ଆପଣଙ୍କୁ ଆମର ଚ୍ୟାଲେଞ୍ଜ, ଏହି ଫଟୋରେ ଥିବା ୧୨ ଜଣ ସୈନିକଙ୍କୁ ଖୋଜିକି ଦେଖାଅ- ନ ପାଇଲେ ଭିତରେ ଦେଖ

ବନ୍ଧୁଗଣ ଆପଣମାନେ ବାଲ୍ୟକାଳରେ ଅନେକ ପ୍ରକାର ଖେଳ ଖେଳିଥିବେ । ସେଥିମଧ୍ୟରୁ କିଛି ଶାରୀରିକ ତ କିଛି ମାନସିକ ରୂପରେ ଆପଣଙ୍କୁ ମଜବୁତ କରିଥାଏ । ଏମିତି ବି କୁହାଯାଏ ଶରୀର ସହିତ ମାନସିକ ଭାବେ ମଧ୍ୟ ଆପଣ ଶକ୍ତ ହେବା ଅତ୍ୟନ୍ତ ଆବଶ୍ୟକ । କାରଣ ଏମିତି ଏକ ସମୟ ଆସେ ଯେତେବେଳେ ଆପଣ କୌଣସି ଅସୁବିଧାରେ ପଡିଥିବେ ଏବଂ ସେତେବେଳେ ଆପଣଙ୍କୁ ଶରୀର ନୁହଁ ବୁଦ୍ଧିର ଆବଶ୍ୟକତା ରହିବ । ତେଣୁ ଆପଣ ବୁଦ୍ଧିବାନ ହେବା ଅତ୍ୟନ୍ତ ଜରୁରୀ । ଏହି କାରଣରୁ ଲୋକମାନେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଚେସ, ପଜଲ ଓ ସୁଡ଼ୋକୁ ଭଳି ଖେଳ ଖେଳିଥାନ୍ତି ।

Image Courtesy: Google

ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ଏହି ଖେଳ ଗୁଡିକ ତାଲିକାରେ ଏମିତି ଆଉ ଏକ ଖେଳ ମଧ୍ୟ ଆସୁଛି ଯାହାର ନାମ ହେଲା ଫଟୋରେ ଥିବା ରହସ୍ୟ ଖୋଜିବା । ଆଜି ଆମେ ଆପଣଙ୍କୁ ଏମିତି ଏକ ଚ୍ୟାଲେଞ୍ଜ ଦେବୁ ଯାହାକୁ ୯୯ ପ୍ରତିଶତ ଲୋକ ପୂରଣ କରିବାରେ ବିଫଳ ହେଇଛନ୍ତି ।

Image Courtesy: Google

ଉପରେ ଦିଆ  ଯାଇଥିବା ଚିତ୍ର ଗୋଟେ ବଗିଚା ଅଥବା କୌଣସି ଜଙ୍ଗଲର ଯେଉଁଥିରେ ୧୨ ସୈନିକ ବୁଦା ମଧ୍ୟରେ ଲୁଚି ରହିଛନ୍ତି । ଏହି ୧୨ ଜଣ ସୈନିକକୁ ଆପଣଙ୍କୁ ଖୋଜିବାକୁ ପଡିବ । ଦେଖାଯାଉ ଆପଣ ଛୋଟବେଳେ ଏପରି ଖେଳ ଖେଳିଛନ୍ତି ନା ନାହିଁ ଏବଂ ଆପଣ କେତେ ବୁଦ୍ଧିମାନ । ଏବେ ଆମେ ଦେଖିବୁ ଆପଣ ଛୋଟବେଳେ କିଛି ଏପରି ଖେଳ ଖେଳିଛନ୍ତି ନା କେବଳ ଶାରୀରିକ ଖେଳ ଖେଳିଛନ୍ତି । ତଥାପି ଅନେକ ଲୋକ ନିଜର ଚିନ୍ତାଶକ୍ତି ବଳରେ ୯ ରୁ ୧୦ ଜଣ ସୈନିକକୁ ଖୋଜି ପାରିଛନ୍ତି କିନ୍ତୁ ବାକି ଗୁଡିକ ଖୋଜି ପରିବାରେ ଅସମର୍ଥ ହେଇଛନ୍ତି ।

ଏହି ୧୨ ଜଣଙ୍କୁ ଖୋଜିବାରେ ଆଚ୍ଛା ଆଚ୍ଛା ଲୋକଙ୍କ ଅକଲ ଗୁଡୁମ ହେଇ ଯାଉଛି । ଜଣାପଡୁଛି ଆପଣ ମଧ୍ୟ ନିଜର ହାର ମାନିନେଇଛନ୍ତି । ତେବେ ଆସନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ ଏହି ଫଟୋରେ ଥିବା ସୈନିକଙ୍କ ଅବସ୍ଥିତି ବିଷୟରେ । ତଳେ ଦିଆଯାଇଥିବା ଚିତ୍ରରେ ଆମେ ସଙ୍କେତ ସହ ଦର୍ଶାଇ ଦେଇଛୁ ।

Image Courtesy: Google

ତେବେ ଚାଲନ୍ତୁ ପୁଣିଥରେ ଏହି ଫଟୋ ଉପରେ ନଜର ପକାଇବା ଏବଂ ଏହାର ସମାଧାନ ବାହାର କରିବା ।  ଆପଣଙ୍କୁ କହିଦେଉଛୁକି ଏହି ଫଟୋ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ପହଞ୍ଚିଯାଇଛି ଏହି ଫଟୋର ଲୋକପ୍ରିୟତା ବହୁତ ମାତ୍ରାରେ ବଢିଯାଇଛି । ଆଗକୁ ଆମ ସହ ରହିବା ଏପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *