Cobra କୁ ଖୋଜିବା ପାଇଁ ପୁରା ଘରେ ଭରାଗଲା ପାଣି, ହେଲେ ବିଷାକ୍ତ Cobra ଯେଉଁଠୁ ବାହାରିଲା ଦେଖି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ଗୋଟିଏ ଗାଁର ଗୋଟିଏ ଟିଣ ଘରେ ଗୋଟିଏ କୋବ୍ରା ସା-ପ ଥିଲା । ଯାହାକୁ ବାହାର କରିବା ପାଇଁ କଣ ସବୁ କରିବାକୁ ପଡିଲା ଚାଳନ୍ତୁ ଜାଣିବା । ପ୍ରାୟତଃ ସମସ୍ତଙ୍କ ଘରେ ମୂଷା ନିଶ୍ଚିତ ଥାନ୍ତି । ଏମିତିରେ ସେହି ମୂଷାକୁ ଖାଇବା ପାଇଁ ଗୋଟିଏ ସା-ପ ଏହି ଘର ଭିତରକୁ ପଶି ଯାଇଛି । କିନ୍ତୁ ଏହି ସା-ପ ମଣିଷଙ୍କ ପାଇଁ ବହୁତ ହିଁ ଭୟଙ୍କର ଅଟେ । ଘରେ ସା-ପ କେଉଁ ସ୍ଥାନାରେ ଅଛି ଏହା ଜାଣିବା ପାଇଁ ପୁରା ଘରକୁ ଖାଲି କରିବାକୁ ପଡିଲା ।

ଘର ଲୋକମାନଙ୍କ କହିବା ଅଟେ କି କିଛି ଦିନ ହେବ ସେମାନେ ଗୋଟିଏ ସା-ପର ଫୁଙ୍କାର ଓ ସା-ପକୁ ଦେଖୁଥିଲେ । ସେଥିପାଇଁ ସେ ସା-ପ ଧରାଳିକୁ ଡାକିଛନ୍ତି ।

ଘରର ସବୁ ଜିନିଷ ଭିତରେ ଓ ଘର ଭିତରେ ବହୁତ ଖୋଜିବା ସତ୍ବେ ବି ଯେତେବେଳେ ସା-ପ ମିଳିଲା ନାହିଁ ତେବେ ସେହି ସମୟରେ ସା-ପ ଧରିବାକୁ ଆସିଥିବା ବ୍ୟକ୍ତି ଜଣକ ଘର ଭିତରେ ପାଣି ଛାଡିଲେ । ଘରର ତଳ ଭାଗଟି ମାଟି ଥିଲା । ଯେତେବେଳେ ଘରେ ପାଣି ଭର୍ତ୍ତି ହୋଇଗଲେ ତେବେ ସା-ପଟି ମାଟି ଭିତରୁ ବାହାରିଲା । ଯାହାକୁ ଦେଖି ସେଠି ଥିବା ସବୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

କାରଣ ବହୁ ଦିନ ହେବ ସା-ପଟି ସେହି ଘର ଭିତରେ ମାଟି ତଳେ ଅର୍ଥାତ ଭୂମି ତଳେ ଥିଲା । ଯାହା ବି-ଷୟରେ ଘର ଲୋକମାନେ ବି ଜାଣି ନ ଥିଲେ । ବ୍ୟକ୍ତି ଜଣକ ଏହି ସା-ପକୁ ଘରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ସେ କହିଲେ କି ଯେତେବେଳେ ଆପଣ କୌଣସି ସା-ପ ସହ ଲାଗିବେ ସେତେବେଳେ ସା-ପ ଆପଣଙ୍କୁ ଚୋଟ ମାରିବ । ନଚେତ ସା-ପ କାହାକୁ ବିନା ଅର୍ଥରେ ଚୋଟ ମାରେ ନାହିଁ ।

ବ୍ୟକ୍ତି ଜଣକ କହିଲେ କି କେତେବେଳେ ଆପଣ ସା-ପ ଦେଖିବେ ତେବେ ତାଙ୍କ ସହିତ ଲାଗନ୍ତୁ ନାହିଁ କି ତାଙ୍କୁ ମାରନ୍ତୁ ନାହିଁ । ଏହା ଏକ କୋବ୍ରା ସା-ପ ଅଟେ । କିନ୍ତୁ ଏହା ବହୁତ ଛୋଟ ସା-ପ । କହିବାକୁ ଗଲେ ସା-ପ ଘରେ ଥିବା ମୂଷାକୁ ଖାଇବା ପାଇଁ ଘରେ ପଶି ଥିଲା ।

ବ୍ୟକ୍ତି ଜଣଙ୍କୁ କହିଲେ କି କେବେ ବି ଆପଣ ସା-ପ ଧରିବାକୁ ଚେଷ୍ଟା କରିବେ ନାହିଁ । କେବଳ ଜାଣିଥିବା ଲୋକମାନେ ହିଁ ସା-ପ ଧରନ୍ତୁ । ଘରର ଏହି ସ୍ଥାନରୁ ସା-ପ ମିଳିବା ବହୁତ ହିଁ ଆଶ୍ଚର୍ଯ୍ୟ କର ଥିଲା । କିନ୍ତୁ ଭାଗ୍ୟ ବଶତଃ ଏହି ସା-ପ କାହାକୁ ଚୋଟ ମାରି ନାହିଁ ।

Leave a Reply

Your email address will not be published. Required fields are marked *