ପୁରୁଷମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ଏହି ଛୋଟ ଜିନିଷ, ଆଜିଠୁ ହିଁ କରନ୍ତୁ ସେବନ

ଏହି ଲକ ଡାଉନରେ ଆପଣ ମଧ୍ୟ ନିଜ ଶରୀରର ଧ୍ୟାନ ନିଶ୍ଚୟ ରଖନ୍ତୁ କାହିଁକି ନା ରୋଗରୁ ଓ ଇନଫେକସନ ରୁ ଲଢ଼ିବା ପାଇଁ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହେବା ଜରୁରୀ ଅଟେ। ମିଶ୍ରିକୁ ଆଖୁ ରସରୁ ଓ ତାଡିର ଗଛର ରସରୁ ବନା ଯାଇଥାଏ । ଏହାକୁ ଖାଇବା ଦ୍ଵାରା ଭିଟାମିନ, ଖାନିଜ ଓ ଏମିନୋ ଏସିଡ ଭଳି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ଶରୀରକୁ ମିଳିଥାଏ । ଏଥିରେ ଭିଟାମିନ ବି12 ବହତ୍ ଭଲ ମାତ୍ରାରେ ଭରପୁର ଥାଏ । ତେବେ ଚାଲନ୍ତୁ ଜାଣିବା ଖାଇବା ଖାଇଲାପରେ ଏହାକୁ ଖାଇଲେ କଣ କଣ ଫାଇଦା ହୋଇଥାଏ ।

1.ଯଦି ଶରୀରରେ ହିମୋଗ୍ଲୋବିନର ଲେବେଲ କମ ହୋଇଯାଏ ତେବେ ଶରୀରରେ ରକ୍ତର ଅଭାବ ହେବାକୁ ଲାଗେ । ଓ ସାଥିରେ ତା ସହିତ ଶରୀରରେ କମଜୋରି ହେବାକୁ ଲାଗିଥାଏ । ଏହା ହେବା ଦ୍ଵାରା ମିଶ୍ରିର ସେବନ କରିବା ଦ୍ୱାରା ବହୁତ ହିଁ ଲାଭଦାୟକ ହୋଇଥାଏ । କାହିକିଁ ନା ଏଥିରୁ ଶରୀରରେ ରକ୍ତର ଅଭାବ ଦୁର ହୋଇଯାଇ ଥାଏ । ଏବଂ ବ୍ଲଡ଼ର ସର୍କୁଲେସନ ବି ଠିକ ଠାକ ହୋଇଥାଏ ।

2.ଖାଇବା ଖାଇଲାପରେ ସୈଫ ଓ ମିଶ୍ରିକୁ ମିଶାଇ ପିଇଲେ ହଜମ ପ୍ରକ୍ରିୟା ଠିକ ରହିଥାଏ ।ଓ ଖାଇବା ଠିକ ଭାବରେ ପଚି ଯାଇଥାଏ । ଓ ଏହାକୁ ଖାଇବା ଦ୍ଵାରା ପେଟରୁ ଯୋଡ଼ା କେତେ ସମସ୍ୟାରୁ ମଧ୍ୟ ଦୁର ହୋଇ ଯାଇଥାଏ ।

3.ପ୍ରତିଦିନ ମିଶ୍ରି ଖାଇବା ଦ୍ବାରା ଗଳାରେ ଥିବା କେତେ ପ୍ରକାରର ସମସ୍ୟା ଦୂର ହୋଇ ଯାଇଥାଏ । ଏବଂ ତା ସହିତ ଏହାକୁ ଖାଇଲେ ଗଳା ସଫା ମଧ୍ୟ ହୋଇଥାଏ । ଏହାଛଡା ଗଳାର  ହେଉଥିବା ଖରାଶ ମଧ୍ୟ ଦୁର ହୋଇଥାଏ ସେଥିପାଇଁ ଥଣ୍ଡହେଲେ ମିଶ୍ରି ଖାଇଲେ ଲାଭଦାୟକ ହୋଇଥାଏ ।

4.ଖାଇବା ଖାଇଲାପରେ ମିଶ୍ରି ଖାଇଲେ ଶରୀରରେ ଏନର୍ଜି ବଢ଼ିଥାଏ । ସେଥିପାଇଁ ଏହାର ସେବନ କରିବା ଦ୍ଵାରା ଶରୀରରୁ କମଜୋରପଣ ଦୁର ହୋଇଥାଏ । ଏହା ସହିତ ହିଁ ଶରୀରରୁ ଅଳସୁଆପଣ ଦୁର ହୋଇଥାଏ ଓ ଶରୀରକୁ ଆକ୍ଟିବ ରଖିଥାଏ । ସେଥିପାଇଁ ମିଶ୍ରିର ସେବନ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ । ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ସାହରେ ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *