ଝିଅଟି ନିଜ ବୟଫ୍ରେଣ୍ଡକୁ ଡଋ ଡଋ କହିଲା ମୁଁ ତମକୁ ଗୋଟେ କଥା କହିନୀ, ଗତ ମାସ ମୋର ନିର୍ବନ୍ଧ ସଋ ଯାଇଛି, ଏହା ଶୁଣି ପୁଅଟି କହିଲା…

ଆଜିକା ସମୟରେ ଲୋକ ହସିବା ଭୁଲି ଯାଇଛନ୍ତି ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସାଙ୍ଗ ବା ଘର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ଓ ବର୍ତମାନ ସମୟରେ କୋରୋନ ଭାଇରସ ଦ୍ଵାରା ଲୋକଙ୍କ ଆରଥି ଓ ମାନସିକ ସ୍ଥିତି ଏତେ ଖରାପ ହୋଇଛି ଯେ ସମସ୍ତେ କିଛି ନା କିଛି ଟେନସନରେ ଅଛନ୍ତି । ତେବେ ଆଜି ଆମେ ଆପଣଙ୍କ ମୁଡ କିଛି ଭଲ କରିବା ପାଇଁ ଏମିତି କିଛି ଜୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

Image Courtesy: Google

୧. ଝିଅ ନିଜ ବୟଫ୍ରେଣ୍ଡକୁ ଡଋ ଡଋ କହିଲା ମୁଁ ତମକୁ ଗୋଟେ କଥା କହିନୀ, ଗତ ମାସ ମୋର ନିର୍ବନ୍ଧ ସଋ ଯାଇଛି, ମତେ କ୍ଷମା କରି ଦିଅ ।

ପୁଅ – ଆରେ ପାଗଳ ଏତିକି କଥା, ଆଜି ଆମ ଘରେ ଚାଲ, ମୁଁ ତମକୁ ମୋ ଛୁଆଙ୍କ ସହ ଦେଖା କରେଇବି ।

୨. ଗୋଟେ ବୁଢୀ ସିନେମା ହଲରେ ଗୋଟେ କୋଲଡ୍ରିଂକ ବୋତଲ ନେଇ ବସିଥିଲା ।

କେବେ ୧୫ ମିନିଟରେ ପାଟିରେ ଲଗାଉଥିଲା କେବେ ୨୦ ମିନିଟରେ ।

ଏହା ଦେଖି ଆମ ଗୃପ ଏଡମୀନକୁ ରାଗ ଲାଗିଲା ଓ ବୁଢୀ ବୋତଲ ଆଣି ଗୋଟେ ଥରକ ସାରିକି କହିଲା ଏମିତି ପିଅନ୍ତି ।

ବୁଢୀ : କିନ୍ତୁ ପୁଅ ମୁଁ ତ ସେଥିରେ ପାନ ଛେପ ପକଉଥିଲି ।

Image Courtesy: Google

୩. ଗାଁ ସବୁ ଲୋକ ଖୁସି ଥିଲେ ଓ ଖୁସି ହୋଇ ନାଚୁ ଥିଲେ । ସେତେବେଳେ ଗାଁ ଗୋଟେ ବ୍ୟକ୍ତି ଏହା ଦେଖିବାକୁ ପାଇଲା ଯେ ଗୋଟେ କୁକୁର ମଧ୍ୟ ତାଙ୍କ ସହ ନାଚୁଥିଲା ।

ମଣିଷ କୁକୁରକୁ ଯାଇ ପଚାରିଲା : ଆମେ ଖୁସି ଅଛୁ କାହିଁକିନା ଗାଁରେ ଲାଇନ ଆସିବ କିନ୍ତୁ ତୁ କାଇଁ ଏତେ ଖୁସି ହଉଚୁ ।

କୁକୁର : ଆରେ ଗଧ ଲାଇନ ଆସିଲେ ଖୁଣ୍ଟି ବି ଆସିବ ।

୪. ଝିଅ ସ୍କୁଟିରୁ ପୁଅ ସାମ୍ନାରେ ପଡିଲା ଓ ଲାଜ ପାଇଁ ସାଙ୍ଗେ ସାଙ୍ଗେ ଉଠିଆ ଠିଆ ହୋଇ ଗଲା ।

ପୁଅ – ଓ ମାଈଗଡ ଟମୁକୁ ଲାଗିନୀ ତ ?

ଝିଅ – ନା ମୁଁ ସ୍କୁଟିରୁ ଏମିତି ସବୁବେଳେ ଓଲ୍ହାଏ

୫. ଗର୍ଲଫ୍ରେଣ୍ଡ – ମୋ ମାକୁ ତମେ ବହୁତ ପସନ୍ଦ ଅଛ !

Image Courtesy: Google

ବୟଫ୍ରେଣ୍ଡ – ହଟ ପାଗଳ, କିଛି ବି ହେଇଯାଉ ମୁଁ ତମକୁ ହି ବିବାହ କରିବି । ନିଜ ମାକୁ କହିଦିଅ ମତେ ଭୁଲି ଯାନ୍ତୁ ।

୬. ଝିଅ – ମୋ ଓଠ କେତେ ଖରାପ ଅଛନ୍ତି ।

ଡକ୍ଟର – ପ୍ଲାଷ୍ଟିକ ସର୍ଜରୀ କରି ଦିଅ

ଝିଅ – କେତେ ଖର୍ଚ ହବ

ଡକ୍ଟର – ୬ ଲକ୍ଷ ଟଙ୍କା

ଝିଅ – ଯଦି ପ୍ଲାଷ୍ଟିକ ମୁଁ ନେଇ ଆସିବି ତେବେ କେତେ ଲାଗିବ

ଡକ୍ଟର – ପ୍ଲାଷ୍ଟିକ ସାଫ ଫେବିକୋଲ ମଧ୍ୟ ନେଇ ଆସିବ ଫ୍ରିରେ ଲଗେଇ ଦେବୀ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *