ଏହି ଜିନିଷ କେବଳ ଗୋଟେ ବୁନ୍ଦା ନାଭିରେ ଲଗାନ୍ତୁ, ଅନେକ ରୋଗରୁ ମିଳିବ ମୁକ୍ତି – ଏବେ ହିଁ ଦେଖି ନିଅନ୍ତୁ

ନାଭି ଆମ ଶରୀର ଏକ ଏଭଳି ଅଙ୍ଗ ଯାହା ସାହାଯ୍ୟରେ ହିଁ ମା ପେଟରେ ଶିଶୁ ଯୋଡି ହୋଇଥାଏ ଏବଂ ତାକୁ ଖାଦ୍ୟ ଓ ଅକ୍ସୀଜେନ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ନାଭିରେ ଯଦି ଆମେ କିଛି ଏଭଳି ଜିନିଷ ପକାଇବା ଯାହା ଆମ ଶରୀରରେ ଥିବା ଅନେକ ରୋଗକୁ ଭଲ କରିଦେବ । ଏହା ଏଭଳି ଏକ ପଦାର୍ଥ ଯାହା ଆମେ ପ୍ରତିଦିନ ଆମ ଖାଦ୍ଯରେ ବ୍ୟବହାର କରି ଥାଉ। ତାହା ଆଉ କିଛି ନୁହେଁ ଏହା ହେଉଛି ଘିଅ । ଯାହା ସମସ୍ତଙ୍କର ପସନ୍ଦର ଖାଦ୍ଯ ।

ତେବେ ଏହାର କେବଳ ଗୋଟେ ବୁନ୍ଦା ନାଭିରେ ପକାଇବା ଦ୍ଵାରା ତ୍ୱଚା ସମ୍ବଧିୟ ବହୁତ ସମସ୍ୟା ଦୂର ହେବା ସହ ଚୁଟିଝଡ଼ିବା, ଆଣ୍ଠୁଦରଜ, ଭଳି ସମସ୍ୟା ଆଦିରୁ ମୁକ୍ତି ମିଳିଥାଏ । ନାଭିରେ ଯଦି ନିୟମିତ ଭାବେ ଘିଅ ଲଗାଯାଏ ତେବେ ଆମେ ବହୁତ ପ୍ରକାର ସମସ୍ୟାରୁ ଆରମ୍ ପାଇଥାଉ । ପ୍ରକୃତରେ ନାଭିରେ 70 ହଜାର ରୁ ବି ଅଧିକ ନାଳି ଥାଏ ଯିଏ1 ଆମ ଶରୀର ରକ୍ତ ଧମନୀ ସହିତ ଯୋଡି ହୋଇଥାଏ । । ସେଥିପାଇଁ ନାଭିରେ ଘିଅ ଲଗାଇବା ଦ୍ଵାରା ଆମ ଶରୀରକୁ ବହୁତ ଲାଭ ମିଳିଥାଏ ।

ନାଭିରେ ଘିଅ ଲଗାଇବା ଦ୍ଵାରା ଥଣ୍ଡା ଦିନେ ଯେଉଁ ଲୋକଙ୍କୁ ଓଠ ଫାଠି ଯିବାର ସମସ୍ୟା ଥାଏ ତାହା ଦୂର ହୁଏ । ରାତିରେ ନାଭିରେ ଘିଅ ମାଲିସ କରନ୍ତୁ ସକାଳେ ଓଠ ବିଲକୁଲ ଠିକ ହୋଇଯାଇ ଥିବ।

ଆଣ୍ଠୁ ଦରଜ ହେଲେ ଆପଣ ଦେଶୀ ଘିଅ କୁ ଅଳ୍ପ ଗରମ କରି ତାକୁ ନାଭିରେ ଲଗାନ୍ତୁ । ଏମିତି କଲେ ଏହା ସିଧା ଆଣ୍ଠୁ ଦରଜ ଉପରେ ପଡିଥାଏ ଓ ଏହି ଦରଜ କୁ ଆରମ୍ ମିଳିଥାଏ ।

ରାତିକୁ ଶୋଇବା ପୂର୍ବରୁ ଯଦି ନାଭିରେ ଦେଶୀ ଘିଅ ଲଗାଯାଏ ତେବେ ବାଳ ଉପରେ ଏହାର ଭଲ ପ୍ରଭାହ ପଡିଥାଏ ଓ ବାଳ ମଜବୁତ ହୋଇଥାଏ । ବାଳ ଝଡ଼ିବା ବି ବନ୍ଦ ହୋଇଥାଏ ।

ଯଦି ନାଭିରେ ଘିଅ ଲଗାଇ ମାଲିସ କାରାଯାଏ ତେବେ ଏଥିରୁ ଆମ ତ୍ୱଚା ଉପରେ ବହୁତ ପ୍ରଭାବ ପଡିଥାଏ ଓ ଆମ ତ୍ୱଚା ନରମ ହୋଇଥାଏ । କୋମଳ ହେବା ସହିତ ଆମ ତ୍ୱଚା ଗୋରା ମଧ୍ୟ ହୋଇଯାଇଥାଏ ।

କବ୍ଧ ସମସ୍ୟା ହେଲେ ଆପଣ କେବଳ ନାଭି ଓ ପେଟର ତା ଆଖା ପାଖରେ ଅଂଶରେ ଘିଅ କିଛି ସମୟ ମାଲିସ କରନ୍ତୁ । ଏହି ମାଲିସ ଦ୍ୱାରା ପାଚନ କ୍ରିୟା ଠିକ ଭାବେ କାମ କରିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *