ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ମାନଙ୍କ ଜୀବନରେ ଗ୍ରହ ମାନଙ୍କ ଚଳନର ବହୁତ ଅଧିକ ଓ ମହତ୍ତ୍ଵ ପ୍ରଭାବ ଏବଂ ଭୂମିକା ରହିଥାଏ ଏବଂ ଏହି ଗ୍ରହ ମାନଙ୍କ ଚଳନ ଯୋଗୁଁ ହିଁ ମନୁଷ୍ୟ ମାନଙ୍କ ର ଜୀବନରେ ସଫଳତା ଏବଂ ଅସଫଳତା ଲାଭ କରିଥାନ୍ତି ଏବଂ ଏହି କାରଣ ଯୋଗୁଁ ହିଁ ଲୋକମାନେ ପ୍ରାୟତଃ ରାଶି ଚକ୍ରକୁ ହିଁ ଦେଖିଥାନ୍ତି ଏବଂ ଅଲଗା ଅଲଗା ରାଶି ମାନଙ୍କ ର ପ୍ରଭାବ ଅଲଗା ଅଲଗା ରୂପରେ ପଡ଼ି ଥାଏ ।
ମିଥୁନ ରାଶି: ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ସ୍ୱଳ୍ପ ସମୟରେ ଲାଭ ପାଇବାର ଲୋଭ ଛାଡ଼ିବା ଏବଂ ପୁଞ୍ଜି ନିବେଶରେ ଧ୍ୟାନ ରଖିବାକୁ ଉପଦେଶ ।
ମେଷ ରାଶି :
ଆସନ୍ତା ସମୟ ଆପଣଙ୍କ ମନର ଏକାଗ୍ରତା କମ ରହିବ । ଶାରୀରିକ ସ୍ଵାସ୍ଥ୍ୟ ଖରାପ ହେବ । ସନ୍ତାନ ମାନଙ୍କର ସମସ୍ୟା ଚିନ୍ତିତ କରିବ । ସ୍ଵଜନମାନଙ୍କଠାରୁ ଦୂରରେ ରହିବାର ଅବସର ଆସିବ । ଅସନ୍ତୋଷ ଓ ଅଶାନ୍ତିରେ ଦିନଟି କଟିବ ।
କର୍କଟ ରାଶି :
ପରିବାର ଲୋକମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ଉଠାଇବେ । ମିତ୍ରମାନଙ୍କ ସହିତ ବାହରକୁ ବୁଲିବାକୁ ଯିବାର ଆୟୋଜନ ହେବ । ଅନ୍ୟ ପଟେ ଆଜି ଆପଣଙ୍କ ଚିନ୍ତନ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ଭଲ ରହିବ । ଦାମ୍ପତ୍ୟଜୀବନର ମଧୁରତାର ଆନନ୍ଦ ଉଠାଇ ପାରିବେ । ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଚ଼ାହୁଁଛନ୍ତି, କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇଛି ଆପଣଙ୍କୁ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ।
ଧନୁ ରାଶି :
ଅନୈତିକ କାମବୃତ୍ତି ଏବଂ ଚୋରୀ ପରି ବିଚାର ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଅନିଷ୍ଟ ହୋଇପାରେ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ଶାରୀରିକ, ମାନସିକ ଏବଂ ଆର୍ଥିକ ପ୍ରତ୍ୟେକ ଦୃଷ୍ଟିରେ ଆଜିର ଦିନ ଆପଣଙ୍କପାଇଁ ଭଲ ପ୍ରମାଣିତ ହେବ ।
ବିଛା ରାଶି :
ବିଧିବଦ୍ଧକ ଚିନ୍ତା ମାଧ୍ୟମରେ କାରଣ ଖୋଜନ୍ତୁ । ଏହାର ସମାଧାନ ଅବଶ୍ୟ ବାହାରିବ । ଏଦୁଃସମୟ କିଛି କ୍ଷଣ ରହିଲା ପରେ ଅପସରି ଯିବ । ଆଜିର ଦିନ ଆପଣଙ୍କ ଉପରେ ନକାରାତ୍ମକ ବ୍ୟବହାର ହାବୀ ରହିବ । କ୍ରୋଧ ଅଧିକ ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ ।
କୁମ୍ଭ ରାଶି :
ଆସନ୍ତା ସମୟ ଆପଣଙ୍କୁ ଟିକେ ପ୍ରତିକୂଳତାର ସାମନା କରିବାକୁ ପଡ଼ିବ । ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଯାହା କାରଣରୁ କୌଣସି ମଧ୍ୟ କାର୍ଯ୍ୟ କରିବାର ଉତ୍ସାହ କମ ରହିବ । ଚାକିରିରେ ସାଥୀ କର୍ମଚାରିମାନଙ୍କର ଏବଂ ଉଚ୍ଚ ପଦାଧିକାରିମାନଙ୍କ ବ୍ୟବହାର ସହଯୋଗପୂର୍ଣ୍ଣ ନ ହେବାରୁ ମାନସିକ ହତାଶା ସୃଷ୍ଟି ହେବ । ସନ୍ତାନମାନଙ୍କର ସମ୍ବନ୍ଧରେ ସମସ୍ୟା ଆସିବ ।
ବନ୍ଧୁଗଣ ଆଗକୁ ଏହିଭଳି ଜ୍ଯୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।