ଏମାନେ ହେଉଛନ୍ତି ଇଣ୍ଡଷ୍ଟ୍ରୀର ସବୁଠୁ ନିଶାସକ୍ତ ତାରକା, ଜଣଙ୍କର ସ୍ଵାମୀ ତ କରେ ବଲୀଉଡରେ ରାଜ

ବଲୀଉଡ ଦୁନିଆ ବାହାରୁ ଯେତେ ସଫା ସୁତୁରା ଓ ଚମକୁଥାଏ ସେତେ ସଫା ଭୀତୁରୁ ନଥାଏ କାସଟିଙ୍ଗ କାଉଚ, ଡ୍ରଗ ଏଡିକସନ ଭଳି ଖରାପ ଜିନିଷ ଦ୍ଵାରା ବଲୀଉଡ ଦୁନିଆ ରହିଥାଏ । ଡ୍ରଗ ଏଡିକସନ ବଲୀଉଡ ଦୁନିୟାର ଗୋଟେ ଭାଗ ହୋଇ ଯାଇଛି, ବଲୀଉଡ ଦୁନିଆରେ ଏମିତି କେତେ କଳାକାର ଅଛନ୍ତି ଯିଏ ଏହି ଡ୍ରଗ ଦ୍ଵାରା ପୀଡିତ ଅଛନ୍ତି ବା ଶିକାର ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଅଭିନେତା ବା ଅଭିନେତ୍ରୀଙ୍କ ନା ଯିଏ ଡ୍ରଗ ଏଡିକସନ ଦ୍ଵାରା ପୀଡିତ ଅଛନ୍ତି ଓ ଏହି କାରଣ ପାଇଁ ଚର୍ଚା ର ବିଷୟ ହୋଇଥାନ୍ତି ।

ସଞ୍ଜୟ ଦତ୍ତ ଯାହାକୁ ଦର୍ଶକମାନେ ସଞ୍ଜୁ ବାବା ନା ରେ ଜାଣିଛନ୍ତି ସେ ସ୍କୁଲ ରୁ ଡ୍ରଗ ନବା ଆରମ୍ଭ କରିଥିଲେ ।

୧୯୮୧ରେ ସଞ୍ଜୁ ବାବାଙ୍କ ମାଁ ନର୍ଗିସଙ୍କ ମୃତ୍ୟୁ ହୋଇଥିଲା ଯାହା ପରେ ସେ ନିଜକୁ ନିଶା ରେ ଏମିତି ବୁଡେଇ ଦେଇଥିଲେ ଯେ ତାଙ୍କୁ ଏହା ପାଇଁ ଜେଲ ମଧ୍ୟ ହୋଇଥିଲା । ଦ୍ରଗ୍ସ ରଖିବା କେସ ରେ ତାଙ୍କୁ ୧୯୮୨ରେ ୫ ମାସ ପାଇଁ ଜେଲ ହୋଇଥିଲା । ସଞ୍ଜୟ ଦତ୍ତ ପାଇଁ ମଦ ଏମିତି ଗୋଟେ ଅଭ୍ଯାସ ହୋଇ ଯାଇଥିଲା ଯାହା ବିନା ତାଙ୍କ ଜୀବନ ରେ କିଛି ନଥିଲା । ମଦ ଓ ନିଶା ଜିନିଷ ଠାରୁ ମୁକ୍ତି ପାଇବା ପାଇଁ ସଞ୍ଜୟ ଦତ୍ତ ୧୯୮୫ ରେ ‘ଜାଣ କି ବାଜି’ଚଳଚିତ୍ର ଦ୍ଵାରା ବଲୀଉଡ ଜଗତ ରେ ଫେରିଥିଲେ ।

ଆଜିକା ସମୟରେ ରଣବିର କପୁର ଆଲୟା ଭଟ ସହ ବିବାହ ପାଇଁ ଚର୍ଚା ର ବିଷୟ ହୋଇଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ରଣବିର ମଧ୍ୟ ଡ୍ରଗ ନବା ପାଇଁ ଚର୍ଚା ରେ ଥିଲେ ସେ ମଧ୍ୟ ଡ୍ରଗ ନଉଥିଲେ । କିନ୍ତୁ ଏବେ ସେ ଏହି ଖରାପ ଅଭ୍ୟାସ ଠାରୁ ମୁକ୍ତି ପାଇ ଯାଇଛନ୍ତି । ବଲୀଉଡ ଅଭିନେତା ଫରଦିନ ଖାନ ନିଜ ଚଳଚିତ୍ର ପାଇଁ ଅଧିକ ପ୍ରସିଦ୍ଧ ନଥିଲେ କିନ୍ତୁ ତାଙ୍କ ନିଜି ଜୀବନ ସବୁବେଳେ ଚର୍ଚା ର ବିଷୟ ରହୁଥିଲା । କୁହା ଯାଏ ଯେ ଫରଦିନ ଖାନ ଡ୍ରଗ୍ସ ଏତେ ନଉଥିଲେ ଯେ ତାଙ୍କୁ ଡିଟୋକ୍ସିଫିକେସନ କରିବାକୁ ପଡୁଥିଲା ।

ମନୀଷା କୋଇରାଲ ତାଙ୍କ ଜୀବନ ମଧ୍ୟ ଡ୍ରଗ୍ସ, ସ୍ମୋକିଙ୍ଗ ଓ ମଦ ସେବନ ଦ୍ଵାରା ସମାପ୍ତ ହୋଇ ଗଲା । ବଲୀଉଡ ରେ ସଫଳତା ପ୍ରାପ୍ତ କଲା ପରେ ମନୀଷା ଡ୍ରଗ୍ସ ଏତେ ନବା ଆରମ୍ଭ କଲେ ଯେ ଏହା ଦ୍ଵାରା ତାଙ୍କ ଓଜନ ମଧ୍ୟ ବଢି ଗଲା କିନ୍ତୁ ନିଜ କ୍ୟାନ୍ସର ରୋଗ ବିଷୟରେ ଜାଣିଲା ପରେ ମନୀଷା ସବୁ ପ୍ରକାର ନିଶା ବନ୍ଦ କରି ଦେଇଛନ୍ତି । ମୋଷ୍ଟ ହ୍ୟାନ୍ଡସମ ହ୍ରିତିକ ଙ୍କ ସ୍ତ୍ରୀ ସୁଜେନ ମଧ୍ୟ ବହୁତ ଡ୍ରଗ୍ସ ନିଅନ୍ତି, ଏମିତି ବି ଖବର ଆସିଥିଲା କି ଏହି କାରଣ ପାଇଁ ସେମାନଙ୍କର ଡିଭୋର୍ସ ହୋଇଥିଲା ।

Leave a Reply

Your email address will not be published. Required fields are marked *