ଏମିତି ଗାଁ ଯେଉଁଠି ଲୋକ ରୁହନ୍ତି ବିନା ବସ୍ତ୍ରରେ ତ କେଉଁଠି ଝିଅମାନେ ରୋଗରେ ପଡିଲେ ହୋଇଯାନ୍ତି ପୁଅ !

ଦୁନିଆ ବହୁତ ବଡ ଅଟେ ଏମିତି କିଛି ଜାଗା ଅଛି ଯାହା ବିଷୟରେ କେହି ଜାଣି ନାହାନ୍ତି ବା କେଉଁ ବହି ରେ ଲେଖା ହୋଇ ନାହିଁ । ତେବେ ଏମିତି ବହୁତ ଲୋକ ଅଛନ୍ତି ଯିଏ ବୁଲିବା ପସନ୍ଦ କରନ୍ତି ଏବଂ ନୂଆ ଜାଗା ଖୋଜି ବାହାର କରିବା ତାଙ୍କ ସ୍ଵପ୍ନ ହୋଇଥାଏ । ତେବେ କିଛି ଜାଗା ବହୁତ ବିଶେଷ ଓ ଏହି ବିଶେଷତା ଭଗବାନ ତାଙ୍କୁ ଦେଇଥାନ୍ତି ଯାହା ଆମ ପାଇଁ ଆଶ୍ଚର୍ଜ୍ଯାଜନକ ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜାଗା ବିଶେଷତା ବିଷୟରେ କୁହା ଯାଇଛି ।

ଏହି ଜାଗା ବିଶେଷତା ଏହା ଅଟେ ଯେ ଏଠାରେ କେବଳ ମହିଳାମାନେ ରୁହନ୍ତି ବା ଏଠାରେ ରହିବା ଲୋକ ବିନା ବସ୍ତ୍ର ରୁହନ୍ତି, ଗୋଟେ ଜାଗା ଏମିତି ବି ଅଛି ଯେଉଁଠି ଝିଅମାନଙ୍କୁ ରୋଗ ହେଲେ ସେ ପୁଅ ହୋଇଯାନ୍ତି ।

ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏହା ସତ ଅଟେ, ତେବେ ଆଜି ଆମେ ଆପଣଙ୍କୁ ଏହି ଜାଗା ଗୁଡିକ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ ।

ଯେଉଁଠି ପୁରୁଷ ଦୁର୍ଭାଗ୍ୟଶାଳୀ ଅଟନ୍ତି :

ମେଘାଲୟ ରେ ଗୋଟେ ଗାଁ ଅଟେ ମାଲୱିନାଙ୍ଗ, ଏହା ରାଜଧାନୀ ଶିଲାଙ୍ଗ ଠାରୁ ୯୦ କିଲୋମିଟର ଦୂର ଅଟେ, ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟ ଶୀମାରେ ଉପସ୍ଥିତ ଏହି ଗାଁ ପୁରା ଏସିଆ ରେ ନିଜ ସ୍ବଚତା ପାଇଁ ପ୍ରସିଦ୍ଧ ଅଟେ । ଖବର ଅନୁଯାଇ ଏଠାରେ ଝିଅମାନେ ସବୁକିଛି, ଏଠାରେ ଝିଅମାନେ ଏଠାରେ ରାଣି ଅଟନ୍ତି, ଅନ୍ୟ କଥା ଅନୁଯାଇ ଆପଣ ମଧ୍ୟ ଏହା କହି ପାରନ୍ତି ଏହି ଗାଁ ମହିଳା ପ୍ରଧାନ ଅଟେ । ଏଠାରେ ଛୁଆ ମଧ୍ୟ ମା ନା ସରନେମ ଲଗାନ୍ତି, ଏଠାରେ ଝିଅମାନେ ସମ୍ପତି ଉତ୍ତରଆଧିକାରୀ ହୋଇଥାନ୍ତି, ଏହି ଜାଗା ରେ ଝିଅମାନଙ୍କୁ ସବୁ କାମ ପାଇଁ ଆଜାଦୀ ଦିଆ ଯାଇଥାଇ ।

ଯେଉଁ ଜାଗାରେ ଛୁଆ ଜନ୍ମ ନିଅନ୍ତି ନାହିଁ :

ତାମିଲନାଡୁ ମଦୁରାଇ ସିରୁମଲାଇ ପାହାଡ଼ ରେ ଗୋଟେ ଗାଁ ଅଛି ଯାହା ନା ମିନାକ୍ଷିପୁରମ ଅଟେ, ଖବର ଅନୁଯାଇ ଏହି ଗାଁରେ ଛୁଆ ଜନ୍ମ ହୁଅନ୍ତି ନାହିଁ, ଏଠାରେ ମହିଳାମାନେ ସପ୍ତମ ମାସ ଗର୍ଭବତୀ ହେଲା ପରେ ଗୋଟେ ପୂଜା କରନ୍ତି ଓ ପାହାଡ ଛାଡି ଚାଲି ଯାନ୍ତି ଏବଂ ଏହା ପରେ ଖୋଲା ଜାଗାକୁ ଯାଇଥାନ୍ତି । ଏହା ପରେ ପ୍ରସବ ପରେ ଛୁଆ ସହ ଗାଁକୁ ଫେରିଥାନ୍ତି, ଏହା କିଛି ପରମ୍ପର ନୁହ ଏହାର ସତ କଥା ଏହା ଯେ ଏଠାରେ କୌଣସି କ୍ଲିନିକ ନାହିଁ ।

ଏଠି ନିବସ୍ତ୍ର ରୁହନ୍ତି ଲୋକ

ହର୍ଟଫର୍ଡସାୟରର ବ୍ରିକେଟବୁଡରେ ଏକ ଗାଁ ଅଚଚି ଯାହାର ନାମ ହେଉଛି ସ୍ପିଲପ୍ଲାଟଜ । ଦୈନିକ ଭାସ୍କର ଅନୁସାରେ ଏହି ଗାଁରେ ୮୫ ବର୍ଷରୁ ଲୋକ ବିନା ବସ୍ତ୍ରରେ ରହୁଛନ୍ତି । ଏହି ଗାଁ ରେ ୫୫ଟି ଗହର ଅଚଚି । ଯଦିଓ ଅଧିକ ଥଣ୍ଡା ହେଲେ କପଡା ପିନ୍ଧିବା ପାଇଁ ଅନୁମତି ଅଛି କିନ୍ତୁ ତଥାପି ସେମାନେ ନ୍ୟାମକୁ ପାଳନ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *