ବହୁତ ସାମୟରେ ଆମେ ଦେଖିଚେ କି ଲୋକମାନେ କୌଣସି ଫଙ୍କଶନକୁ ଯାଇଥାନ୍ତି ବା କୌଣସି ଜାଗାକୁ ବୁଲିବାକୁ ଯାଆନ୍ତୁ ସେଠାରେ ବହୁତ ସାରା ଫଟୋ ଉଠାଇ ଥାନ୍ତି ଏବଂ ତାହା ପରେ ତାକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରିଦେଇଥାନ୍ତି । କିନ୍ତୁ ବହୁତ ଥର ଏହା ହୋଇଥାଏ କି ସେହି ଫଟୋରେ ଆମେ ନିଜକୁ ଖୋଜିଥାଉ ଏବଂ କେତେଥର ଏମିତି ହୋଇଥାଏ କି କୌଣସି ଆଲବମରେ ଏତେ ଭଲ ଫଟୋ ମିଳିଯାଇଥାଏ କି ପଚାରନ୍ତୁ ନାହିଁ ।
କିନ୍ତୁ କିଛି ଫଟୋ ଏମିତି ବି ହୋଇଥାଏ ଯେଉଁଥିରେ କି ଶରୀର ଲୁଚିଯାଇଥାଏ ଆଉ କେତବେଳେ ପାଦ ,ଏହାର ମାନେ ଆପଣ ଠିକ ବୁଝିପାରୁ ଥିବେ କି ଏହି ପ୍ରକାରର ଫଟୋ ଦେଖିବାକୁ କେତେ ମଜା ଲାଗିଥାଏ ।
ଆଜି ଯେଉଁ ଲେଖା ଆମେ ଆପଣଙ୍କ ପାଇଁ ଆଣି ଆସିଛୁ ତାହା କିଛି ଏଥିରେ ସମ୍ବନ୍ଧିତ । ଆଜି ଆମେ ଆପଣଙ୍କୁ କିଛି ଏମିତି ଫଟୋ ଦେଖାଇବାକୁ ଯାଉଛୁ ଯାହା ଭିତରୁ ପାନନକୁ ଭୁଲ ଖୋଜିବାକୁ ହେବ ଏବଂ ଖାସ କଥା ଏହା କି ଏବେ ପର୍ଯ୍ୟନ୍ତ ଏହି ପ୍ରଥମ କୁ କେତେକ ଠିକ କରି ପାରିଛନ୍ତି । କିଛି ଲୋକ ନିଜ ଜ୍ଞାନକୁ ନେଇ ବହୁତ ଗର୍ବ କରିଥାନ୍ତି କିନ୍ତୁ ଏହି ଦୁନିଆରେ କେହି ଏମିତି ନାହାଁନ୍ତି ଯିଏ ସବୁ ସମସ୍ୟାରୁ ବାହାରି ପାରିବେ ।
ପ୍ରଥମ ଫଟୋ
ଆଜି ଆମେ ଆପଣଙ୍କ ସାମ୍ନାକୁ କିଛି ଏମିତି ଫଟୋ ଆଣିଛୁ ଯାହା କି ସତରେ ମୁଣ୍ଡ ବୁଲାଇଦେବା ଭଳି ଅଟେ ଏବଂ ଏହି ଫଟୋକୁ ଟିକେ ଧ୍ୟାନରେ ଦେଖିବେ କି କେତେଲୋକ ଏହାର ଠିକ ଉତ୍ତର ଦେଇପାରୁଛନ୍ତି ।
ଦ୍ଵିତୀୟ ଫଟୋ
ଏହି ଫଟୋରେ ଆପଣଙ୍କୁ କଣ ଦେଖାଯାଉଛି କେବଳ ସ୍ପାଟ କିନ୍ତୁ ଆପଣ ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ଏଥିରେ କୁକୁର ଉପରେ ଏକ ବିଲେଇ ବସିଛି ଆପଣ ହେଇଗଲେ ନା କନଫିଉଜ ।
ତୃତୀୟ ଫଟୋ
ଏହି ଫଟୋରେ ଆପଣଙ୍କୁ ଲାଗୁଥିବ କି ପୁରୁଷ ମହିଳା ପ୍ୟାଣ୍ଟ ରେ ହାତ ପୁରାଇଛି କିନ୍ତୁ ଆପଣ ଟିକେ ଧ୍ୟାନରେ ଦେଖିବେ ତ ଜାଣିପାରିବେ କି ଏହି ଫଟୋରେ ପୁରୁଷର ହାତ ମହିଳାର ଆଗରେ ଅଛି ।
ଚତୁର୍ଥ ଫଟୋ
ଏହି ଫଟୋରେ ଆପଣଙ୍କୁ ଲାଗୁଥିବା କି ଏଠାରେ ଠିଆ ହୋଇଥିବା ଲୋକ ଝିଅ ନା ପୁଅ ଆପଣଙ୍କୁ କହୁଛୁ କି ଏହାର ଉତ୍ତର ଆପଣ ନିଜେ ଖୋଜି ପାରିବେ ବାସ ଖାଲି ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ।
ପଞ୍ଚମ ଫଟୋ
ଏହି ଫଟୋକୁ ଟିକେ ଭଲରେ ଦେଖନ୍ତୁ ତିଆରି କରିଥିବା ଲୋକ ଟି ବହୁତ ସୁନ୍ଦର ଚିତ୍ର କରିଛି । ଏହାକୁ ଧ୍ୟାନର ସହିତ ଦେଖିଲେ ଜାଣିପାରିବେ କି ଏଠାରେ ୬ ପିଲର ଅଛି ଏବଂ ସେଠାରେ ୫ ଜଣ ଲୋକ ଅଛନ୍ତି । ଏହା ସତରେ ବହୁତ କଲାମ ଫଟୋ ।