ଆମେ ଆପଣଙ୍କୁ ବୁଧବାର ଦିନ ୧୭ ଜୁନ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :
ଆଜି ଆପଣଙ୍କୁ ନିଜ ହୃଦୟ ର ସତ ପ୍ରେମ ମିଳିବ ଯାହା ପାଇଁ ଆପଣ ବହୁତ ଦିନ ଧରି ଅପେକ୍ଷା କରି ଥିଲେ । ଆଜି ସବୁ ଆଡେ ହସ ଖୁସି ବାତାବରଣ ରହିବ, ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ସମ୍ପର୍କ ଭଉତ ଭଲ ରହିବ ଏବଂ ଆପଣ ତାଙ୍କ ସହ ସମୟ ବିତାଇ ସୁଖ ପ୍ରାପ୍ତ କରିବେ । ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ ।
ବୃଷ :
ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ । ଏହି ରାଶି ଲୋକଙ୍କ ମନୋବଳ ଆଜି ବଢିବ, ଧନ ଓ ପ୍ରତିଷ୍ଠା ରେ ଲାଭ ପ୍ରାପ୍ତ ହବ । ଆଜି ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ, ଆଜି ଆପଣ ବହୁତ ଗୁଡିକ କାର୍ଯ୍ୟ ଏକା ସହ କରି ପାରିବେ, କୋର୍ଟ ଆଇନ ସମ୍ବନ୍ଧିତ କାର୍ଯ୍ୟ ରେ କିଛି ସମୟ ଲାଗି ପାରେ । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ ।
ମିଥୁନ :
ବିଦ୍ୟାର୍ଥୀମାନଙ୍କ ପାଠ ରେ ମନ ଲାଗିବ, ଆଜି ଦିନ ଆପଣଙ୍କ ସମ୍ପର୍କୀୟ ଲୋକଙ୍କ ସହ ବାଦ ବିବାଦ ଆଶାଙ୍କା ଅଟେ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାଶ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ ।
କର୍କଟ :
ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବାକୁ ଲାଗିବ, ଆଜି ଆପଣଙ୍କ ବିବାହିତା ଜୀବନ ରେ କିଛି ଚିନ୍ତା ର ବିଷୟ ହୋଇ ପାରେ, ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, ଆପଣଙ୍କ ପାଖରେ ନୂଆ କାର୍ଯ୍ୟ କରିବା ପାଇଁ ଉପାୟ ଆସି ପାରେ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ । ଆଜି ଆପଣ ଯେକୌଣସି କାମ କରିବେ ତାକୁ ସଫା ମନରେ ଓ ଇମାନଦାର ହୋଇ କରିବେ ।
ସିଂହ :
ଆଜି ଆପଣ କାହାକୁ ନିରାଶ ନକରି କାମ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ, ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ପୂର୍ଣ ହୋଇ ଜୀବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହବ, କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ ।
କନ୍ୟା :
ଆଜି ଆପଣଙ୍କ କାମ ଚର୍ଚା ରେ ରହିବ, ଗତ ସମସ୍ୟା ଆଜି ସମାପ୍ତ ହୋଇ ଜୀବ, ନିଜ କାମ ଓ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ । ଆଜି ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ, ଜୀବନସାଥି ଓ ସନ୍ତାନ ପରାମର୍ଶ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ ।
ତୁଳା :
ଆଜି ଆପଣଙ୍କ ମନ ସକାରାତ୍ମକ ଭାବ ଦ୍ଵାରା ପରି ପୂର୍ଣ ରହିବ, କିଛି କଷ୍ଟ ପରେ ମଧ୍ୟ ଆପଣ ଆଗକୁ ବଢିବେ ଏବଂ ନିଜ ଲକ୍ଷକୁ ପ୍ରାପ୍ତ କରିବେ । ଆଜି ବ୍ୟବସାଇକ ଲୋକଙ୍କ ପାଇଁ ଦିନ ଭଲ ରହିବ, ଆଜି ଆପଣମାନେ ଭଲ ଲାଭ ଅର୍ଜନ କରିବାକୁ ପାଇବେ । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।
ବିଛା :
ବିଦ୍ୟାର୍ଥୀମାନଙ୍କ ଶିକ୍ଷା କ୍ଷେତ୍ର ରେ କେତେ ବଡ ଅବସର ପ୍ରାପ୍ତ ହୋଇବେ, ଏହାର ଲାଭ ଉଠାନ୍ତୁ, କାର୍ଯ୍ୟ ସ୍ଥଳ ରେ ବହୁତ ଅଧିକ ଚିନ୍ତା ଓ ପ୍ରେସର ରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ, ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ, ଆଜି କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ ।
ଧନୁ :
ଆଜି ଆପଣଙ୍କୁ ଧନ ରୋଜଗାର ପାଇଁ କିଛି ନୂଆ ରାସ୍ତା ମିଳିବାର ଯୋଗ ଅଛି, ଧନ ବା ଅନ୍ୟ ମହଙ୍ଗା ଜିନିଷ ଧ୍ୟାନ ସହ ରଖନ୍ତୁ ନଚେତ ଚୋରୀ ହବାର ଖତରା ଦେଖିବାକୁ ପାଇବେ । ଆଜି ନିଜ ରହସ୍ୟମୟ କଥା ଗୁଡିକ କାହାକୁ କୁହନ୍ତୁ ନାହିଁ, ଆଜି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ, ଏବଂ ଆଜି ଆପଣଙ୍କୁ ସବୁ ଆଡୁ ସଫଳତା ପ୍ରାପ୍ତ ହବ । ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି ।
ମକର :
ଆଜି ବିଦ୍ୟାର୍ଥୀମାନଙ୍କୁ କମ ପରିଶ୍ରମ ଦ୍ଵାରା ଅଧିକ ସଫଳତା ଲାଭ ହବ, ପାରିବାରିକ ସମ୍ପର୍କ ଭଲ ରହିବ, ଆପଣ ଆଜି ପରିବାର ସହ ଛୁଟି ମନେଇବା ପାଇଁ ବାହାରୁକୁ ଯାଇ ପାରନ୍ତି ଯାହା ଦ୍ଵାରା ଆପଣ ବହୁତ ଆନନ୍ଦ ପାଇବେ । ଆଜି ଆର୍ଥିକ ଅସୁବିଧାର ନିବାରଣ ହବ, ସମୟ ଅନୁଯାଇ ଅଫିସ ଯାନ୍ତୁ ଏବଂ କାହାକୁ ଅଭିଯୋଗ କରିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।
କୁମ୍ଭ :
ଶିକ୍ଷା କ୍ଷେତ୍ର ରେ ଅସୁବିଧା ସାମ୍ନା କରିବାକୁ ପଡି ପାରେ, ସନ୍ତାନ ତରଫରୁ ଆପଣଙ୍କୁ କିଛି ଖୁସିଖବର ମିଳି ପାରେ । ଆଜି ଆପଣ ନିଜ ଯୋଜନା ଗୁପ୍ତ ରଖିବେ, ସାଙ୍ଗମାନଙ୍କ ସହ ଦେଖା ଆପଣଙ୍କୁ ସୁଖ ପ୍ରଦାନ କରିବ । କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ, ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ । ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ ।
ମୀନ :
ଆଜି ଆପଣ ସାମାଜିକ କାର୍ଯ୍ୟ ରେ ଭାଗ ନେଇ ପାରନ୍ତି, ଯାହା ଦ୍ଵାରା ଆପଣ ବାହାର ଦୁନିଆ ବିଷୟରେ ଅଧିକ ଜାଣିବାକୁ ପାଇବେ, କୌଣସି ଯୋଜନା କାମ ଆରମ୍ଭ ଆଗରୁ ଘର ଲୋକଙ୍କ ସହ ବସି ଏହା ବିଷୟରେ କଥା ହୁଅନ୍ତୁ ନଚେତ ଭଲ ଜାଗାରେ ଖରାପ ହୋଇ ପାରେ । ଆଜି ଆପଣଙ୍କ ମନ ବ୍ୟର୍ଥ କାମରେ ଅତ୍ୟଧିକ ରହିବ, ମହିଳାମାନେ ଆବଶ୍ୟକ ଜିନିଷ କିଣା କିଣି କରିବେ । ଆପଣଙ୍କ ପାଖରେ କିଛି ମହଙ୍ଗା ଜିନିଷ ହୋଇ ପାରେ, ଯାହା ଆପଣଙ୍କ ଜୀବନ ଶୈଳୀ ବଦଳି ଭଲ କରି ପାରେ ।