ଏମିତି ଚୁଡି ପିନ୍ଧିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ହୋଇଥାଏ ଭାଗ୍ୟ ପରିବର୍ତ୍ତନ

ଦୁନିଆ ସାରା ବହୁ ମହିଳା ଯେଉଁ ମାନେ ବିବାହ ପରେ ନିଜ ହାତରେ ଚୁଡି ପିନ୍ଧିଥାନ୍ତି । ଆଜି ମୁଁ ଆପଣଙ୍କୁ ଚୁଡି ସମ୍ବନ୍ଧିତ କିଛି ଏମିତି କଥା କହିବି ଯାହା ଆପଣଙ୍କ ସହ ସହ ଆପଣଙ୍କ ସ୍ୱାମୀଙ୍କୁ ମଧ୍ୟ ଧନବାନ ବନେଇଦେବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ସର୍ବ ପ୍ରଥମେ କୌଣସି ବିବାହିତ ନାରୀ ତମ୍ବାର ଅଭୂଷଣ ପିନ୍ଧିବା କଥା ନୁହଁ ଏବଂ ତମ୍ବାର ଆଙ୍ଗୁଠି ଅବା ଚୁଡି ବିଲକୁଲବି ପିନ୍ଧିବା କଥା ନୁହଁ । ନହଲେ ହାନି ହୋଇପାରେ ।

କୁହାଯାଏ ଚୁଡି ପିନ୍ଧିବା ସମୟରେ ଯଦି ହଠାତ ଭାଙ୍ଗି ଯାଏ ତେବେ ସିଧା ତାକୁ କୌଣସି ଜାଗାରେ ଫିଙ୍ଗନ୍ତୁ ନାହିଁ, କାରଣ ଏହା ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ ।

ଏଥିପାଇଁ ଆପଣ ସେହି ଭଙ୍ଗା ଚୁଡିକୁ ୩ଥର ନିଜ ମଥାରେ ଲଗାନ୍ତୁ ଅବା ୩ଥର ସେହି ଚୁଡିକୁ ଚୁମନ୍ତୁ ଓ ତାପରେ କୌଣସି କାଗଜ ଅବା ଜରିରେ ଗୁଡ଼ାଇ ଆପଣ ଏହାକୁ ଡସ୍ତବିନରେ ପକାଇ ପାରନ୍ତି । କୁହାଯାଏ ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀକୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡେନାହିଁ ।

ବେଳେ ବେଳେ ଫାଟି ଥିବା ଚୁଡି ଆସିଯାଏ ଏବଂ ଯାହା ହାଲକା ଫାଟି ଥିବ ତାକୁ ସ୍ତ୍ରୀ ଲୋକମାନେ ନିଜ ହାତରେ ପିନ୍ଧି ନିଅନ୍ତି, କିନ୍ତୁ ଏମିତି ଆପଣଙ୍କୁ ବିଲକୁଲବି କରିବା କଥା ନୁହଁ । ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ପାଇଁ ଦୁର୍ଭାଗ୍ୟ ନେଇ ଆସିଥାଏ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଅଛି ମହିଳାଙ୍କ ଦୁଇ ହାତରେ ଏକ ସମାନ ଚୁଡି ପିନ୍ଧିବା କଥା ନୁହଁ ।

ଏହାର ଅର୍ଥ ହେଲା ଡାହାଣ ହାତରେ ଆପଣ ଯେତିକି ଚୁଡି ପିନ୍ଧିଛନ୍ତି ବାମ ହାତରେ ଆପଣ ତାଠୁ ୧ରୁ୨ଟା ଚୁଡି ଅଧିକ ପିନ୍ଧିବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ସ୍ୱାମୀଙ୍କୁ ବହୁତ ଲାଭ ମିଳିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *