ଏହି ଜିନିଷକୁ ଭୁଲରେ ବି ଅଣ୍ଡା ଖାଇବା ପରେ ଖାଆନ୍ତୁ ନାହିଁ, ନଚେତ ଯାଇପାରେ ଜୀବନ

ଅଣ୍ଡା ଗୋଟେ ଏମିତିକା ଖାଦ୍ଯ ଯାହା ପୋଷ୍ଟିକ ଗୁଣ ଦ୍ଵାରା ଭରପୁର ହୋଇଥାଏ ତେବେ ବହୁତ ଲୋକ ଅଣ୍ଡା ଖାଇବା ପସନ୍ଦ କରନ୍ତି ଓ କିଛି ଲୋକ ସ୍ୱାସ୍ଥ୍ୟ ପାଇଁ ବା ଡାଇଟିଙ୍ଗ ନାରେ ସିଜା ଅଣ୍ଡା ଖାଇବା ପସନ୍ଦ କରନ୍ତି, ଆଜି ଆମେ ଆପଣଙ୍କୁ ସିଜା ଅଣ୍ଡା ଖାଇବା ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଜାଣିବା ଉଚିତ । କେତେ ଲୋକ ଅଣ୍ଡାକୁ ମାଂସାହାର କହି ଏହାର ସେବନ କରନ୍ତି ନାହିଁ ତେବେ କିଛି ଲୋକ ଶାକାହାର ହେଲେ ମଧ୍ୟ ଅଣ୍ଡାକୁ ଶାକାହାର କହି ସେବନ କରିଥାନ୍ତି, ତେବେ ମାଂସରେ ପୋଷଣ ଥାଏ କିନ୍ତୁ ଅଣ୍ଡାରେ ମାଂସ ଠାରୁ ଅଧିକ ପୋଷଣ ଥାଏ ।

Image Courtesy: Google

ଅଣ୍ଡାକୁ ଲୋକ ବହୁତ ପ୍ରକାର ରେ ସେବନ କରିଥାନ୍ତି କିଛି ଲୋକ ଏହାକୁ ସିଜା ଖାଆନ୍ତି, ତେବେ କିଛି ଲୋକ ଏହାର ଓମଲେଟ କରି ଖାନ୍ତି । ଆଉ କିଛି ଲୋକ ଅଣ୍ଡା ତରକାରୀ ଭାତ ରୁଟି ସହ ଖାଇବା ପସନ୍ଦ କରନ୍ତି, ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଡକ୍ଟର ମଧ୍ୟ ଅଣ୍ଡା ସେବାନ କରିବା ପାଇଁ ରୋଗୀଙ୍କୁ ବା ଦୁର୍ବଳ ବ୍ୟକ୍ତିଙ୍କୁ କହିଥାନ୍ତି, ପ୍ରାୟତଃ ଲୋକ ଥଣ୍ଡା ଦିନରେ ଅଣ୍ଡା ଅଧିକ ସେବନ କରନ୍ତି ଓ ଗରମ ଦିନରେ କମ କାହିଁକିନା ଅଣ୍ଡା ଗରମ ହୋଇଥାଏ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ସିଜା ଅଣ୍ଡା ଖାଇବା ପରେ ଉଚିତ ନୁହ ।

Image Courtesy: Google

୧. ଲେମ୍ବୁ :

ସିଜା ନଡା ସହ ବା ପରେ ଲେମ୍ବୁ ଖାଇବା ଉଚିତ ନୁହ, ସିଜା ଅଣ୍ଡା ଖାଇବା ପରେ ଲେମ୍ବୁ ଖାଇବା ବହୁତ ହାନିକାରକ ଅଟେ, ଯେଉଁ ଲୋକଙ୍କୁ ହୃଦ ରୋଗ ଅଛି ତାଙ୍କୁ ଭୁଲରେ ବି ସିଜା ଅଣ୍ଡା ସହ ଲେମ୍ବୁ ଖାଇବା ଉଚିତ ନୁହ ଏହା ତାଙ୍କ ଜୀବନ ମଧ୍ୟ ନେଇ ପାରେ ସେଥିପାଇଁ ହୃଦ ରୋଗୀଙ୍କୁ ସାବଧାନ ହୋଇ ରହିବା ଉଚିତ ।

Image Courtesy: Google

୨. କଦଳି :

ସିଜା ଅଣ୍ଡା ବା ଅଣ୍ଡା ଖାଇବା ପରେ କଦଳି ଖାଇବା ବହୁତ ଭୟଙ୍କର ହୋଇଥାଏ ଏହା ଦେହ ଭିତରେ ଯାଇ ବିଷାକ୍ତ ପଦାର୍ଥ ହୋଇଥାଏ ଯାହା ଦ୍ଵାରା ମଣିଷ ଜୀବନ ମଧ୍ୟ ଯାଇ ପାରେ ସେଥିପାଇଁ ଭୁଲରେ ମଧ୍ୟ କଦଳି ସହ ବା ପରେ ଅଣ୍ଡା ଖାଆନ୍ତୁ ନାହିଁ । ତେବେ ଏମିତି ଗୋଟେ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ଯେ ସାମାନ୍ୟ ଖାଦ୍ଯ ଖାଇବା ପରେ ଗୋଟେ ମଣିଷ ମୃତ୍ୟୁ ହୋଇଗଲା ଯେତେବେଳେ ମୃତ୍ୟୁ କାରଣ ପଚରା ଗଲା ସେତେବେଳେ ଡକ୍ଟର କହିବା ଅନୁଯାଇ ମଣିଷ ଦେହରେ ଅଣ୍ଡା ଓ କଦଳି ମିଶ୍ରିତ ବିଷ ମିଳିଥିଲା ଯାହା ମୃତ୍ୟୁ ର କାରଣ ଥିଲା ।

Image Courtesy: Google

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *