ଏହି ଲୋକ ପିନ୍ଧନ୍ତୁ ନାହିଁ ଚାନ୍ଦିର ମୁଦି, ନଚେତ ବିଗିଡିଯିବ ସବୁ କାମ

ଗୋଟେ ସ୍ତ୍ରୀ ଜୀବନ ରେ ସୁନା ଚାନ୍ଦି ବହୁତ ମହତ୍ଵପୂର୍ଣ ହୋଇଥାଏ, ଏମିତି ବହୁତ କମ ମହିଳା ଥିବେ ଯାହାକୁ ଗହଣା ଠାରୁ ପ୍ରେମ ନଥିବ । ସୁନା ଗହଣା ଯେମିତି ସ୍ତ୍ରୀମାନଙ୍କୁ ବହୁତ ପସନ୍ଦ ସେମିତି ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆପଣଙ୍କ ରାଶିକୁ ମଧ୍ୟ ବିଶେଷ କରି ଥାଏ । ତେବେ ଏହା ସମସ୍ତେ ଜାଣନ୍ତି ଯେ ସ୍ତ୍ରୀ ଜୀବନ ରେ ଗହଣା କେତେ ମୂଲ୍ୟବାନ ଅଟେ । ତେବେ ଆଜି ଆମେ ଆପଣଙ୍କୁ ଚାନ୍ଦି ମହତ୍ଵ ବିଷୟରେ କହିବୁ ।

ତେବେ ଆସନ୍ତୁ ଜାଣିବା ଚାନ୍ଦି ଆପଣଙ୍କ ଜୀବନ ରେ କଣ ଓ କେମିତି ମହତ୍ଵ ରଖି ଥାଏ ?

ଚାନ୍ଦି ମହତ୍ଵ :

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଚାନ୍ଦି ବିଶେଷ ସମ୍ବନ୍ଧ ଆପଣଙ୍କ ଚନ୍ଦ୍ରମା ଓ ଶୁକ୍ର ସହ ହୋଇଥାଏ, ମାନ୍ୟତା ଅନୁଯାଇ ଚାନ୍ଦି ନିର୍ମାଣ ଭଗବାନ ଶିବଙ୍କ ପବିତ୍ର ନେତ୍ରରୁ ହୋଇଥିଲା । ଭଗବାନ ଶିବଙ୍କ ନେତ୍ର ଦ୍ଵାରା ଉତପନ ଏହି ଚଣ୍ଡୀ ଧାରଣ କଲେ ଆପଣଙ୍କ ଜୀବନ ରେ ସବୁ ସୁଖମୟ ହବ, ସମ୍ପନ ହବ ଓ ବିଶେଷ କରି ସମୃଦ୍ଧି ପ୍ରଦାନ କରିବେ । ବାସ୍ତୁ ଅନୁଯାଇ ଯେଉଁ ଲୋକ ପାଖରେ ଚାନ୍ଦି ହୋଇଥାଏ ସେହି ଲୋକ ଜୀବନ ରେ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ । ବିଶେଷ କରି ଆପଣଙ୍କ ଘର ବୁଢା ଲୋକଙ୍କ ଦ୍ଵାରା ଦିୟା ଯାଇଥିବା କୌଣସି ଚାନ୍ଦି ଗହଣା ଯାହା ସେ ନିଜ ଇଛା ରେ ଆପଣଙ୍କୁ ଦେଇଥାନ୍ତି ।

ଏହି ଲୋକମାନେ ରୁହନ୍ତୁ ସାବଧାନ :

ଚାନ୍ଦି ବିଷୟରେ ଏତେ ବିଶେଷତା ଜାଣିଲା ପରେ ଆପଣଙ୍କ ମଧ୍ୟ ଇଛା ହାଉଥିବ ଯେ ଏବେ ଯାଇ ବଜାରରୁ ଚାନ୍ଦି କୌଣସି ଜିନିଷ କିଣି ନିଅନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସବୁ ଲୋକଙ୍କ ପାଇଁ ଶୁଭ ହୋଇ ନଥାଏ, ଚାନ୍ଦି ନପିନ୍ଧିବା ଲିଷ୍ଟ ରେ ସର୍ବପ୍ରଥମ ରାଶି ଆସେ କନ୍ୟା, ଧନୁ ଏବଂ ମେଷ ଏହି ରାଶି ଲୋକଙ୍କ ପାଇଁ ଚାନ୍ଦି ଶୁଭ ହୋଇ ନଥାଏ ।

 

ଏହି ୩ଟି ରାଶି ଲୋକଙ୍କୁ କେବେ ବି ଚାନ୍ଦି ମୁଦି ପିନ୍ଧିବା ଉଚିତ ନୁହ, ଏହି ରାଶି ଲୋକମାନେ ଯଦି ଚାନ୍ଦି ମୁଦି ପିନଧନତି ତେବେ ଭଲ କାମ ମଧ୍ୟ ଖରାପ ହୋଇଥାଏ । ଏହି ୩ଟି ରାଶି ଲୋକଙ୍କୁ ଛାଡି ଅନ୍ୟ ସବୁ ରାଶି ଲୋକ ବିନା କୌଣସି ଡରରେ ଚାନ୍ଦି ମୁଦି ପିନ୍ଧି ପାରିବେ ।

Leave a Reply

Your email address will not be published. Required fields are marked *