ଏହି ଶସ୍ତା ଜିନିଷ କିଛି ଦିନରେ ଆପଣଙ୍କ ଶରୀରକୁ କରିଦେବ ବଳବାନ, ବୃଦ୍ଧାବସ୍ତା ମଧ୍ୟ ରହିବ ଦୂରେଇ

ଆଜି ଆମେ ଆପଣଙ୍କୁ ଏମିତି କିଛି ଶସ୍ତା ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ ଥାଏ ଓ ସମସ୍ତଙ୍କ ବଜଟରେ ମଧ୍ୟ ଥାଏ । ଏହି ଜିନିଷ ସେବନ ଦ୍ଵାରା ବହୁତ ପ୍ରକାର ସ୍ୱାସ୍ଥ୍ୟ ରୋଗ ଭଲ ହୋଇଥାଏ ଓ ଶରୀରକୁ ବଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ ତାହା ଆଉ କିଛି ନୁହ ଅଁଳା ଓ ଅଁଳା ମୁର୍ରବା ଅଟେ ଯାହା ଆୟୁର୍ବେଦ ରେ ନିଜର ଗୋଟେ ଅଲଗା ସ୍ଥାନ ରଖିଛନ୍ତି ।

ଅଁଳା ଗୋଟେ ଔଷଧୀୟ ଫଳ ଅଟେ ଓ ଆପଣମାନେ ସମସ୍ତେ ଅଁଳା ଲାଭ ବିଷୟରେ କମ ଅଧିକ ଜାଣିଥିବେ, ତେବେ ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ବିଷୟରେ ।

Image Courtesy: Google

୧. ଅଁଳା ମୁର୍ରବା ପ୍ରତିଦିନ ସେବନ କଲେ ଆପଣଙ୍କୁ ବହୁତ ପ୍ରକାର ରୋଗ ଠାରୁ ମୁକ୍ତି ମିଳି ଥାଏ ଯେମିତିକି ହୃଦୟ ରୋଗ, ଡାଇବେଟିଜ, ବାବାସିର, ଅଲ୍ସର, ଶ୍ଵାସ ଏବଂ ଅନ୍ୟ କେତୋଟି ରୋଗ ଯାହା ବହୁତ ଭୟଙ୍କର ଅଟେ କିନ୍ତୁ ଅଁଳା ମୁର୍ରବା ଖାଇଲେ ଆପଣ ଏହି ଭଳି ରୋଗ ଠାରୁ ଦୂରେଇ ରହି ପାରିବେ ।

Image Courtesy: Google

୨. ଯଦି ଆପଣ ପ୍ରତିଦିନ ଗୋଟେରୁ ଦୁଇଟା ଅଁଳା ଖାନ୍ତି ତେବେ ଆପଣଙ୍କୁ କେବେ ବି କୌଣସି ରୋଗ ହବ ନାହିଁ । ଅଁଳା ମୁର୍ରବା ରେ ଆଇରନ ମାତ୍ରା ଅଧିକ ଥାଏ ଯାହା ଫଳରେ ଶରୀର ସୁସ୍ତ ଏବଂ ସବଳ ହୋଇଥାଏ ଓ ହିମୋଗ୍ଲୋବିନ ମାତ୍ରା ମଧ୍ୟ ବଢିଥାଏ । ମହିଳାମାନଙ୍କୁ ଅଁଳା ଖାଇବା ଦରକାର ଅଟେ କାହିଁକିନା ବହୁତ ଭାରତୀୟ ମହିଳାମାନଙ୍କ ଶରୀରରେ ହିମୋଗ୍ଲୋବିନ ବହୁତ କମ ଥାଏ ଯାହା ଫଳରେ କେତେକ ରୋଗ ତାଙ୍କୁ ହୋଇଥାଏ ଅଁଳା ସେବନ ଦ୍ଵାରା ହିମୋଗ୍ଲୋବିନ ମାତ୍ରା ବଢିଥାଏ ଓ ଶରୀର ସ୍ଵସ୍ଥ ରହିଥାଏ ।

Image Courtesy: Google

୩. ଅଁଳା ଦ୍ଵାରା ପେଟ ସମସ୍ୟା ମଧ୍ୟ ଦୂର ରହିଥାଏ ପୁରୁଣା ଠାରୁ ପୁରୁଣା ପେଟ ରୋଗ ମଧ୍ୟ ଅଁଳା ସେବନ ଦ୍ଵାରା ଭଲ ହୋଇଥାଏ । ଅଁଳା ମୁର୍ରବା ରେ ଜିଙ୍କ, କ୍ରୋମିୟମ, କପର, ଓ ଅନ୍ୟ କେତେକ ଜରୁରୀ ପଦାର୍ଥ ଥାଏ ଯାହା ଆମ ଶରୀର ପାଇଁ ଭଲ ହୋଇଥାଏ ।

୪. ଅଁଳା ମୁର୍ରବା ରେ ବିଟାମିନ ସି ସହ ଏନ୍ଟିଆକ୍ସିଡେଣ୍ଟ ମଧ୍ୟ ଥାଏ ଯାହା ଇମ୍ୟୁନିଟି ବଢେଇବାରେ ସାହାଜ୍ଯ କରିଥାଏ, ଯାହା ଦ୍ଵାରା ଛୋଟ ଛୋଟ ରୋଗ ଆପଣଙ୍କୁ ଛୁଇଁ ବି ପାରିବେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *