ଏମିତି କଣ କରିଲେ ଝିଅ ନିଜେ ଆସି Purpose କରିବ… 6 interesting Love Tricks

ବନ୍ଧୁଗଣ ଅନେକ ସମୟରେ ଆମେ ଦେଖିବାକୁ ବା ଶୁଣିବାକୁ ପାଇଥାଉ । ଯେ ପୁଅ ମାନେ ହିଁ ପ୍ରଥମେ ଝିଅ ମାନଙ୍କୁ ପ୍ରପୋଜ କରିଥାନ୍ତି । ସେମାନଙ୍କୁ ନିଜ ମନର କଥା ଆଗେ ଆସି କହିଥାନ୍ତି । ଯେଉଁଠାରେ କି ବହୁତ କମ କ୍ଷେତ୍ରରେ ଝିଅ ମାନେ ପୁଅଙ୍କୁ ଆସି ପ୍ରପୋଜ କରିଥାନ୍ତି । ହେଲେ ପୁଅ ମାନଙ୍କ ପାଇଁ କିଛି ଏମିତି ଟ୍ରିକ୍ସ ରହିଛି । ଯାହାକୁ ଯଦି ପୁଅ ମାନେ ଫୋଲୋ କରନ୍ତି । ତେବେ ସେ ଯେତେ ବି ସୁନ୍ଦର ଝିଅ ହେଇଥିଲେ ବି ସେ ଝିଅ ନିଜେ ଆସି ପୁଅକୁ ପ୍ରପୋଜ କରିବ । ତେବେ ପୁଅ ମାନଙ୍କ ପାଇଁ ଥିବା କିଛି ଖାସ୍ ଟ୍ରିକ୍ସ ବିଷୟରେ ଚାଲନ୍ତୁ ଜାଣିବା ।

1- ଆପଣ ମାନେ ଯାହାବି ଅଛନ୍ତି । ଠିକ ସେହିପରି ରହିବାକୁ ଚେଷ୍ଟା କରନ୍ତୁ । କାହାକୁ ଇମ୍ପ୍ରେସ କରିବା ପାଇଁ ନିଜକୁ ଚେଞ୍ଜ କରିବାର କୌଣସି ବି ଆବଶ୍ୟକତା ନାହିଁ । ହଁ ଯଦିଓ ଆପଣ ନିଜେ ନିଜ ମଧ୍ୟରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଥାନ୍ତି । ତେବେ ନିଜ ଠାରେ ଆହୁରି ଭଲ ପରିବର୍ତ୍ତନ ଆଣିପାରିବେ । ତେଣୁ ଆପଣଙ୍କ ପାଖରେ ପାଖରେ ଯେତିକି ବି ଭଲ କ୍ଵାଲିଟି ରହିଛି । ସେହି ଗୁଣ ଉପରେ ନିଜର ଏକ କନଫିଡେନ୍ସ ରହିବା ଦରକାର । ଯାହାକି ଝିଅ ମାନେ ଅଧିକ ଏଥିପ୍ରତି ଧ୍ୟାନ ଦେଇଥାନ୍ତି ।

2- କାହାକୁ ଇମ୍ପ୍ରେସ କରିବାକୁ ନୁହଁ, ବଂର ପ୍ରଥମେ ନିଜକୁ ନିଜେ ଇମ୍ପ୍ରେସ କରିବା ପାଇଁ ହେଲେ । ନିଜର ଏକ ସେହିଭଳି ପର୍ସୋନାଲିଟି ବା ବ୍ୟକ୍ତିତ୍ବ ନିଜ ଭିତରେ ଗଠନ କରିବାକୁ ହେବ । ଯାହାକୁ ଦେଖି ଝିଅ ମାନେ ଆପଣଙ୍କୁ ନୋଟିସ କରିପାରିବେ । ନିଜର ଏକ ଷ୍ଟ୍ରଙ୍ଗ ଇମେଜ ବନାନ୍ତୁ । ଯେମିତିକି ଝିଅ ହେଉ ବା ଯେକୌଣସି ବି ବ୍ୟକ୍ତି ଆପଣଙ୍କ ସହ କଥା ହେବାକୁ ନିଜ ଆଡୁ ଚେଷ୍ଟା କରିବ ।

3- ନିଜର କଥା କହିବା ଶୈଳୀ ଆପଣଙ୍କୁ ଏମିତି କରିବାକୁ ପଡିବ । ତୁମେ ଯାହା ସାମ୍ନାରେ ଠିଆ ହୋଇ କଥା ହେଉଥିବ । ତୁମ ପାଖରେ ତୁମର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହେଉଥିବ । ଏପରିକି ନିଜର ଡ୍ରେସିଙ୍ଗ ଷ୍ଟାଇଲ, ଚାଲିଚଳନୀ ଓ ବ୍ୟବହାର ଏହିସବୁ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

4- ଝିଅକୁ ଇମ୍ପ୍ରେସ କରିବା ପାଇଁ ହେଲେ ସେ ଝିଅକୁ ଥରେ ଦେଖି ଦେଇ ପଟେଇବା ବହୁତ କଷ୍ଟ । ତେଣୁ ଯେତେ ଅଧିକ ଟାଇମ ନେଇ ସେ ଝିଅକୁ ଜାଣିବାକୁ ତାକୁ ବୁଝିବାକୁ ଚେଷ୍ଟା କର । ତେବେ ଏହି କିଛି ଟ୍ରିକ୍ସ ଦ୍ଵାରା କାହାକୁ ଇମ୍ପ୍ରେସ କରିବା ବହୁତ ସହଜ ହୋଇଯାଇଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆମକୁ କମେଣ୍ଟ କରିକି ଜଣାଇବା ସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *