ସରକାର ଦେଇ ପାରନ୍ତି ୧ କୋଟି ଟଙ୍କା ଜିତିବାର ମୌକା, କେବଳ କରିବାକୁ ହବ ଏହି କାମ- ଜାଣନ୍ତୁ କଣ

କୌଣସି ଦୋକାନରୁ ଜିନିଷ କିଣିଲା ବେଳେ ପକା ବିଲ ଆଣିବା ଭୁଲନ୍ତୁ ନାହିଁ କାହିଁକିନା ଏହା ଦ୍ଵାରା ଆପଣ ଜିତି ପାରିବେ ଗୋଟେ କୋଟି ଟଙ୍କା । କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା କର ଉପରେ କୌଣସି ପ୍ରକାର ହେରା ଫେରି ଅଟକେଇବା ପାଇଁ ନିଜ ପାରୁପର୍ଯ୍ୟନ୍ତ ପରିଶ୍ରମ କରି ଚାଲିଛନ୍ତି ଓ ଏହି ପ୍ରୟାସ ରେ ନୂଆ ସ୍କିମ ମଧ୍ୟ ବାହାର କରିଛନ୍ତି ଯାହା ଯୋଜନା ଉପରେ କାମ ଚାଲିଛି ।

ଏହି ଯୋଜନା ଅନୁଯାଇ ୧ ଏପ୍ରିଲ ଠାରୁ ଏହି ଯୋଜନା ଲାଗୁ ହବ ଯାହା ଦ୍ଵାରା ପକା ବିଲ ଲକି ଡ୍ର ଭଳି ପକା ଯିବ ।

ଏହି ଲକି ଡ୍ର ବିଷୟରେ ଗୋଟେ ଅଧିକାରୀ କହିଛନ୍ତି ଓ ଏହା ଅନୁଯାଇ ସପିଙ୍ଗ କରୁଥିବା ଲୋକ ଗୋଟେ କୋଟି ଟଙ୍କା ମଧ୍ୟ ଜିତି ପାରିବ । ଏହି ସ୍କିମ ଦ୍ଵାରା ଲୋକଙ୍କୁ ପକା ବିଲ ନବାର ପ୍ରୋତ୍ସାହନ ମିଳିବ ଯାହା ଦ୍ଵାରା ଜିଏସଟି ଚୋରୀ ହବ ନାହିଁ ଯାହା ସରକାର ପାଇଁ ବହୁତ ବଡ ସାହାଜ୍ଯ ଅଟେ ।

ଗୋଟେ କୋଟି ଟଙ୍କା ଇନାମ :

ଗୋଟେ ସରକାରୀ ଅଧିକାରୀ ଗତ ମାସ ଏହା ଜଣେଇଥିଲେ ଯେ ଏହି ଲଟରି ସ୍କିମ ରେ ୧୦ ଲକ୍ଷ ଠାରୁ ଗୋଟେ କୋଟି ପର୍ଯ୍ୟନ୍ତ ଇନାମ ରଖା ଯାଇଛି । ଜିଏସଟି କାଉନ୍ସିଲ ନିଜ ଆସନ୍ତା ବୈଠକ ରେ ଏହାର ନିଷ୍ପତ୍ତି କରିବେ, ପରିଷଦ ଆସନ୍ତା ବୈଠକ ଆସନ୍ତା ୧୪ ମାର୍ଚ ରେ ରଖା ଯାଇଛି ।

କୌଣସି ଅମାଉଣ୍ଟ ର ପକା ରସିଦ ହବା ଦରକାର :

ଅଫିସର ଅନୁଯାଇ ପକା ବିଲ ଓ ଏମାଉଣ୍ଟ ଦ୍ଵାରା ଆପଣ ଏହି ଲଟରି ଜିତି ପାରିବେ, ଏହାର ଅର୍ଥ ଲେନଦେନ ସଠିକ ହିସାବ ଆପଣଙ୍କ ପାଖରେ ରହିବା ଯାହା ଦ୍ଵାରା ସରକାର ମଧ୍ୟ ସାହାଜ୍ଯ ପ୍ରାପ୍ତ କରିବେ । ଏହି ଲଟରି ସ୍କିମ ରେ ସର୍ବପ୍ରଥମ ଲଟରି ଜିତୁ ଥିବା ଲୋକକୁ ବଡ ଇନାମ ଦିଆ ଜୀବ ବୋଲି କୁହା ଯାଉଛି ଏହା ଛଡା ଷ୍ଟେଟ ଲେବଲ ରେ ଦୁଇଟିଆ ଓ ତୃତୀୟ ଲୋକଙ୍କୁ ବିଜେତା ସୁନିଶ୍ଚିତ କରା ଜୀବ ।

ସରକାର କେଉଁ ଠାରୁ ଦେବେ ଟଙ୍କା : ସରକାର ଯେଉଁ ଲୋକକୁ ଭୁଲ କାମ ରେ ଧରିବ ସେହି ଲୋକଙ୍କ ଠାରୁ ଜୁରମାନ ଆଦାୟ ହବ ଯାହା ଇନାମ ଭଳି ଲୋକଙ୍କୁ ଦିଆଯିବ ।

Leave a Reply

Your email address will not be published. Required fields are marked *