ଏହା ଅଟେ ଦୁନିଆର ସବୁ ଠାରୁ ଭୟଙ୍କର ରାସ୍ତା ଆପଣଙ୍କ ଗୋଟିଏ ଛୋଟ ଭୁଲ ହୋଇ ପାରେ ମୃତ୍ୟୁ ର କାରଣ

ବୁଲିବା ସମସ୍ତଙ୍କୁ ବହୁତ ପସନ୍ଦ ଥାଏ କେତେକ ଲୋକ ବୁଲିବା ଏତେ ପସନ୍ଦ କରନ୍ତି ଯେ ବହୁତ ଦୂର ଦୂର ବାଟ ବୁଲିବାକୁ ଯାଆନ୍ତି ଏବଂ ନିଜେ ଡ୍ରାଇଭ ମଧ୍ୟ କରନ୍ତି । ଡ୍ରାଇବିଙ୍ଗ କରିବା ଆଜିକା ଯୁଗ ରେ ପ୍ରାୟ ଲୋକଙ୍କୁ ପସନ୍ଦ ତାଙ୍କ ଅନୁଯାଇ ସେ ଏହି ଜିନିଷ ବହୁତ ପସନ୍ଦ କରି ଥାନ୍ତି । ତେବେ ଭାବନ୍ତୁ ଯଦି ଆପଣଙ୍କୁ ଏମିତି ଜାଗା ରେ ଗାଡି ଚଳେଇବା ପାଇଁ କୁହାଯିବ ଯେଉଁଠି ଦୁଇ ଆଡେ ଘାଇ ଥିବ ଓ ରାସ୍ତା ଗଳି ଭଳି ଥିବ ତେବେ ଆପଣଙ୍କୁ କେମିତି ଅନୁଭବ ହବ ।

ଭାବନ୍ତୁ ଏମିତିୟା ଜାଗା ରେ ଯାଉଥିବା ଲୋକଙ୍କ ଅବସ୍ତା କଣ ହଉଥିବ, ଏହା ସତ ଅଟେ ଆପଣଙ୍କ ମଧ୍ୟ ରୁ ବହୁତ ଲୋକ ଏହାକୁ ମିଛ ଭାବି ପାରନ୍ତି କିନ୍ତୁ ବହୁତ ଏମିତି ଲୋକ ଥିବେ ଯିଏ ଏମିତିୟା ଜାଗାକୁ ଯାଇ ଥିବେ ।

ଏମିତି ଜାଗା ରେ ଡ୍ରାଇବିଙ୍ଗ କରିବା ଛୁଆ ଖେଳ ନୁହ ଏମିତି ଜାଗା ରେ ସାମାନ୍ୟ ଲୋକ ଡ୍ରାଇବିଙ୍ଗ କରି ପାରିବେ ନାହିଁ, କାହିଁକିନା ଲୋକମାନଙ୍କ ଏହା ମାନିବା ଅଟେ ଯେ ଏହି ରାସ୍ତା ଗୁଡିକ ରେ ଡ୍ରାଇବିଙ୍ଗ କରିବା କୌଣସି ଛୁଆ ଖେଳ ନୁହ । କିନ୍ତୁ ଏହା ପରେ ମଧ୍ୟ ଲୋକ ଏମିତି ରାସ୍ତା ରେ ଯିବା ଆସିବା କରୁଛନ୍ତି, ଆଜି ଆମେ ଯେଉଁ ରାସ୍ତା ବିଷୟରେ ଆପଣଙ୍କୁ କହିବାକୁ ଯାଉଛା ତାହା ନେପାଲ ରେ ଅଛି, ଏହାକୁ ଦେଖିଲା ପରେ ଆପଣ ନିଜେ ବୁଝି ଯିବେ ଯେ ଏହି ରାସ୍ତା ରେ ଯିବା ମାନେ ମୃତ୍ୟୁ ସହ ଖେଳିବା ସମାନ ଅଟେ । ଏହି ରାସ୍ତା ଗୁଡିକ ଏତେ ପତଳା ଓ ଖାଇ ଗୁଡିକା ଏତେ ଗଭୀର ଯେ ଲୋକ ଯିବା ପାଇଁ ଡରନ୍ତି ।

ଏହି ରାସ୍ତା ଗୁଡିକ ରେ ବେଳେ ବେଳେ ଏମିତି ପରିସ୍ଥିତି ହୋଇ ଯାଏ ଯାହା ଫଳରେ ଦୁଇଟି କାର କ୍ରୋସ କରିବା ବହୁତ କଷ୍ଟକର ହୋଇ ଥାଏ ଏମିତି ଲାଗେ ଯେମିତି ଗୋଟେ ଖାଇ ରେ ପଡିବ । ଏହି ରାସ୍ତା ଗୁଡିକ କ୍ରୋସ କଲା ବେଳେ ଲୋକଙ୍କ ନିଶ୍ଵାସ ଅଟକି ଥାଏ କାହିଁକିନା କେହି ଜାଣନ୍ତି ନାହିଁ ଯେ କେତେ ବେଳେ କଣ ହବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସୁଥିବମ ଅଗକ ଉଆମ ସହ ରହିବାକୁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *