ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଚେହେରା ସବୁ ଦିନ ପାଇଁ ଗୋରା ହୋଇଯିବ, ଏହି ଉପାୟ ପାଇଁ ଆପଣଙ୍କୁ ୪ଟି ଜିନିଷ ଆବଶ୍ୟକ ଅଟେ ବେସନ, ଗୁଲାବ ଜଲ, ହଳଦୀ ଏବଂ ଏଲୋବେରା ଜେଲ । ଏହି ସବୁ ଜିନିଷ ରେ କେତେ ଏମିତି ଗୁଣ ଥାଏ ଯାହା ଆମ ଚେହେରା କୁ ଅସନା ସଫା କରିବା ପାଇଁ ସାହାଜ୍ଯ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ଯାହା ବିଧି ଦ୍ଵାରା ଆପଣଙ୍କୁ ଗୋରା ଓ ସଫା ଚେହେରା ମିଳିବ ।

Image Courtesy: Google
ତେବେ ଏହି ଉପାୟ ପାଇଁ ଆପଣଙ୍କୁ ଗୋଟେ ଗିନାରେ ଅଧା ଚାମଚ ହଳଦୀ, ଗୋଟେ ଚାମଚ ବେସନ, ଗୋଟେ ଚାମଚ ଏଲୋଭେରା ଏବଂ ଗୋଟେ ଚାମଚ ଗୋଲାପ ଜଳ ମିସାନ୍ତୁ ଓ ପେଷ୍ଟ ବନାନ୍ତୁ । ପେଷ୍ଟ ବନେଇଲା ପରେ ଏହି ପେଷ୍ଟ କୁ ନିଜ ଚେହେରା ଉପରେ ଲଗାନ୍ତୁ, ଓ ୧୫ ମିନିଟ ପର୍ଯ୍ୟନ୍ତ ସୁଖିବା ପାଇଁ ଛାଡି ଦିଅନ୍ତୁ । ଏବେ ଶୁଖିଲା ପରେ ଚେହେରାକୁ ଥଣ୍ଡା ପାଣି ରେ ଧୋଇ ନିଅନ୍ତୁ, ସପ୍ତାହ ରେ ୩ ଥର ଏମିତି କଲେ ଆପଣଙ୍କ ଚେହେରା ରଙ୍ଗ ସଫା ହୋଇଥାଏ ଏବଂ ଏହି ଉପାୟ ପ୍ରଥମ ବ୍ୟବହାର ପରେ ଆପଣଙ୍କୁ ଭଲ ଅନୁଭବ ହବ ।

Image Courtesy: Google
ତେବେ ଏହି ଖବର ଆପଣଙ୍କୁ ବହୁତ ପସନ୍ଦ ଆସିଛି ତେବେ ଏହାକୁ ବ୍ୟବହାର କରନ୍ତୁ ଓ ନିଜ ପରିବାର ଏବଂ ଅନ୍ୟ ପ୍ରିୟ ଲୋକଙ୍କୁ ଏହି ବିଧି କୁହନ୍ତୁ ଯାହା ଦ୍ଵାରା ତାଙ୍କୁ ମଧ୍ୟ ଏହି ଉପାୟର ଲାଭ ପ୍ରାପ୍ତ ହବ, ଯଦି ଆପଣ ଚେହେରା ସମ୍ବନ୍ଧିତ ଅନ୍ୟ କିଛି କଥା ଜାଣିବା ପାଇଁ ଚାହନ୍ତି ତେବେ ଆପଣ ଆମକୁ ଏହି ବାବଦରେ ପ୍ରଶ୍ନ ପଚାରି ପାରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।