ଏହା ଭିତରୁ ବାଛନ୍ତୁ ଗୋଟିଏ ରଙ୍ଗ, ରଙ୍ଗ କହିବ ଆପଣଙ୍କ ମନରେ କଣ ଚାଲିଛି?

ଭଲମନ୍ଦକୁ ନେଉ ଆମ ଦୁନିଆ ତିଆରି। ବେଳେବେଳେ ଗୋଟିଏ ଚିହ୍ନ କିମ୍ବା ରଙ୍ଗ ଆମର ମନସ୍କାମନା ପୁରା କରିଦେଇଥାଏ, ଯେମିତି ଲଟେରୀ ଟିକେଟର ଗୋଟିଏ ଚିହ୍ନ କିମ୍ବା ନମ୍ବର ଆମ ଜୀବନ ପରିବର୍ତ୍ତନ କରି ଦେଇଥାଏ। ଆଜି ସେମିତି ଆପଣଙ୍କୁ ଗୋଟିଏ ରଙ୍ଗ ଚୟନ କରିବାକୁ ପଡିବ ଓ ତାହାର ଫଳାଫଳ ଆପଣଙ୍କୁ ନିମ୍ନରେ ମିଳିବ।

୧- ହଳଦିଆ: ଆପଣଙ୍କ ଇଚ୍ଛା ପୂରା ହେବାକୁ ଦୀର୍ଘ ସମୟ ଲାଗିବ, ତେଣୁ ସବୁ କାମରେ ହାରି ନଯାଇ ସଫଳତା ପାଇବାକୁ ଚେଷ୍ଟା କରନ୍ତୁ।

୨- ବାଇଗଣୀ: ଆପଣଙ୍କ ସବୁ ଜିନିଷ ପାଇବା ପାଇଁ ଇଚ୍ଛା ରହୁଛି, ତେଣୁ ଆପଣଙ୍କୁ ସାମାନ୍ୟ ଉଦ୍ୟମ କରିବାକୁ ହେବ।

୩- ନୀଳ: ଆପଣଙ୍କ ଇଚ୍ଛା ନିଶ୍ଚୟ ପୂରଣ ହେବ, ସେଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ହେବ।

୪- ଗୋଲାପୀ: ସବୁବେଳେ ଆପଣଙ୍କୁ କୌଣସି ଜିନିଷ ଏତେ ସହଜରେ ମିଳିନଥାଏ, ତେଣୁ ସବୁ ଜିନିଷ ପାଇବା ପାଇଁ ଜଟିଳତା ଆସିପାରେ।

୫-ଲାଲ : ଯଦି ଆପଣଙ୍କୁ ଲାଲ ରଙ୍ଗ ପସନ୍ଦ ତେବେ ଆପଣ ଆଶା ନ କରିଥିବା ତରିକାରେ ନିଜ ଇଚ୍ଛା ପୂରା ହେବ।

୬- ସବୁଜ: ସବୁଜ ରଙ୍ଗ ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ, ତେଣୁ ଯଦି ଆପଣ ସବୁଜ ଚୟନ କରିଛନ୍ତି ତେବେ ନିଜର ଇଚ୍ଛା ପୂରା କରିବା ପାଇଁ ଆପଣଙ୍କୁ ଉଦ୍ୟମ କରିବାକୁ ପଡିବ କାରଣ ଆପଣଙ୍କ ପାଇଁ ଫଳାଫଳ ସବୁବେଳେ ଶୁଭ ହୋଇଥାଏ।

୭- କମଳା: କମଳା ରଂଗ ଏତେ ଶୁଭ ହୋଇନଥାଏ, ଯଦି ଆପଣ କମଳା ରଂଗ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ସୁବିବେଳେ ଦେଖାଦେବ।

Leave a Reply

Your email address will not be published. Required fields are marked *