ଅଦ୍ଭୁତ ଘଟଣା! ଗୋଡ ରେ ଅଛି ହାତ ପରି ଆଙ୍ଗୁଳି, ଆଠଜଣ ଭାଇ ଭଉଣୀ ଏହି ରୋଗରେ ପୀଡିତ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

କାନପୁର ଜିଲ୍ଲା ର ଏକ ଆଶ୍ଚର୍ଯ୍ୟ ରୋଗ ସାମ୍ନା କୁ ଆସିଅଛି ଯାହା ପିଢୀ ପରେ ପିଢୀ କୁ ହୋଇ ଚାଲିଛି ଏହି ବ୍ୟାପୁ ଥିବା ରୋଗ ର ନା ଆଟୋସୋମଲ ଡୋମିନେଣ୍ଟ ଅଟେ । ଏହି ଅଦ୍ଭୁତ ରୋଗ ରେ ଗୋଟେ ଦି ଜଣ ନୁହେଁ ପରିବାର ର ଆଠଟି ଲୋକ ପୀଡିତ ଅଛନ୍ତି । ଏହି ରୋଗ ରେ ମଣିଷ ଗୋଡ ଆଙ୍ଗୁଳି ହାତ ପରି ଲମ୍ବା ଓ ତେଢା ହୋଇଥାଏ ଯାହା କାରଣ ରୁ ଲୋକଙ୍କୁ ସାମାନ୍ୟ କାମ ରେ ବି ଅସୁବିଧା ହୋଇଥାଏ ।

କାନପୁର ଗାଁ ର ସିଏମଓ ଏହି ରୋଗ ସାମ୍ନା କୁ ଆସିଲା ପରେ ଗଣେଶ ଶଙ୍କର ବିଦ୍ୟାର୍ଥୀ ମେମୋରିଆଲ ମେଡିକାଲ କଲେଜ ର ପ୍ରିନ୍ସପାଲ କୁ ଅଧ୍ୟୟନ ପାଇଁ ପତ୍ର ଲେଖି ଛନ୍ତି ।

ଏଠାର ଶିଶୁ ରୋଗ ବିଭାଗ ପରିବାରକୁ ଚିକିତ୍ସା ପାଇଁ ଡକାଇଛନ୍ତି, ଏହା ପ୍ରଥମ ଏମିତି ଘଟଣା ଯେଉଁଠି ଏକା ସହ ଏତେ ଲୋକ ଏହି ରୋଗରେ ପୀଡିତ ହୋଇଛନ୍ତି । ଏହି ପରିବାର ର ବାରଟି ଲୋକ ଏହି ରୋଗ ରୁ ପୀଡିତ ଥିଲେ ଏବଂ ଚାରି ଜଣ ମରି ସାରିଲେଣି ଏବଂ ଆଠ ଜଣ ବଞ୍ଚିଛନ୍ତି । ଅକବରପୁର ତହସିଲ ର ଜଗଜୀବନପୁର ର ବରକାତି ଏହି ରୋଗ ରେ ପୀଡିତ ଥିଲେ ।

ବରକାତିଙ୍କର ପରିବାର ଲୋକ ସମସ୍ତେ ଏହି ରୋଗରେ ପୀଡିତ ଅଛନ୍ତି ଏବଂ ବରକାତିଙ୍କର ଏହି ରୋଗ ଦ୍ଵାରା ମୃତ୍ୟୁ ହୋଇଯାଇଛି । ବରକାତିଙ୍କର ଝିଅ ଓ ଝିଅ ର ଛୁଆ ସମସ୍ତେ ଏହି ରୋଗରେ ପୀଡିତ ଅଛନ୍ତି ଏବଂ ବରକାତିଙ୍କର ପୁଅ ଓ ପୁଅ ର ପୁଅ ସମସ୍ତେ ଏହି ରୋଗ ରେ ପୀଡିତ ଅଛନ୍ତି ।

ଜିଏସବିଏମ ମେଡିକଲ କଲେଜ ର ଶିଶୁ ବିଶେଷଙ୍ଗ୍ୟ କହିଲେ କି ଫୋଟୋ ଏବଂ ଅନ୍ୟ ରିପୋର୍ଟ ଦେଖି ଲାଗୁଛି ଏହା ଆଟୋସୋମଲ ଡୋମିନେଣ୍ଟ ରୋଗ ଅଟେ । ଏହି ରୋଗ ଲକ୍ଷେ ରୁ ଗୋଟେ ମଣିଷ କୁ ହୁଏ, ଏହି ରୋଗ ପଛ କାରଣ ସମାନ ବ୍ଲଡ ଗୃପ ଅବା ବିବାହ ବା ଇଂଜେକସନ ଦ୍ଵାରା ନିଶା ହୋଇ ପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *