ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଖେଇବାକୁ ଯାଉଛୁ ଯାହା ଦେଖିଲା ପରେ ଆପଣଙ୍କୁ ନିଜ ଆଖି ଉପରେ ଭରସା ହବନି ଏବଂ ଏହାକୁ ଆପଣ ଅସମ୍ଭବ କହିବେ । ଆଜି ଆମେ ଆପଣଙ୍କୁ ଅଷ୍ଟ୍ରେଲିଆର ଗୋଟେ ଆଇଲ୍ୟାଣ୍ଡ ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ଆପଣଙ୍କୁ ନିଜ ଆଖି ଉପରେ ଭରସା ହବନି । ଏଠାରେ ହଟାତ କିଛି ସମୟରେ ପୁରା ଆଇଲ୍ୟାଣ୍ଡ ନାଲି ରଙ୍ଗ ର ହୋଇ ଯାଏ । ତେବେ କଣ ଏହାର କାରଣ ଜାଣନ୍ତୁ ।
ଏହି ଆଇଲ୍ୟାଣ୍ଡ ନାଲି ରଙ୍ଗ ର ହୋଇ ଯାଏ କାହିଁକିନା ପ୍ରତି ବର୍ଷ ଏଠାରେ ୧୨କୋଟି ଠାରୁ ଅଧିକ କଙ୍କଡା ଜମା ହୋଇ ଥାନ୍ତି ଯାହା ପରେ ପୁରା ରାସ୍ତା କଙ୍କଡାମାନଙ୍କ ଦ୍ଵାରା ଭର୍ତି ହୋଇ ଯାଇ ଥାଏ ।
ଏହି କଙ୍କଡା ଗୁଡିକ ଜଙ୍ଗଲ, ମଣିଷମାନଙ୍କ ଘରେ, ବାର୍, ବସ ସ୍ଟପ, ରାସ୍ତା ସବୁ ଜାଗାରେ ଦେଖା ଯାଇ ଥାନ୍ତି । କିଛି ଲୋକ ଏହାକୁ କଙ୍କଡା ବର୍ଷା ମଧ୍ୟ କହି ଥାନ୍ତି, କୁହା ଯାଏ ଯେ ପ୍ରତି ବର୍ଷ ପ୍ରଜନନ ପାଇଁ ଏହି କଙ୍କଡା ଗୁଡିକ କ୍ରିସମସ ଦ୍ଵିପ ର ଗୋଟେ ଜାଗରୁ ଜଙ୍ଗଲର ଅନ୍ୟ ଜାଗା ଭାରତ ମହାସାଗର କୁ ଯାଇ ଥାଆନ୍ତି ।
ଏହି କାରଣ ପାଇଁ କଙ୍କଡା ଗୁଡିକ ସବୁ ଜାଗାରୁ ଯାଇ ଥାନ୍ତି, ଏବଂ କେତେକ ହଜାର ହଜାର କଙ୍କଡା ରାସ୍ତା ରେ ଆସୁଥିବା ଗାଡି ତଳେ ଆସି ମାରି ମଧ୍ୟ ଯାଆନ୍ତି । ୨୦୦୦ ଲୋକଙ୍କ ଏହି ଦ୍ଵିପ ୫୨ ବର୍ଗମିଲ ଏରିଆ ରେ ଅଛି ଏହି ସମୟରେ ବହୁତ ଦୂରରୁ ଲୋକ ଏହି ଜାଗା ଦେଖିବା ପାଇଁ ଆସି ଥାନ୍ତି । ଏମିତି କଙ୍କଡା ବର୍ଷା ଦେଖିବା ପାଇଁ ଲୋକ ବହୁତ ପସନ୍ଦ କରନ୍ତି । ତେବେ ଏମାନେ କାହାରୀକୁ କୌଣସି ଖ୍ଯାତି ପହଞ୍ଚାନ୍ତିନୀ ।
ଏମାନେ କେବଳ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାର ଲକ୍ଷ ନେଇ ବାହାରି ଯାନ୍ତି ଓ ଯିବା ବାଟରେ ସେମାନଙ୍କ ମଧ୍ୟରୁ କିଛି କଙ୍କଡା ମନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏମାନେ ଏତେ ଲାଲ ରଙ୍ଗର ଦେଖିବା ପାଇଁ ଯେ ଯେତେବେଳେ ଏମାନେ ଏକତ୍ର ଯାଉଥାନ୍ତି ତ ସବୁ ରାସ୍ତା ଓ ବାଲି ମଧ୍ୟ ପୁରା ନାଲି ଦେଖା ଯାଏ । ଏହା ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଲ୍ଲାଗେ ସେଥିପାଇଁ ଏହି ସମୟରେ ଏଠାରେ ବହୁତ ଲୋକ କଙ୍କଡା ବର୍ଷା ଦେଖିବାକୁ ଆସିଥାନ୍ତି ।