କୁହାଯାଏ କି ଆପଣ ଯେତେବୀ ବୁଢା ହେଇଯାଆନ୍ତୁ ଆପଣଙ୍କ ଭିତରେ ଥିବା ପ୍ରତିଭା କେବେ ମାରି ନଥାଏ ଏବଂ ଏହାବି ସତ କି ଦୁନିଆରେ ସମସ୍ତଙ୍କ ଭିତରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ । ତାକୁ ଠିକ ସମୟରେ ଚିହ୍ନିବା ଦରକାର କିନ୍ତୁ ସମସ୍ତେ ନିଜ ପ୍ରତିଭାକୁ ଚିହ୍ନି ପାରନ୍ତି ନାହିଁ ଏବଂ ଯଦି ବି ଚିହ୍ନି ବି ପାରନ୍ତି ତେବେ କିଛି କାରଣ ପାଇଁ ସେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରନ୍ତି ନାହିଁ । ଆଜି ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ।
ଏଥିରେ ଆପଣ ଦେଖିବେ କି ଏକ ବୁଢା ଲୋକଟି କୁଆଡେ ଯାଉଥିଲେ କିନ୍ତୁ ଥକିଯିବାରୁ ସେ ମଝି ରାସ୍ତାରେ ବସିଗଲେ ଏବଂ ଗୀତ ଗାଇବାକୁ ଲାଗିଲେ ।
ରାସ୍ତା ଉପରେ ବସିଥିବା ଏହି ବୁଢା ଲୋକଟି ବହୁତ ମିଠା ଗୀତ ଗାଉଛନ୍ତି ଏହା ଆମେ କହୁ ନାହୁଁ କିଛି ସମୟ ଭିତରେ ସେଠାରେ ହେଇଥିବା ଭିଡ ଏହା କହୁଛି । ଲୋକମାନେ ତାଙ୍କଠୁ ଗୀତ ଶୁଣିବା ପାଇଁ ତାଙ୍କ ଉସ୍ଛାହ ବି ବଢାଉଛନ୍ତି । ଏହି ବ୍ୟକ୍ତିଙ୍କର ଗୀତ ଏତେ ଭଲ ଥିଲା କି ସେଠାରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ବି ଅଧାରୁ ଯାଇନଥିଲେ ।
ଏହି କାରଣରୁ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ହେବାକୁ ଲାଗିଛି । ସେହି ଭିଡରେ ବସିଥିବା ଏକ ବ୍ୟକ୍ତି ଏହି ବୃଦ୍ଧାଙ୍କ ପ୍ରତିଭାକୁ ବୁଝିଲେ ଏବଂ ତାଙ୍କ ଗୀତାକୁ ନିଜ କ୍ୟାମେରାରେ ରେକର୍ଡ କରି ତାକୁ ସୋସିଆଲ ମିଡିଆରେ ଅପଲୋଡେ କରିଦେଲେ । ଲୋକମାନେ ବି ଏହି ଗୀତାକୁ ବହୁତ ପସନ୍ଦ କରୁଛନ୍ତି ଏବଂ ବହୁତ ଭଲ କମେଣ୍ଟ ବି ସେ ବୃଦ୍ଧାଙ୍କୁ ଦେଉଛନ୍ତି । ତେବେ ଆପଣଙ୍କୁ ତାଙ୍କର ଗୀତ କେମିତି ଲାଗିଲା କମେଣ୍ଟ ନିଶ୍ଚୟ କରନ୍ତୁ ।