ଆଜିକା ସମୟରେ ଲୋକ ହସିବା ଭୁଲି ଯାଇଛନ୍ତି ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସାଙ୍ଗ ବା ଘର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ଓ ବର୍ତମାନ ସମୟରେ କୋରୋନ ଭାଇରସ ଦ୍ଵାରା ଲୋକଙ୍କ ଆରଥି ଓ ମାନସିକ ସ୍ଥିତି ଏତେ ଖରାପ ହୋଇଛି ଯେ ସମସ୍ତେ କିଛି ନା କିଛି ଟେନସନରେ ଅଛନ୍ତି । ତେବେ ଆଜି ଆମେ ଆପଣଙ୍କ ମୁଡ କିଛି ଭଲ କରିବା ପାଇଁ ଏମିତି କିଛି ଜୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।
୧. ଝିଅ ନିଜ ବୟଫ୍ରେଣ୍ଡକୁ ଡଋ ଡଋ କହିଲା ମୁଁ ତମକୁ ଗୋଟେ କଥା କହିନୀ, ଗତ ମାସ ମୋର ନିର୍ବନ୍ଧ ସଋ ଯାଇଛି, ମତେ କ୍ଷମା କରି ଦିଅ ।
ପୁଅ – ଆରେ ପାଗଳ ଏତିକି କଥା, ଆଜି ଆମ ଘରେ ଚାଲ, ମୁଁ ତମକୁ ମୋ ଛୁଆଙ୍କ ସହ ଦେଖା କରେଇବି ।
୨. ଗୋଟେ ବୁଢୀ ସିନେମା ହଲରେ ଗୋଟେ କୋଲଡ୍ରିଂକ ବୋତଲ ନେଇ ବସିଥିଲା ।
କେବେ ୧୫ ମିନିଟରେ ପାଟିରେ ଲଗାଉଥିଲା କେବେ ୨୦ ମିନିଟରେ ।
ଏହା ଦେଖି ଆମ ଗୃପ ଏଡମୀନକୁ ରାଗ ଲାଗିଲା ଓ ବୁଢୀ ବୋତଲ ଆଣି ଗୋଟେ ଥରକ ସାରିକି କହିଲା ଏମିତି ପିଅନ୍ତି ।
ବୁଢୀ : କିନ୍ତୁ ପୁଅ ମୁଁ ତ ସେଥିରେ ପାନ ଛେପ ପକଉଥିଲି ।
୩. ଗାଁ ସବୁ ଲୋକ ଖୁସି ଥିଲେ ଓ ଖୁସି ହୋଇ ନାଚୁ ଥିଲେ । ସେତେବେଳେ ଗାଁ ଗୋଟେ ବ୍ୟକ୍ତି ଏହା ଦେଖିବାକୁ ପାଇଲା ଯେ ଗୋଟେ କୁକୁର ମଧ୍ୟ ତାଙ୍କ ସହ ନାଚୁଥିଲା ।
ମଣିଷ କୁକୁରକୁ ଯାଇ ପଚାରିଲା : ଆମେ ଖୁସି ଅଛୁ କାହିଁକିନା ଗାଁରେ ଲାଇନ ଆସିବ କିନ୍ତୁ ତୁ କାଇଁ ଏତେ ଖୁସି ହଉଚୁ ।
କୁକୁର : ଆରେ ଗଧ ଲାଇନ ଆସିଲେ ଖୁଣ୍ଟି ବି ଆସିବ ।
୪. ଝିଅ ସ୍କୁଟିରୁ ପୁଅ ସାମ୍ନାରେ ପଡିଲା ଓ ଲାଜ ପାଇଁ ସାଙ୍ଗେ ସାଙ୍ଗେ ଉଠିଆ ଠିଆ ହୋଇ ଗଲା ।
ପୁଅ – ଓ ମାଈଗଡ ଟମୁକୁ ଲାଗିନୀ ତ ?
ଝିଅ – ନା ମୁଁ ସ୍କୁଟିରୁ ଏମିତି ସବୁବେଳେ ଓଲ୍ହାଏ
୫. ଗର୍ଲଫ୍ରେଣ୍ଡ – ମୋ ମାକୁ ତମେ ବହୁତ ପସନ୍ଦ ଅଛ !
ବୟଫ୍ରେଣ୍ଡ – ହଟ ପାଗଳ, କିଛି ବି ହେଇଯାଉ ମୁଁ ତମକୁ ହି ବିବାହ କରିବି । ନିଜ ମାକୁ କହିଦିଅ ମତେ ଭୁଲି ଯାନ୍ତୁ ।
୬. ଝିଅ – ମୋ ଓଠ କେତେ ଖରାପ ଅଛନ୍ତି ।
ଡକ୍ଟର – ପ୍ଲାଷ୍ଟିକ ସର୍ଜରୀ କରି ଦିଅ
ଝିଅ – କେତେ ଖର୍ଚ ହବ
ଡକ୍ଟର – ୬ ଲକ୍ଷ ଟଙ୍କା
ଝିଅ – ଯଦି ପ୍ଲାଷ୍ଟିକ ମୁଁ ନେଇ ଆସିବି ତେବେ କେତେ ଲାଗିବ
ଡକ୍ଟର – ପ୍ଲାଷ୍ଟିକ ସାଫ ଫେବିକୋଲ ମଧ୍ୟ ନେଇ ଆସିବ ଫ୍ରିରେ ଲଗେଇ ଦେବୀ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।