ଥଣ୍ଡା ଦିନରେ ଗାଲ ଫାଟିବା ଠାରୁ ବଞ୍ଚିବା ପାଇଁ ଜବରଦସ୍ତ ଘରୋଇ ଉପାୟ

ଥଣ୍ଡା ଦିନ ଆରମ୍ଭ ହୋଇ ଗଲାଣି ପ୍ରାୟତଃ ଲୋକଙ୍କ ଗାଲ ଫାଟିବା, ଡ୍ରାଇନେସ ଏବଂ ଦେହ ଫାଟିବା ବହୁତ ବଡ ସମସ୍ୟା ହୋଇ ଥାଏ । ଏହି ଭଳି ବାତାବରଣ ତାପମାନ କମିବା ଏବଂ ଥଣ୍ଡା ପବନ ପାଇଁ ହୋଇ ଥାଏ, କେତେକ ଥର ଗାଲ ଏହି ପରି ଫାଟି ଥାଏ କି ଦରଜ ହବା ଆରମ୍ଭ ହୋଇ ଥାଏ । ପ୍ରାୟତଃ ଛୁଆଙ୍କୁ ଏହି ସମସ୍ୟା ହୋଇ ଥାଏ, ଯଦି ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି ତେବେ ଏହି ଉପାୟ ଗୁଡିକ ଦ୍ଵାରା ଆପଣଙ୍କ ଶରୀର କୋମଳ ହୋଇ ଥାଏ ।

ଥଣ୍ଡା ରେ ଗାଲ ଫାଟିବାରୁ ବଞ୍ଚେଇବା ପାଇଁ ଉପାୟ :

– ଲେମ୍ବୁ ଏବଂ ମଲାଇ :

ଥଣ୍ଡା ଦିନରେ ଗାଲ ଫାଟିବାରୁ ଅଟକେଇବା ପାଇଁ ଲେମ୍ବୁ ଏବଂ ମଲାଇ ସବୁ ଠାରୁ ଉତ୍ତମ ଅଟେ, ଲେମ୍ବୁ ଆପଣଙ୍କ ଡେଡ ସ୍କିନ ହଟେଇବା କାର୍ଯ୍ୟ କରି ଥାଏ, ଏହା ଛଡା ମଲାଇ ଆପଣଙ୍କ ଗାଲ କୋମଳ କରି ଥାଏ । ଆପଣ ଗୋଟେ ଛୋଟ ତାଟିଆ ରେ ଦୁଇ ଚାମଚ ମଲେଇ ନିଅନ୍ତୁ, ଏହା ପରେ ଗୋଟେ ଚାମଚ କଞ୍ଚା ଖିର ଏବଂ କିଛି ଠୋପା ରସ ଲେମ୍ବୁ ର ପକାଇ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣ ଦ୍ଵାରା ନିଜ ଚେହେରାକୁ ୨ ମିନିଟ ପର୍ଜନ୍ତ ମାଲିଶ କରନ୍ତୁ, ଏହା ପରେ ଏହାକୁ ନିଜ ଚେହେରା ଉପରେ ୧୦ମିନିଟ ପାଇଁ ଛାଡି ଦିଅନ୍ତୁ ଏବଂ ଏହା ପରେ ଚେହେରାକୁ ପାଣି ଦ୍ଵାରା ମୂହ ଧୁଅନ୍ତି ।

– ଏଲୋବେରା :

ସ୍କିନ କୋମଳ କରିବା ପାଇଁ ଏଲୋବେରା ବହୁତ ଭଲ କାମ କରି ଥାଏ, ଏହା ପାଇଁ ଆପଣଙ୍କୁ ଅନ୍ୟ କୌଣସି ଜିନିଷ ଦରକାର ନାଇ କେବଳ ଏଲୋବେରା ନିଅନ୍ତୁ ଏବଂ ତା ଚୋପା ଛଡାଇ ତାକୁ ମୂହ ରେ ୨ ମିନିଟ ପାଇଁ ମାଲିଶ କରନ୍ତୁ, ଯେତେବେଳେ ଏଲୋବେରା ଲଗେଇଲା ପରେ ସୁଖୀ ସାଇଲା ପରେ ଏହାକୁ ଥଣ୍ଡା ପାଣି ଦ୍ଵାରା ମୂହ ଧୋଇ ଦିଅନ୍ତୁ ।

– ମହୁ ଏବଂ ଲେମ୍ବୁ :

ସ୍କିନକୁ କୋମଳ ରଖିବା ପାଇଁ ମହୁ ଗୋଟେ ପ୍ରାକୃତିକ ଔଷଧ ଅଟେ, ଆପଣ ସବୁ ଦିନ ଗାଧେଇବା ୧୦ମିନିଟ ଆଗରୁ ଦୁଇ ଚାମଚ ମହୁ ରେ କିଛି ଲେମ୍ବୁ ରସ ମିଶାଇ ଲଗାନ୍ତୁ ଏବଂ ୧୦ ମିନିଟ ପରେ ଗାଧାନ୍ତୁ ତେବେ ଏହା ଦ୍ଵାରା ଆପଣଙ୍କ ଗାଲ ନରମ ଏବଂ ସୁନ୍ଦର ହୋଇ ଯିବେ ।

Leave a Reply

Your email address will not be published. Required fields are marked *