ଏମିତି କଣ ଯାହା ରାତିରେ କାନ୍ଦି ଥାଏ ଓ ଦିନରେ ସୋଇଥାଏ ? କଣ ଆପଣ ଜାଣିଛନ୍ତି କି ଏହି ଢଗ ର ଅର୍ଥ କଣ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଢଗ ନେଇକି ଆସିଛୁ । ଯାହାର ଅର୍ଥ ହୁଏ ତ ଆପଣ ମାନେ ଜଣାଇ ନ ଥିବେ । ଯଦି ଜାଣିଥିବେ ତେବେ ହୁଏ ତ ସଠିକ ସମୟରେ ଦେଇପାରୁ ନ ଥିବେ । ଏହି ସବୁ ଢଗ ବା ପହେଲିୟା ବହୁତ ମଜାଦାର ଅଟେ । ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆନନ୍ଦ ହେବେ । ଏହାର ସଠିକ ଅର୍ଥ ବୁଝି ପାରିଲେ ଆପଣଙ୍କ କାମରେ ନିଶ୍ଚୟ ଆସିବ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଏମିତି କେଉଁ ଜିନିଷ ଅଛି ଯିଏ ନିଜେ ଦେଖିପାରେ ନାହିଁ କିନ୍ତୁ ଅନ୍ୟ କୁ ରସତା ଦେଖାଇ ଥାଏ ?

ଉତ୍ତର- ଲାଠି ।

2- ଏମିତି କେଉଁ ଜିନିଷ ଅଛି ଯାହାର ଛାଇ ନାହିଁ ?

ଉତ୍ତର- ରାସ୍ତା ।

3- ଏମିତି କେଉଁ ଜିନିଷ ଅଛି ଯାହା ଗରମ ହେଉ କି ଥଣ୍ଡା ସର୍ବଦା ଥଣ୍ଡା ରହିଥାଏ ?

ଉତ୍ତର- ବରଫ ।

4- ଏମିତି କଣ ଯାହା ମରିବା ଯାଏଁ ଆମ ପିଛା ଛାଡେ ନାହିଁ ?

ଉତ୍ତର- ଆମ ଅତୀତ ।

5- ଏମିତି କେଉଁ କାମ ଯାହା ମଣିଷ ମୃତ୍ୟୁ ପରେ ମଧ୍ୟ କରି ପାରିବ ?

ଉତ୍ତର- ଅଙ୍ଗ ଦାନ ।

7- ଏମିତି କିଏ ସେ ଯିଏ ଆପଣଙ୍କର ରାଣୀ କିନ୍ତୁ ସେ ଘର ତାର ନୁହେଁ ?

ଉତ୍ତର- ଚାକରାଣୀ ।

8- ପିଲାଙ୍କର ଏମିତି କେଉଁ ଖେଳଣା ଯାହାକୁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ମଧ୍ୟ କିଣି ପାରିବ ନାହିଁ ?

ଉତ୍ତର- ଚାନ୍ଦ ମାମା ।

9- ଏମିତି କଣ ଯାହା ରାତିରେ କାନ୍ଦି ଥାଏ ଓ ଦିନରେ ସୋଇଥାଏ ?

ଉତ୍ତର- ମହମବତୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *