ଦୁନିଆ ରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ନିଜ ଟ୍ୟାଲେନ୍ଟ କୁ ଜାଣି ନାହାନ୍ତି, କେତେକ ଥର ଲୋକ ନିଜକୁ ନିଜେ ଅଣ୍ଡର ଏସ୍ଟିମେଟ କରି ଥାଆନ୍ତି କିନ୍ତୁ ସେ ସେହି କାମକୁ ବହୁତ ଭଲ ଭାବରେ କରି ପାରନ୍ତି ଓ କରିବା ପାଇଁ କ୍ଷମତା ରଖନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜ ବିଷୟରେ କିଛି ବିଶେଷ ଲକ୍ଷଣ ଜାଣି ପାରିବେ ।
ଯଦି ରାତିରେ ଡେରି ରେ ସୋଊଛନ୍ତି :
ଆପଣଙ୍କୁ ଶୁଣି ଅଜବ ଲାଗିବ କିନ୍ତୁ ଏହା ସତ ଅଟେ, ଯଦି ଆପଣ ରାତିରେ ଡେରି ରେ ସୋଉଛନ୍ତି ତେବେ ଏହାକୁ ନିଜ ଖରାପ ଅଭ୍ୟାସ ଭାବନ୍ତୁ ନାହିଁ ଏହା ଆପଣଙ୍କ ବୁଦ୍ଧିମାନ ହବାର ଲକ୍ଷଣ ଅଟେ । ଗୋଟେ ଅଧ୍ୟୟନ ଅନୁଯାଇ ପ୍ରାୟତଃ ଯେଉଁ ଲୋକ ରାତିରେ ଡେରି ରେ ସୁଅନ୍ତି ସେ ନେଟରେ କିଛି ନୂଆ ଶିଖିବା ପାଇଁ ଇଛୁକ ହୋଇ ଥାନ୍ତି ଯାହା ଦ୍ଵାରା ତାଙ୍କ ବୁଦ୍ଧି ବଢି ଥାଏ ।
ଯଦି ଆପଣ ଅଳସୁଆ ଅଛନ୍ତି :
ଯଦି ଆପଣଙ୍କୁ ବହୁତ ଅଳସୁଆ ଲାଗୁଛି ତେବେ ଏହା ଖରାପ ନୁହଁ ସାଇଣ୍ଟିଫିକ ରିଜନ ଦ୍ଵାରା ଏହା କୁହା ଯାଇଛି ଯେ ସାମାନ୍ୟ ମଣିଷ ତୁଳନା ରେ ଅଳସୁଆ ଲୋକ ଖାଇବା ପରେ ୨୦% ଅଧିକ କାମ କରି ଥାଏ ।
ଯଦି ଆପଣ ଅଧିକ ସୋଶିଅଲ ନାହାନ୍ତି :
ଆପଣଙ୍କୁ କହି ଦବାକୁ ଚାହୁଁଛୁ ଯେ ଯେଉଁ ଲୋକ ଅଧିକ ସୋଶିଅଲ ହୁଅନ୍ତି ନାହିଁ ବା ଅନ୍ୟ ଲୋକଙ୍କ ସହ ମିଶିବା ପାଇଁ ସମୟ ଲଗାନ୍ତି ସେହି ଭଳି ଲୋକ ବୁଦ୍ଧିମାନ ହୋଇ ଥାନ୍ତି । ଏହା ପଛରେ ବହୁତ ବଡ କାରଣ ହୋଇ ଥାଏ ସାମାନ୍ୟ ଲୋକଙ୍କ ତୁଳନା ରେ ଏହି ଭଳି ଲୋକ ବହୁତ ଭାବି ଚିନ୍ତି କାମ କରି ଥାନ୍ତି । ସୋଶିଅଲ ନହବା ଗୋଟେ ସମସ୍ୟା ଅଟେ କିନ୍ତୁ ଏହା ବୁଦ୍ଧିମାନ ଲୋକଙ୍କ ଲକ୍ଷଣ ମଧ୍ୟ ହୋଇ ଥାଏ ।
ନଖ ଖାଇବା ଅଭ୍ୟାସ :
ନଖ ଖାଇବା ଡକ୍ଟର ଅନୁଯାଇ ବହୁତ ଖରାପ ଓ ହାନିକାରକ ଅଭ୍ୟାସ ଅଟେ କିନ୍ତୁ ବୁଦ୍ଧିମାନ ଲକ୍ଷଣ ଅନୁଯାଇ ଏହା ବୁଦ୍ଧିମାନ ଲୋକ କରି ଥାନ୍ତି, ବୁଦ୍ଧିମାନ ଲୋକ ନଖ ସେତେବେଳେ ଖାଇ ଥାନ୍ତି ଯେତେବେଳେ ସେ କୌଣସି କଥା ଉପରେ ଘୋର ଭାବନା ରେ ବୁଡିକି ରୁହନ୍ତି ଓ ସମାଧାନ ଖୋଜିବାରେ ବ୍ୟସ୍ତ ରୁହନ୍ତି ।