ଯେତେବେଳେ ଏହି ଛୁଆମାନେ ସାପକୁ ରସି ଭାବି ଖେଳିଲେ, ତା ପରେ ଯାହା ହେଲା- ଦେଖନ୍ତୁ ଭିଡିଓ

ଆଜିକାଲି ସୋଶିଆଲ ମିଡିଆ ରେ ଗୋଟେ ଭିଡିଓ ଭାୟରଲ ହେଉଛି, ଯାହା ଦେଖି ଆପଣଙ୍କ ରୁମ ଟାଙ୍କୁରି ଯିବ । ଏହି ଭିଡିଓ ରେ ଛୁଆ ମଲା ସାପ ସହ ଖେଳୁଛନ୍ତି, ଏହି ଭିଡିଓ ଭିଏତନାମ ର ଅଟେ । ଭିଏତନାମ ଗୋଟେ ଏମିତିକା ଦେଶ ଯେଉଁଠି ଘରେ ଘରେ କେତେ ପ୍ରକାର ସାପ ଦେଖିବାକୁ ମିଳିଥାଏ, ଏହି ଘରେ ପସୁଥିବା ସାପଙ୍କ ମଧ୍ୟ ରେ କିଛି ସାପ ବହୁତ ବିଷାକ୍ତ ମଧ୍ୟ ହୋଇ ଥାନ୍ତି ।

ସାପ ବଞ୍ଚି ଥାଉ ବା ମରି ଥାଉ ଲୋକଙ୍କ ମନରେ ସବୁବେଳେ ସାପ ପାଇଁ ଭୟ ରୁହେ କିନ୍ତୁ ଏହି ଛୁଆଙ୍କୁ ଦେଖି ଲାଗୁନି ଯେ ସେ ଏହି ସାପ ଠାରୁ ଡରୁଛନ୍ତି ।

ଏହି ଭାୟରଲ ଭିଡିଓ ରେ ୧.୫ମିଲିୟନ ରୁ ଅଧିକ ଭ୍ୟୁଜ ମିଳି ଅଛି, ୨୭ସେକେଣ୍ଡ ଏହି ଭିଡିଓ କୁ ୟୁଟୁବ ରେ କ୍ରାଫୁ ଟିବି ରେ ୧୪ନଭମ୍ବର ଦିନ ଶେୟର କରା ଯାଇ ଥିଲା । ଏହି ଭିଡିଓ ରେ ଆପଣ ଦେଖି ପାରନ୍ତି ଛୁଆମାନେ ମଲା ସାପକୁ ହାତରେ ଧରି କେମିତି ପବନ ରେ ଘୂରାଉଛନ୍ତି ।

ଛୁଆ ଏହି ମଲା ସାପ ସହ ଖେଳୁଛନ୍ତି, ଆପଣ ଏହି ଭିଡିଓ ଦେଖି ଜାଣି ପାରୁଥିବେ ଏହା କେତେ ଭୟଙ୍କର କାମ । ଭାୟରଲ ହେଉଥିବା ଏହି ଭିଡିଓ ଉପରେ ଟ୍ବିଟର ରେ ବହୁତ ଆଲୋଚନା ହେଉଛି । ଭିୟତନାମ ସରକାର ଏହି ଭିଡିଓ ଉପରେ କଡା ପଦକ୍ଷପ ନେବା ପାଇଁ କହିଛନ୍ତି, ଏ ପର୍ଯ୍ୟନ୍ତ ଏହା ଜଣା ପଡି ନାହିଁ କି ସାପକୁ କିଏ ମାଇଲା ଓ ଏହି ଭିଡିଓ କିଏ ରେକର୍ଡ କଲା ।

ତେବେ ଏହି ଭିଡିଓ ଦେଖି ଆମକୁ ତ ବହୁତ ଦର ଲାଗିଲା ଆଉ ଆପଣଙ୍କୁ ? ଏହି ଭିଡିଓ ଉପରେ ଆପଣଙ୍କ ମତାମତ କଣ ନିଶ୍ଚୟ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ଟି ଭଲ ଲାଗିଥିଲେ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *