ବହୁତ ଚମତ୍କାରୀ ଅଟେ ଏହି ମନ୍ଦିର, ପାଦ ରଖିବେ ତ ହୋଇଯିବ ସବୁ ମନସ୍କାମନା ପୂର୍ଣ୍ଣ

ଦେଶରେ ଅଗ୍ରିଣୀ ହନୁମାନ ମନ୍ଦିରଙ୍କ ଭିତରୁ ଗୋଟେ ପଟନାରେ ମହାବୀର ମନୋକାମ୍ନା ମନ୍ଦିର ବୋଲି କୁହାଯାଏ, ଯେଉଁଠି ହନୁମାନଙ୍କ ଯୁଗ୍ମ ପ୍ରତିମା ଅଛି, ପାଟନା ରେଲୱେ ଷ୍ଟେସନର ନିକଟ ସ୍ଥିତ ମହାବୀରଙ୍କ ମନ୍ଦିର ଦେଶରେ ଅଗ୍ରଣୀ ହନୁମାନ ମନ୍ଦିରଙ୍କ ଭିତରୁ ଗୋଟେ । ଏହି ମନ୍ଦିରର ଖ୍ୟାତି ଦେଶ ବିଦେଶରୁ ମନୋକାମ୍ନା ମନ୍ଦୀର ରୁପରେ ଅଟେ । ଯେଉଁଠି ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ । ଏହି ମନ୍ଦିରରେ ରାମଭକ୍ତ ହନୁମାନଙ୍କ ଯୁଗ୍ମ ପ୍ରତିମାୟେ ଗୋଟେ ସାଥେ ଅଛନ୍ତି। ପ୍ରଥମ ପରିତ୍ରଣୀୟ ସାଧୁନାମ ଯାହାର ଅର୍ଥ ଅଟେ ଭଲ ବ୍ୟକ୍ତି ମାନଙ୍କ ସୁରକ୍ଷା ପାଇଁ ଓ ଦୁତିୟ ବିନାଶାୟ ଚ ଦୂର୍ଷ୍କୁତାମ ଯାହାର ଅର୍ଥ ହେଉଛି ଦୁଷ୍ଟ ବ୍ୟକ୍ତି ମାନଙ୍କ ପାଇଁ ଅନିଷ୍ଟ ଦୁର କରିବା ।

ଏହା ହିନ୍ଦୁମାନଙ୍କ ଆଶ୍ତାର ସବୁଠୁ ବଡ଼ କେନ୍ଦ୍ର ବୋଲି କୁହାଯାଏ । ଏହି ମନ୍ଦିରରେ ସବୁ ବର୍ଷ ଲକ୍ଷାଧିକ ଖିଦ୍ରାଳୁ ହନୁମାନଙ୍କ ଜୀଙ୍କ ପୂଜା ଅର୍ଚ୍ଚନା କରିବାକୁ ଆସିଥାନ୍ତି । ଏହା ଉତ୍ତର ଭାରତର ସବୁଠୁ ପ୍ରଦିନ୍ଦ ମନ୍ଦିର ବୋଲି ଜଣାଯାଏ । ମହାବୀର ମନ୍ଦିରର କ୍ଷେତ୍ରଫଳ କମସେ କମ 10 ହଜାର ବର୍ଗ ଫୁଟ ଅଟେ ।

ମନ୍ଦିର ପରିସରରେ ଅଙ୍ଗତୁର୍କୀ ଓ ଭକ୍ତଙ୍କ ସବୁ ଜରୁରୀ ଆବଶ୍ୟକତା ଯୋଗାଇ ଦିଆଯାଇଛି । ମନ୍ଦିର ପରିସରରେ ପ୍ରବେଶ କରିବା ପାଇଁ  ବାମପଟ ଦିଗରେ ଗୋଟେ ଚବୁତରରେ ପାହାଚ ଖୋଲିଥାୟେ । ଯିଏ ଗର୍ଭ ଗୃହ ଆଡକୁ ଯାଇଥାଏ । ମନ୍ଦିରର ପ୍ରଥମ ତାଲାରେ ଦେବତା ମାନଙ୍କର ଚାରୋଟି ଗର୍ଭଗୃହ ଅଛି ଏହା ମଧ୍ୟରୁ ଗୋଟେ ଭଗବାନ ରାମଙ୍କ ଅଛି ।ଯେଉଁଟି ଏହାର ଆରମ୍ଭ ହୋଇଥାଏ ।

ରାମ ମନ୍ଦିର ପାଖରେ ଭଗବାନ କୃଷ୍ଣଙ୍କ ଚିତ୍ର ଅଙ୍କା ଯାଇଛି ,ଯେଉଁଥିରେ ଅର୍ଜୁନଙ୍କୁ ଧର୍ମ ଉପଦେଶ ଦେଉଛନ୍ତି । ଏହାପରେ ଦେବୀ ଦୁର୍ଗାଙ୍କ ମନ୍ଦିର ଅଛି ,ଏହାପରେ ଭଗବାନ ଶିବ ,ମା ପାର୍ବତୀ ଓ ନନ୍ଦୀ ପବିତ୍ର ବେଲର ମୂର୍ତ୍ତିସବୁ ଅଛି ଯାହା ପୁଅ ମାନଙ୍କର କଟ ଘେରରେ ରଖା ଯାଇଛି । କାଠର ଘେରରେ ଶିବଙ୍କ ଜ୍ୟୋତିର୍ଲିଙ୍ଗଙ୍କୁ ସ୍ଥାପିତ କରା ଯାଇଛି । ଏହି ତାଲାରେ ଅସ୍ଥାୟୀ ରାମ ସେତୁ ମଧ୍ୟ ରହିଛି । ଏହି ସେତୁକୁ କାଚର ଏକ ପାତ୍ରରେ ରକ୍ଷା ଯାଇଛି, ଯାହାର ଓଜନ ପାଖାପାଖି ୧୫ କିଲୋ ହେବ । ଯେଉଁଭଳି ରାମ ସେତୁର ପଥର ସମୁଦ୍ରରେ ପହଁରୁ ଥିଲେ ସେହିଭଳି ରାମସେତୁର ଖଣ୍ଡ ମଧ୍ୟ ଏଠି ପାଣିରେ ଭାସୁଛି ।

Leave a Reply

Your email address will not be published. Required fields are marked *