ସବୁ ରାତିରେ ଗୋଟେ ସମୟରେ ନିଦ ଭାଙ୍ଗୁଛି ଯଦି ବୁଝି ନିଅନ୍ତୁ ଭଗବାନ ଦେଉଛନ୍ତି ଏହି ସଙ୍କେତ

ବନ୍ଧୁଗଣ ସବୁରାତିରେ ଯଦି କୌଣସି ନିର୍ଦ୍ଧିଷ୍ଟ ସମୟରେ ନିଦ ଭାଙ୍ଗୁଛି ତ ଏହା ପରମାତ୍ମାଙ୍କ ତରଫରୁ  କିଛି ସଙ୍କେତ ମିଳୁଛି । ଧର୍ମ ଗ୍ରନ୍ଥରେ ଭଗବାନଙ୍କ ତରଫରୁ ମିଳୁଥିବା ସଙ୍କେତ ବିଷୟରେ ଆଲୋଚନା କରିବା । ଏମିତି କେତେକ ସକେଟ ବିଷୟରେ କହିବାକୁ ଯାଉଛୁ । ପରମାତ୍ମା ରାତ୍ରିକାଳରେ କିଛି ସଙ୍କେତ ଦେଇଥାନ୍ତି । କଣ ଆପଣଙ୍କ ନିଦ କୌଣସି ନିର୍ଦ୍ଧିଷ୍ଟ ସମୟରେ ଭାଙ୍ଗୁଛି । ମାନ୍ୟତା ଅନୁସାରେ କିଛି ଗୁରୁତ୍ଵପୂର୍ଣ ସଙ୍କେତ ମିଳୁଥାଇପାରେ ବ କିଛି ଦେବୀ ଶକ୍ତିର ପ୍ରଭାବବି ହୋଇପାରେ । କେଉଁ ସମୟରେ ନିଦ ଭାଙ୍ଗିଲେ କଣ କାରଣ ହୋଇଥାଏ ।

ଯେଉଁ ଲୋକଙ୍କର ନିଦ ନିର୍ଦ୍ଧିଷ୍ଟ ସମୟରେ ଭାଙ୍ଗୁଛି ଓ ଡଋ ବା ଭୟରେ ଭାଙ୍ଗୁଛି ନିଦ ଏହି ସଙ୍କେତ ତାଙ୍କ ପାଇଁ ଅଟେ । ଭଗବାନ ନିଜେ ଆସି କିଛି ସଙ୍କେତ ଦେବେ ନାହିଁ । ସେ ସ୍ଵପ୍ନା ମାଧ୍ୟମରେ କି କିଛି ସଙ୍କେତ ମାଧ୍ୟମରେ କହିବେକୀ କିଛି ଖରାପ ଓ ଭଲ ହେବାକୁ ଯାଉଛୁ । ଯଦି ଆପଣ ସବୁ ରାତ୍ରିରେ ୩ ରୁ ନେଇ ୫ ରେ ହଠାତ  ନିଦ ଭାଙ୍ଗୁଛି ଆପଣଙ୍କ ପାଇଁ କିଛି ଦୁଃଖର ଇସାରା ବି ହୋଇପାରେ । ଶାରୀରିକ କଷ୍ଟର ସଙ୍କେତ ବି ହୋଇପାରେ ଏହା ସହିତ କିଛି ନକରାତ୍ମକ ଶକ୍ତିର ପ୍ରଭାବ ରହିପାରେ ।

ସେଥିପାଇଁ ଏହି ଉପାୟ ନିଶ୍ଚିତ ରୂପେ କରିବେ । ଗୁଗଳରେ ଅଗ୍ନି ଲଗାଇ ଘରେ ଧୂଆଁ କରି ଘରସାରା ବୁଲାନ୍ତୁ । ଏହାଦ୍ବାରା ଯାହାବି ନକରାତ୍ମକ ଶକ୍ତିଥିବା ଦୂର ହୋଇଯିବ ଓ ଆପଣଙ୍କ ଘରେ ପଜେଟିଭ ଏନର୍ଜିର ବାସ ହେବ ।   ଯଦି ସବୁରାତିରେ ୯ ରୁ ୧୧ ପର୍ଯ୍ୟନ୍ତ ନିଦ ହେଉନି ତାର ବି କିଛି ସଙ୍କେତ ଥାଇପାରେ । ଏହି ସମୟ ଶୋଇବାର ସବୁଠୁ ଭଲ ସମୟ କୁହାଯାଏ । ଏହି ସମୟରେ ନିଦ ଣ ଆସିବାର କାରଣ ଚିନ୍ତା ଓ ଟେନସନ ହୋଇପାରେ, ସେଥିପାଇଁ ଆପଣଙ୍କୁ ଈଶ୍ଵରୀୟ ଧ୍ୟାନ କରିବା ଉଚିତ ।

ଯେବେ ଆପଣ ୯ ରୁ ୧୧ ଭିତରେ ସୋଇଯାଉଛନ୍ତି, ସେତେବେଳେ ଆପଣଙ୍କୁ ଭଗବାନ ନାରାୟଣଙ୍କର ସ୍ମରଣ କରିବା ଉଚିତ । ସେଥିପାଇଁ ଆପଣ ଶୋଇବା ସମୟରେ ଦ୍ଵାଦଶ  ଅକ୍ଷର ମନ୍ତ୍ର ” ଓଂ ନମଃ ଭଗବତେ ବାସୁଦେବାୟ ”  କରି କରି ସୋଇବେ । ଏଥିରେ ସୁଖ ସମୃଦ୍ଧି ଆସିବା ସହିତ ପରମାତ୍ମାଙ୍କ କୃପା ରହିବା । ଶୋଇବା ସମୟରେ କିଛି ମନ୍ତ୍ର ଜପ କରି କରି ସୋଇଯାଉ ତ ପୁରା ରାତି ମନ୍ତ୍ର ଜପ କରିବାର ପୂଣ୍ୟ ମିଳିଥାଏ ।

ଯଦି ଆପଣଙ୍କର ନିଦ ୧୧ ରୁ ୧ ମଧ୍ୟରେ ଭାଙ୍ଗୁଛି ତ ଏହି ସମୟରେ ପବିତ୍ର ମନ୍ତ୍ରର ଜପ କରନ୍ତୁ ଓ ପରମଆତ୍ମାର ସ୍ମରଣ କରନ୍ତୁ । ସମସ୍ତଙ୍କ ଭୁଲକୁ କ୍ଷମା କରିବାର ଅଭ୍ଯାସ କରନ୍ତୁ । ଯଦି ଆପଣ କାହାକୁ କ୍ଷମା କରୁଛନ୍ତି ତ ତାର ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ । ତାଙ୍କ ଆଶୀର୍ବାଦ କାରଣରୁ ଆପଣଙ୍କ ଜୀବନରେ କୌଣସି ପ୍ରକାର ଚିନ୍ତା ଉତ୍ପନ ହୋଇନଥାଏ । ଧ୍ୟାନ ରଖନ୍ତୁ   ଯଦି ୧୧ ରୁ ୧ ପର୍ଯ୍ୟନ୍ତ ନିଦ ଭାଙ୍ଗୁଛି ତ ଆପଣଙ୍କ ପାଇଁ କିଛି ବିଶେଷ ସଙ୍କେତ ହୋଇପାରେ ।

ଯଦି ଆପଣଙ୍କ ନିଦ ୧ ରୁ ୩ ଟା ମଧ୍ୟରେ ଭାଙ୍ଗୁଛି ଏହା ମଧ୍ୟ ରାତ୍ରି ସମୟ ଅଟେ ଯାହାକି ବହୁତ ଶକ୍ତିଶାଳୀ ହୋଇଥାଏ । ସେଥିଲାଗି ବିଶେଷ ରୂପରେ ଇଷ୍ଟ ଦେବଙ୍କ ସ୍ମରଣ କରିବା ଉଚିତ । ଏହି ସମୟରେ ସବୁ ତନ୍ତ୍ର କାମ ସମ୍ପର୍ଣ କରାଯାଏ । ଯଦି ହଠାତ ନିଦ ଭାଙ୍ଗୁଛି ବିଶିଷ୍ଟ ଓ ଦୁର୍ଲଭ ସଂଯୋଗ ଆପଣଙ୍କ ସହୀତ ହୋଇପାରେ । ପରମାତ୍ମା କିଛି ସଙ୍କେତ ଦେବାକୁ ଚହୁଁଛନ୍ତି ଏହି ସମୟରେ ।  ଆପଣ ଭଗବାନଙ୍କର ସ୍ମରଣ କରନ୍ତୁ , ଯଦି ସ୍ମରଣ କରିବେ ପରମାତ୍ମା ଆପଣଙ୍କୁ ସାହାର୍ଯ୍ୟ କରିବା ପାଇଁ ଆସିବେ । ଜୀବନରେ ଯାହାବି ଦୁଃଖ କି ପୀଡା ଆସିବ ସେ ତାହା ଦୂର କରିବେ ।

Leave a Reply

Your email address will not be published. Required fields are marked *