ଆଜି ଆମେ ଆପଣଙ୍କୁ ଚୁଡି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ବିବାହିତ ସ୍ତ୍ରୀ ମାନଙ୍କୁ ଜାଣିବା ଉଚିତ ହୋଇଥାଏ । ତେବେ ଚୁଡି ଭାରତୀୟ ମହିଳାଙ୍କ ବିବାହ ପ୍ରତୀକ ହୋଇଥାଏ, ବିବାହିତ ମହିଳା ମାନେ ନାଲି ଚୁଡି ଯାହା ହେଲେ ଧାରଣ କରନ୍ତି ତେବେ କିଛି ଜାଗାରେ ଅନ୍ୟ ରଙ୍ଗ ଚୁଡି ମଧ୍ୟ ପ୍ରସିଦ୍ଧ ଅଟେ କିନ୍ତୁ ଚୁଡି ସମସ୍ତେ ପିନ୍ଧନ୍ତି, ତେବେ ବିବାହିତ ମହିଳାଙ୍କୁ ତାମ୍ବା ବା ରୂପା ଚୁଡି ପିନ୍ଧିବା ଉଚିତ ନୁହ ଯଦି କୌଣସି ପୂଜାରେ ବହୁତ ଆବଶ୍ୟକ ହୋଇଥାଏ ତେବେ ଗୋଟେ ହାତରେ ପିନ୍ଧନ୍ତୁ ଦୁଇ ହାତରେ ପିନ୍ଧନ୍ତୁ ନାହିଁ ।
ଯଦି ଚୁଡି ପିନ୍ଧିଲା ବେଳେ ବା କାମ କଲା ବେଳେ ଭାଙ୍ଗି ଯାଇ ଥାଏ ତେବେ ଏହାକୁ ଏଣୁ ତେଣୁ ଜାଗାରେ ଫିଙ୍ଗନ୍ତୁ ନାହିଁ ଏମିତି ଫିଙ୍ଗିବା ବହୁତ ଅଶୁଭ ହୋଇଥାଏ ।

ଆପଣ ଭଙ୍ଗା ଚୁଡି ନିଜ ପଣତରେ ରଖି ଏହାକୁ ୩ ଥର ଚୁମ୍ବନ ଦେଇ କୌଣସି ପାଣି ସ୍ରୋତ ରେ ପକାଇ ଦିଅନ୍ତୁ । ଯଦି ଆପ୍ପାନାଙ୍କ ଚୁଡି ପିନ୍ଧିଲା ବେଳେ ବା କାମ କଲା ବେଳେ ଚୁଡି ଚଣକି ଯାଏ ତେବେ ଏହି ଭଳି ଚୁଡି ପିନ୍ଧି ରଖିବା ଉଚିତ ନୁହ ଏହାକୁ ତୁରନ୍ତ ବାହାର କରି ନଦୀ ବା ଅନ୍ୟ ପାଣି ସ୍ରୋତରେ ପକାନ୍ତୁ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଚଣକା ଚୁଡି ବା ଭଙ୍ଗା ଚୁଡି ପିନ୍ଧି ରହିଲେ ବାପା ଭାଇ କରଜରେ ବୁଡି ରୁହନ୍ତି ଓ ଶାଶୂ ଘର ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।

ଶାସ୍ତ୍ର ଅନୁଯାଇ ମଙ୍ଗଳବାର ବା ଗୁରୁବାର ଦିନ କେବେ ବି ନୂଆ ବା ପୁରୁଣା ଚୁଡି ନା ପିନ୍ଧନ୍ତୁ ନା ଖୋଲନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ନୁହ ଏହା ଛଡା କେବେ ବି ଦୁଇ ହାତରେ ସମାନ ସଂଖ୍ୟା ଚୁଡି ପିନ୍ଧନ୍ତୁ ନାହିଁ ଗୋଟେ ହାତରେ କମ ଗୋଟେ ହାତରେ ଅଧିକ ପିନ୍ଧିବା ଉଚିତ ଅଟେ । ଚୁଡି ପିନ୍ଧିଲା ବେଳେ କେଶ କେବେ ବି ଖୋଲା ରଖିବା ଉଚିତ ନୁହ ତେବେ ଚୁଡି ପିନ୍ଧିଲା ବେଳେ କେଶ ବାନ୍ଧି ଦିଅନ୍ତୁ ନଚେତ ଯଦି ଆପଣଙ୍କ ଚୁଟି ବହୁତ ଛୋଟ ଅଛି ତେବେ ଆପଣ ପଣତ କାନି ମଧ୍ୟ ମୁଣ୍ଡରେ ଦେଇ ଚୁଡି ପିନ୍ଧି ପାରନ୍ତି ।

ଯଦି ଆପଣ ଖୋଲା କେଶରେ ଚୁଡି ପିନ୍ଧନ୍ତି ତେବେ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି ଯାହା ଦ୍ଵାରା ଆପଣଙ୍କ ବହୁତ ଅନିଷ୍ଠ ହୋଇଥାଏ । ଶାସ୍ତ୍ର ଅନୁଯାଇ ମହିଳାଙ୍କୁ ଭୁଲରେ ବି ଦୁଆର ବନ୍ଧ ରେ ବସି ଚୁଡି ପିନ୍ଧିବା ଜମା ବି ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଘରେ ଦରିଦ୍ରତା ଆସିଥାଏ ଓ ମାତା ଲକ୍ଷ୍ମୀ ଘର ଛାଡି ଯାଇଥାନ୍ତି । ଶାସ୍ତ୍ର ଅନୁଯାଇ ସନ୍ଧ୍ୟା ସମୟରେ ବସି ଚୁଡି ପିନ୍ଧିବା ଜମା ବି ଉଚିତ ନୁହ ଆପଣ ସକାଳେ ବା ରାତିରେ ଚୁଡି ପିନ୍ଧି ପାରିବେ କିନ୍ତୁ ସନ୍ଧ୍ୟାରେ ବସି ଚୁଡି ପିନ୍ଧାନ୍ତୁ ନାହିଁ ଏହା ଉଚିତ ହୋଇନଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।