ଦେଖିବା ଆପଣ କେତେ ବୁଦ୍ଧିମାନ- ଏହି ୮ଟି ପଜଲର ସମାଧାନ କରିକି ଦେଖାନ୍ତୁ, ୯୯% ଲୋକ ଫେଲ୍

ଆଜିକାଲିର ଆଧୁନିକ ଯୁଗରେ ସୋସିଆଲ ମିଡିଆର ଚାହିଦା ଅଧିକ ରହିଛି । ଲୋକମାନେ ନିଜର ଦୈନଦିନ ଘଟଣା ଠାରୁ ଆରମ୍ଭ କରି ଫଟୋ, ଭିଡିଓ ଓ ଗେମ ଇତ୍ୟାଦି ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ସୋସିଆଲ ମିଡିଆ ମନୋରଞ୍ଜନର ମାଧ୍ୟମ ହେଇ ସାରିଲାଣି । ଏଥିରେ ପଜଲ ଖେଳିବା ମଧ୍ୟ ଏକ ପ୍ରକାରର ମନୋରଞ୍ଜନ । ତେବେ ଏହାକୁ ଆପଣ ଯେତେ ସହଜ ଗେମ ଭାବୁଥାନ୍ତି ଏହା ଏତେ ସହଜ ହେଇନଥାଏ ।

ଏହି ଗେମରେ ଆଚ୍ଛା ଆଚ୍ଛା ଲୋକ ମଧ୍ୟ ହାର ମାନିଯାନ୍ତି । ତେବେ ଆଜି ଆମେ ଆପଣଙ୍କ ସହ ଏମିତି ଏକ ପଜଲ ଗେମ ଖେଳିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ୮ଟି ଫଟୋ ଦେଖାଇବୁ ଏବଂ ଦେଖିବୁ ଆପଣ କେତେ ବୁଦ୍ଧିମାନ, ଏହି ଫଟୋରେ ଥିବା ରହସ୍ୟକୁ ଖୋଜି ପାରୁଛନ୍ତି ନା ନାହିଁ ।

1.       ଏହି ଫଟୋରେ ଥିବା ଶୁଖିଲା ଗଛଟିକୁ ଦେଖନ୍ତୁ । କୁହନ୍ତୁ ଏହି ଫଟୋରେ କେତୋଟି ଚେହେରା ଦେଖା ଯାଉଛି । ଯଦି ଆପଣ ଏଥିରେ ୧୦ଟି ଚେହେରା ଦେଖିପାରୁଛନ୍ତି ତେବେ ଆମେ ଆପଣଙ୍କୁ ବୁଦ୍ଧିମାନ ବୋଲି ମାନିନେବୁ ।

2.       କୁହାଯାଏ ପ୍ରକୃତି ଠାରୁ ବଡ ଚିତ୍ରାକାର କେହିନୁହଁ । ତେବେ ଦେଖନ୍ତୁ ଏହି ଫଟୋକୁ ଏବଂ ଏଥିରେ କେତୋଟି ଚେହେରା ଲୁଚି ରହିଛି ଖୋଜି ବାହାର କରନ୍ତୁ । ମୋତେ ତ ୭ଟି ଦେଖା ଯାଉଛି । ଆଉ ଆପଣଙ୍କୁ ?

3.       ଜଣେ ପ୍ରକୃତ ଚିତ୍ରାକାର ତାର ଫଟୋକୁ ଜୀବନ୍ତ କରିଦେଇଥାଏ ନିଜର କଳା ବଳରେ । ଏହିପରି ଏହି ଚିତ୍ରରେ ଜଣେ ଚିତ୍ରାକାର ଗୋଟେ ବଡ ଚେହେରା ବନେଇଛି କିନ୍ତୁ କଣ ଆପଣ କହିପାରିବେ ଏହି ଚିତ୍ରମଧ୍ୟରେ କେତୋଟି ଚେହେରା ଲୁଚି ରହିଛି ?

4.       ଏହି ଚିତ୍ରରେ ବଲିଉଡର କିଛି ନାମୀଦାମୀ ଚେହେରା ଲୁଚି ରହିଛି । କେହି ୩ କହୁଥିଲାବେଳେ କେହି ୪ କହୁଛନ୍ତି । ଆପଣଙ୍କ ନଜରରେ କେତୋଟି ଅଛି ?


5.       ଏହି ଚିତ୍ରରେ ଆପଣଙ୍କୁ ଗୋଟେ ହାତୀ ଦେଖାଯାଉଥିବ, କିନ୍ତୁ ଧ୍ୟାନ ଦେଇ ଦେଖନ୍ତୁ ଏଥିରେ କେତୋଟି ପଶୁ ଅଛନ୍ତି ।


6.       କଣ ଆପଣ ପ୍ରକୃତିର ଏଇ ସୁନ୍ଦର ଚିତ୍ରରେ କେତୋଟି ଚେହେରା ଲୁଚି ରହିଛି କହିପାରିବେ ?

7.       ଏହି ଫଟୋରେ ଅନେକ ଜିନିଷ ଏକା ସାଙ୍ଗରେ ଅଛି । ଯଦି ଆପଣ ବୁଦ୍ଧିମାନ ତେବେ ଆପଣଙ୍କୁ ଏଗୁଡିକ ବିଷୟରେ କହିବାକୁ ପଡିବ ।


8.       ଏହି ଚିତ୍ରରେ ଅନେକ ଗୁଡିଏ କଫି ମଞ୍ଜି ରହିଛି । କିନ୍ତୁ ଆପଣଙ୍କୁ ଏଥିମଧ୍ୟରେ ଲୁଚି ରହିଥିବା ଚେହେରାକୁ ଖୋଜିବାକୁ ପଡିବ ।

9.       ଆପଣଙ୍କୁ ଏହି ଫଟୋରେ ଥିବା ଅଫିସ ରେ କେହି କର୍ମଚାରୀ ନଥିବା ପରି ଲାଗୁଥିବ । କିନ୍ତୁ ଏଥିରେ ଅନେକ ଲୋକ ବଶୀଛନ୍ତି । କଣ ଆପଣ ସେମାନଙ୍କୁ ଖୋଜି ପାରିବେ ?

Leave a Reply

Your email address will not be published. Required fields are marked *