥା କହି ପଛରେ ଛୁରୀ ଭୁଶି ଥାନ୍ତି । ସେଥିଲାଗି ସାବଧାନ ରହିବା ବହୁତ ଆବଶ୍ୟକ ହୋଇଥାଏ ।

ତେବେ ଆଜି ଆମେ ଶତ୍ରୁ ମାନଙ୍କ ଶକ୍ତିକୁ ସମାପ୍ତ କରିବା ପାଇଁ ତାଙ୍କ ନକରାତ୍ମକ ଯାହା ତାଙ୍କ ମନରେ ଅଛି ଆପଣଙ୍କ ପାଇଁ ଭାବନା ଖତମ କରିବା ପାଇଁ ଛୋଟ ପ୍ରୟୋଗ କହିବୁ । ଏହି ପ୍ରୟୋଗ କରିବା ଦ୍ଵାରା ସବୁ ଶତ୍ରୁ ନାସ ହୋଇବେ । ଏହି ପ୍ରୟୋଗ ଆପଣ କୌଣସିବି ଦିନରେ ଅନ୍ଧାର ହେବା ପରେ କରନ୍ତୁ । ଆପଣଙ୍କୁ ଦରକାର ହେବ ଭୋଜ ପତ୍ର, ମହୁ, ଓ ଗୋଲମରୀଚ ।

ଏହି ତିନୋଟି ବସ୍ତୁ ଆପଣଙ୍କୁ ଦରକାର ହୋଇଥାଏ । ଆପଣ ସଫା କାଗଜ ନିଅନ୍ତୁ ସେଇ କାଗଜରେ କଳା ପେନ କି କଳାରେ ଶତ୍ରୁର ନାମ ଲେଖନ୍ତୁ, ଆପଣ ଯେଉଁଠି ଶତ୍ରୁର ନାମ ଲେଖିଛନ୍ତି ସେଠାରେ ମହୁ ଲଗାଇ ଦିଅନ୍ତୁ ତାପରେ କଳା ଗୋଲମରୀଚ ପାଞ୍ଚଟି କି ସାତଟି ଦାନା ରଖନ୍ତୁ । ଆଉ ତାକୁ ନିଆଁରେ ପକାଇ ଦିଅନ୍ତୁ । ଆପଣଙ୍କର ଯିଏ ଶତ୍ରୁ ଥିବା ସବୁ ଶତ୍ରୁ ସମାପ୍ତ ହୋଇଯିବ । ସେ ଚାହିଁଲେବି ଆପଣଙ୍କର କିଛି କରିପାରିବେ ନହିଁ ।

Leave a Reply

Your email address will not be published. Required fields are marked *