ସୋମବାର 25 ନଭେମ୍ବର 2019 – ଏହି ୭ଟି ରାଶିଙ୍କୁ ଆଶୀର୍ବାଦ ଦେବେ ମହାଦେବ, ଭାଗ୍ୟର ପ୍ରବଳ ସାହାଯ୍ୟ ପାଇବେ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ଲବ ଲାଇଫ ବହୁତ ଭଲ ରହିବ, ଓ ସବୁ ପ୍ରକାର ସଫଳତା ମଧ୍ୟ ପ୍ରାପ୍ତ କରିବେ, ଛୋଟ ବ୍ୟବସାୟ ମଧ୍ୟ ବହୁତ ଭଲ ଲାଭକାରୀ ହୋଇବ । ଚାକିରି କରୁଥିବା ଲୋକଙ୍କୁ ସହକାରୀମାନଙ୍କ ଦ୍ଵାରା ସାହାଯ୍ୟ ପ୍ରାପ୍ତ ହେବ, ସଫଳତା ନିଜ ଲୋକଙ୍କ ସହ ବାଣ୍ଟନ୍ତୁ ଖୁସି ବାତାବରଣ ରହିବ । ଆଜି ବିଦେଶୀ କାରୋବାର ଲୋକଙ୍କ ପାଇଁ ଭଲ ଲାଭ ଦିନ ଅଟେ, ପରିବାର ରେ ମାଙ୍ଗଳିକ କାର୍ଯ୍ୟ ହୋଇ ପାରେ ।

ବୃଷ ରାଶି :

ସନ୍ତାନ ତରଫରୁ ଶୁଭ ସମାଚାର ଏବଂ ଖୁସି ପ୍ରାପ୍ତ ହୋଇ ପାରେ, ପରିଶ୍ରମ ଓ ଅନୁଭବ ପାଇଁ କିଛି ନୂଆ ସ୍ଥିତି ପାଇ ପାରନ୍ତି । ବ୍ୟବସାଇକ ଓ ଚାକିରିୟା ଲୋକଙ୍କ ପାଇଁ ଲାଭ ଦିନ ଅଟେ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ପରିବେଶ ଶାନ୍ତ ଏବଂ ସାମାଜିକ ରୂପରେ ଆଜି ଅଧିକ ଲୋକ ପ୍ରିୟ ହୋଇବେ । ଆଜି ଆପଣଙ୍କ ମନ ଝଗଡା ଠାରୁ ଦୂରେଇ ରହିବ ।

ମିଥୁନ ରାଶି :

କାହା ସାହାଯ୍ୟ ପାଇଁ ଆପଣ ଉପସ୍ଥିତ ରହିବେ, କାର୍ଯ୍ୟ ସ୍ଥଳ ରେ ସକାରାତ୍ମକ ପରିଣାମ ପ୍ରାପ୍ତ ହବ, ଆପଣଙ୍କୁ ନିଜ ମନ କଥା କହିବାର ସୁଯୋଗ ପ୍ରାପ୍ତ ହବ, ସାମାଜିକ ରୂପରେ ଲୋକଙ୍କ ସାହାଯ୍ୟ ପ୍ରାପ୍ତ ହବ । କାହା ସହ ଝଗଡା ଚାଲୁଥିଲା ସେହା ସମାପ୍ତ ହେବ, ଆପଣଙ୍କୁ ଆଜି ସମ୍ପତ୍ତି ଓ ପରିବାର ଚିନ୍ତା ହୋଇ ପାରେ । ପରିବାର ସ୍ଥିତି ବଦଳିବା ଯୋଗ ହେଉଅଛି ।

କର୍କଟ ରାଶି :

ଆଜି ପୁରା ଦିନ କାର୍ଯ୍ୟ ରେ ବ୍ଯତୀତ ହୋଇ ଯିବ, ଆଜି ପାର୍ଟନର ସହ ବାହାରେ କେଉଁଠି ବୁଲିବାକୁ ଯାଇ ପାରନ୍ତି । ଆଜି ଦେଖି ବୁଝି କଥା କୁହନ୍ତୁ, ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ, ଆଜି ବୋଧେ ଆପଣ ନିଜ ଦାଇତ୍ଵ ଭଲ ଭାବରେ ପୂର୍ଣ ନକରି ପାରନ୍ତି । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ଓ ଶାନ୍ତି ପୂର୍ଣ ରହିବ, ମନୋରଞ୍ଜନ ପାଇଁ ସମୟ ନିଶ୍ଚିନ୍ତ ରଖନ୍ତୁ ।

ସିଂହ ରାଶି :

ଆଜି ପାରିବାରିକ ସୁଖ ଫେରି ଆସିବ ଏବଂ ଆପଣଙ୍କ ଘରେ ଅଲଗା ପ୍ରକାର ବାତାବରଣ ରହିବ । କେଉଁ ସାଙ୍ଗ ସହ ମୁଭି ଦେଖିବା ପାଇଁ ପ୍ଳାନ ହୋଇ ପାରେ, କିଛି ଦିନ ପାଇଁ ବାହାର ଜାଗା ବୁଲିବା ପାଇଁ ଯାଇ ପାରନ୍ତି ।  ଛୁଆଙ୍କ ରୋଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଚାକିରିରେ ଉପର ଲୋକଙ୍କ କୃପା ଦ୍ରୁଷ୍ଟି ଦ୍ଵାରା ସମୟ ବଦଳି ପାରେ ।

କନ୍ୟା ରାଶି :

ଅଧା କାମ ପୂର୍ଣ ହବ, ରୋଜଗାର ପାଇଁ ଅନେକ ରାସ୍ତା ସାମ୍ନାକୁ ଆସିବ, ଯଦି ଆପଣ ସାହାଯ୍ୟ ଚାହନ୍ତି ତେବେ ବଡ ଲୋକ ସବୁ ପ୍ରକାର ସମ୍ଭବ ପ୍ରୟାସ କରିବେ । ଆଜିର ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ବି ଅତ୍ୟନ୍ତ ଶୁଭକାରୀ ଅଟେ, କିଛି ଖୁସିଖବର ପାଇବାର ଯୋଗ ଅଛି ।

ତୁଳା ରାଶି :

ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କ ସାହାଯ୍ୟ ଓ ଧ୍ୟାନ ପାଇବା ପାଇଁ ଚାହନ୍ତି, ଏଥି ପାଇଁ ଘରେ ଝଗଡା ମଧ୍ୟ ହୋଇ ପାରେ । ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବ, ଆପଣଙ୍କ ବ୍ୟବସାୟ ରେ ହଟାତ ବୃଦ୍ଧି ହେବାର ସଂକେତ ଦେଖା ଯିବ । ବରିଷ୍ଠ ଲୋକଙ୍କ ସହ ପରିଚୟ ହେବ, ଉନ୍ନତ୍ତି ହେବ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ସ୍ୱାସ୍ଥ୍ୟ ଖରାପରୁ ଚିନ୍ତିତ ରହିବେ । ବହୁତ ଦିନରୁ ଅଟକିଥିବା କାମ ପୂର୍ଣ ହେବ ଓ ଏହା କାରଣରୁ ମନ ଖୁସି ରହିବ ।

ବିଛା ରାଶି :

ଆଜି ବ୍ୟବସାୟ ଭଲ ଅବସର ପ୍ରାପ୍ତ ହବ, ଆଜି ପରିବାର ରେ ସୁଖ ଶାନ୍ତି ଓ ସମୃଦ୍ଧି ବାତାବରଣ ହୋଇ ରହିବ, ମାନ ସମ୍ମାନ ପ୍ରାପ୍ତି ହେବ । ଅଲଗା ଲୋକ ବିନା କାରଣରୁ ଆପଣଙ୍କ ସହ ଝଗଡା କରି ପାରନ୍ତି ସମ୍ଭାଳି କରି ରହିବେ । ବଡ କମ୍ପାନୀ ରୁ ଚାକିରି ପାଇଁ ଡାକେରା ଆସି ପାରେ, ରାଜନୈତିକ ଲୋକଙ୍କୁ ମାନ ସମ୍ମାନ ରେ ବୃଦ୍ଧି ହେବ । ଆଜି ଯେଉଁ ଲୋକ ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଞ୍ଚନ୍ତି ସେ ଆରମ୍ଭ କରନ୍ତୁ ନାହିଁ ଦିନ ଭଲ ନାହିଁ ।

ଧନୁ ରାଶି :

ଆଜି ଆପଣ ବଡ ନିଷ୍ପତ୍ତି ଭାବି ଚିନ୍ତି କରି ନିଅନ୍ତୁ, ବ୍ୟବସାୟ ରେ ହାନି ହବାର ଯୋଗ ହେଉଛି ସେଥିପାଇଁ ସତର୍କ ରୁହନ୍ତୁ । ଗାଡି ଚଲଉଥିବା ସମୟ ରେ ବା ମେସିନ କାମ କରୁଥିବା ସମୟ ରେ ବିଶେଷ ଧ୍ୟାନ ଦିଅନ୍ତୁ । ସରକାରୀ ଲୋକଙ୍କ ପାଇଁ ଦିନ ସଫଳ ଅଟେ, ଆପଣ ଯେଉଁ କାମ ପରିଶ୍ରମ ରେ କରୁଛନ୍ତି ସେହାକୁ ମନ ଦେଇ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଲ।ଇବାର ଆଶା ଅଛି ।

ମକର ରାଶି :

ଆଜି ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ ଆସାର ମିଳି ପାରେ ବା ପାର୍ଟନର୍ସିପ ହୋଇପାରେ । ନିଷ୍ପତ୍ତି ନବାରେ ହଇରାଣ ହୋଇପାରନ୍ତି, ମନ ଧ୍ୟାନ ଦେଇ ନିଶ୍ଚୟ କରନ୍ତୁ ଆପଣନ କଣ କରୁଛନ୍ତି ଓ କଣ ଚାହୁଞ୍ଚନ୍ତି । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

କୁମ୍ଭ ରାଶି :

ଆଜି ଜମି ବାଡି କାମ ଆଗକୁ ବଢିବ, ଜୀବନସାଥି ସାହାଯ୍ୟ ଆପଣଙ୍କୁ ନୂଆ ଊର୍ଜା ପ୍ରଦାନ କରିବ । ପ୍ରେମ ସମ୍ବନ୍ଧ ଚିନ୍ତା ର ବିଷୟ ହୋଇ ପାରେ, ବିପଦ ଡାକନ୍ତୁ ନାହିଁ ଭାଇମାନଙ୍କ ସାହାଯ୍ୟ ନିଅନ୍ତୁ ସୁଖ ପ୍ରାପ୍ତି ହେବ । ଆପଣଙ୍କ ଖର୍ଚ ଆପଣଙ୍କ ଆରୁ ଅଧିକ ହେବ, ବିନା କାରଣ ଖର୍ଚୃ ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ ।

ମୀନ ରାଶି :

ବ୍ୟବସାୟ ରେ ଉନ୍ନତ୍ତି ହେବାର ଯୋଗ ହେଉଛି, ବିବାହିତ ଜୀବନ ସୁଖମୟ ହେବ । କିଛି କିଣିବା ଆଗରୁ ସେହି ଜିନିଷ ଉପଯୋଗ କରନ୍ତୁ ଯାହା ଆପଣଙ୍କ ପାଖ ରେ ଅଛି । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *