ଆପଣଙ୍କର ଝିଅ ହେବ କିମ୍ବା ପୁଅ ? ଏହା ଆପଣ ଅଲ୍ଟ୍ରାସାଉଣ୍ଡ ବିନା ମଧ୍ୟ ଜାଣିପାରିବେ, ଜାଣନ୍ତୁ କେମିତି

ଆଜିର ଯୁଗ ହେଉଛି କମ୍ପ୍ୟୁଟର ର ଯୁଗ । ପ୍ରତ୍ୟେକ କାର୍ଯ୍ୟ ଯନ୍ତ୍ର ଦ୍ୱାରା ସମ୍ଭବ । ମାନବ ର ଅଧିକାଂଶ କାର୍ଯ୍ୟ ଆଜି ଯନ୍ତ୍ର ଟିଏ ହିଁ କରୁଛି । ଏପରି ଯୁଗରେ ଚିକିତ୍ସା ବିଜ୍ଞାନ ପ୍ରତି ମଧ୍ୟ ଯନ୍ତ୍ର ର ଅବଦାନ ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ । ତେବେ ଆସନ୍ତୁ ଆଜି ଆମେ ଏପରି ଏକ ଗାଣିତିକ ସୂତ୍ର ସମ୍ପର୍କରେ ଜାଣିବା ଯାହା କୌଣସି ଚିକିତ୍ସା ବିଜ୍ଞାନ ସହ ଜଡିତ ଯନ୍ତ୍ର ର କାର୍ଯ୍ୟ ଦକ୍ଷତା ସହ ସମାନ ।ଚିକିତ୍ସା ବିଜ୍ଞାନ ରେ ବ୍ୟବହୃତ ଅଲ୍ଟ୍ରାସାଉଣ୍ଡ ନାମକ ଯନ୍ତ୍ର ର କାର୍ଯ୍ୟ ଏହି ଗାଣିତିକ ସୂତ୍ର କରିଦେଇପାରେ ।

ଆପଣ ଏହି ସୂତ୍ର କୁ ବ୍ୟବହାର କରି ଜାଣିପାରିବେ ଯେ ଜଣେ ଗର୍ଭବତୀ ଙ୍କର ଭବିଷ୍ୟତରେ ଯେଉଁ ପିଲାଟିଏ ଜନ୍ମ ଗ୍ରହଣ କରିବାକୁ ଯାଉଛି, ତାହା ପୁଅ ହେବ ଅବା ଝିଅ ।

ପ୍ରଥମେ ଆପଣ ଯେଉଁ ଗର୍ଭବତୀ ଙ୍କର ସନ୍ତାନ କଣ ହେବାକୁ ଯାଉଛି ତାହା ନିର୍ଣ୍ଣୟ କରିବାକୁ ଚାହାନ୍ତି, ତାଙ୍କର ସମ୍ପୂର୍ଣ୍ଣ ନାମ ଟି ଲେଖିବେ । ଏହାପରେ ନାମରେ ଥିବା ସମସ୍ତ ଅକ୍ଷର ସଂଖ୍ୟା ନିର୍ଣ୍ଣୟ କରିବେ ।

ଏହାପରେ ତାଙ୍କର ଇଂରାଜୀ ଜନ୍ମ ମାସ କଣ ତାହା ପଚାରି ବୁଝିବେ । ଜନ୍ମମାସ ଜାଣିସାରିବା ପରେ ସେହି ମାସର କ୍ରମାଙ୍କ ନିର୍ଣ୍ଣୟ କରିବେ । ଯଥା : ଜାନୁଆରୀ ପାଇଁ ୧ , ଫେବୃଆରୀ ପାଇଁ ୨ ,ଏହିପରି ଭାବରେ ।

ଏହାପରେ ନାମରେ ଥିବା ଅକ୍ଷର ସଂଖ୍ୟା ସହ ମାସର କ୍ରମାଙ୍କ କୁ ଯୋଗ କରିବେ । ଏହି ଯୋଗଫଳ ସହ ୫୫ ଯୁକ୍ତ କରିବେ ।ଯେଉଁ ଯୋଗଫଳ ବାହାରିବ, ତା ସହ ୮ କୁ ହରଣ କରିବେ ।ବର୍ତ୍ତମାନ ଆପଣ ଭାଗଶେଷ କୁ ଲକ୍ଷ୍ୟ କରିବେ । ଯଦି ଭାଗଶେଷ ୧, ୩ ,୫ ହୁଏ ତେବେ ଭବିଷ୍ୟତରେ ପୁତ୍ର ସନ୍ତାନ ଟିଏ ଗର୍ଭବତୀ ପ୍ରସବ କରିବେ ।

ଯଦି ଭାଗଶେଷ ୨, ୪, ୬ ହୁଏ ତେବେ ଗର୍ଭବତୀ ମହିଳା ଭବିଷ୍ୟତରେ କନ୍ୟା ସନ୍ତାନ କୁ ଜନ୍ମ ଦେବେ । ଏବେ ମନେରଖନ୍ତୁ, ଯଦି ଭାଗଶେଷ ୦ କିମ୍ବା ୭ ହୁଏ ତେବେ ମହିଳା ଜଣଙ୍କର ମୃତ ଶିଶୁ ଜନ୍ମ ହେବାର ସମ୍ଭାବନା ରହିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *