ସକାଳୁ ସେବନ କରନ୍ତୁ ଏହି ଚମତ୍କାରୀ ପାଣି ! ବାସ୍ କିଛି ହିଁ ସପ୍ତାହରେ ଉଚ୍ଚତା ବଢିବାକୁ ଲାଗିବ ! Best tips for height increase

ବନ୍ଧୁଗଣ ଲମ୍ବା ହାଇଟ ଲୋକଙ୍କୁ ବହୁତ ଅଧିକ ପସନ୍ଦ ଆସିଥାଏ । କାରଣ ଲମ୍ବା ହାଇଟ ସେମାନଙ୍କର ପର୍ସୋନାଲିଟିକୁ ଆହୁରି ଭଲ କରିଦିଏ । ତେବେ ଯେଉଁ ମାନେ ନିଜର କମ୍ ହାଇଟକୁ ନେଇ ଚିନ୍ତା କରୁଛନ୍ତି । ସେମାନଙ୍କ ପାଇଁ ଆଇ ଆମେ ତାଙ୍କ ହାଇଟ ବଢାଇବା ପାଇଁ ବହୁତ ହିଁ ଭଲ ଏକ ଉପାୟ କହିବାକୁ ଯାଉଛୁ । ବନ୍ଧୁଗଣ ହାଇଟ ନବଢିବା ପାଇଁ ବହୁତ ସାରା କାରଣ ରହିଥାଏ । ଯେପରି ହାଇଟ ବଢିବା କି ନବଢିବା ତା’ ର ଜିନ୍ ଉପରେ ନିର୍ଭର କରିଥାଏ ।

ପରିବାର ସବୁ ସଦସ୍ୟଙ୍କ ଯଦି ହାଇଟ କମ ଥିବ । ତେବେ ସେହି ଘରର ଅନ୍ୟ ସଦସ୍ୟଙ୍କ ହାଇଟ ମଧ୍ୟ କମ ହେବାର ସମ୍ଭାବନା ଅଧିକ ଥାଏ । ଏଥିସହ ଅନେକ ଲୋକଙ୍କର ଖାଇବା, ପିଇବା ତଥା ସଂପୂର୍ଣ୍ଣ ଲାଇଫଷ୍ଟାଇଲ ସେମାନଙ୍କ ବଡି ଗ୍ରୋଥ ଉପରେ ପଡିଥାଏ । ଯାହାକି ସେମାନଙ୍କୁ ତାହା ଡେଙ୍ଗା କି କମ ହାଇଟ କରିବ ସେଥିରୁ ଜଣା ପଡିଥାଏ । ହେଲେ ହାଇଟ ବଢାଇବା ପାଇଁ ଆଜି ଆପଣଙ୍କୁ ଏକ ବହୁତ ଭଲ ଘରୋଇ ରେମିଡି ବିଷୟରେ କହିବାକୁ ଯାଉଛୁ ।

ଏଥିପାଇଁ ପ୍ରଥମେ ଆପଣଙ୍କୁ କଳା ଜୀରାର ଆବଶ୍ୟକତା ପଡିବ । ଆପଣ ଏକ ବାଉଲ ନେଇ ସେଥିରେ 1 ଚାମଚ କଳା ଜୀରା ରଖନ୍ତୁ । ଦିତୀୟରେ 7 ରୁ 8 ଟି ପିସ୍ତା ବାଦାମ ସେଥିରେ ଆଡ୍ କରନ୍ତୁ । ବାଦାମରେ ପ୍ରୋଟିନ, ଆଇରନ ଭଳି ଅନେକ ପୋଷକ ତତ୍ଵ ରହିଥାଏ । ଯାହାକି ଉଚ୍ଚତା ବଢାଇବାରେ ସାହାଜ୍ଯ କରିଥାଏ ।

ତୃତୀୟରେ ଆପଣଙ୍କୁ ଅଶ୍ଵଗନ୍ଧା ପାଉଡରର ଆବଶ୍ୟକତା ପଡିବ । ଏହି ପାଉଡର କମ୍ ହାଇଟର ଲୋକଙ୍କୁ ତାଙ୍କ ହାଇଟ ବଢାଇବାରେ ବହୁତ ହେଲ୍ପ କରିଥାଏ । ବାଉଲ୍ ରେ ଆପଣ 2 ଚାମଚ ଅଶ୍ଵଗନ୍ଧା ପାଉଡର ମିଶାନ୍ତୁ । ତାପରେ ଏହି 3 ଟି ଯାକ ସାମଗ୍ରୀ ମିଶାଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ଆପଣ ପ୍ରସ୍ତୁତ କରିଥିବା ପାଉଡରକୁ କ୍ଷୀର ସହ ଆଡ୍ କରି ତାହାର ସେବନ କରିପାରିବେ ।

ନଚେତ ପାଣିକୁ ସାମାନ୍ୟ ଉଷୁମ କରି ସେଥିରେ ମଧ୍ୟ ଗୋଳାଇ ତାହାର ସେବନ କରିପାରିବେ । ଆପଣ ଚାହିଁଲେ ଏହି ପାଉଡରକୁ ଆପଣ ଅଧିକ ପରିମାଣର ବନାଇ ଏକ ଡବାରେ ଷ୍ଟୋର କରି ରଖିଦେବେ । ତାପରେ ପ୍ରତିଦିନ କ୍ଷୀର କିମ୍ବା ଉଷୁମ ପାଣିରେ ତାହାର ସେବନ କରିବେ । ତେବେ ଏହାକୁ ଖାଇବା ସହ ଆପଣ ଭରପୁର ମାତ୍ରାରେ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ ।

ଯେପରି ଆପଣ ସବୁଜ ପନିପରିବା, ଡାଲି, ଅଣ୍ଡା, ମାଛ, ମାଂସ ଆଦି ଖାଇବା ସହ ସଠିକ ମାତ୍ରାରେ ପାଣି ମଧ୍ୟ ପିଅନ୍ତୁ । ଯାହା ଦ୍ଵାରା କିଛି ସପ୍ତାହ ମଧ୍ୟରେ ଆପଣଙ୍କ ହାଇଟ ଗ୍ରୋ ହେବାକୁ ଲାଗିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *