ଏମିତି କେଉଁ ବାହନ ଅଛି ଯାହାର ନାମ ଓଲଟା ଲେଖ କି ସିଧା ସର୍ବଦା ସମାନ ଆସିଥାଏ ? ଏହା ସହ ଆହୁରି 28 Gk Quiz

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।

୧- କେଉଁ ଦେଶରେ କେବଳ ୨୭ ଜଣ ଲୋକ ରହିଥାନ୍ତି ?

ଉତ୍ତର- ସିଲଣ୍ଡ

୨- ମନୁଷ୍ୟ ପରେ କାହାକୁ ବୁଦ୍ଧିମାନ ଜୀବ କାହାକୁ କୁହାଯାଏ ?

ଉତ୍ତର- ଡଲଫିନ

୩- କେଉଁ ପ୍ରାଣିର ୩ଟି ହୃଦୟ ଅଛି ?

ଉତ୍ତର- ଅକ୍ଟୋପସ

୪- ମାନବ ଶରୀରର କେଉଁ ଅଙ୍ଗ ଅନ୍ଧାର ହେବା ପରେ ବଡ ହୋଇଯାଏ ?

ଉତ୍ତର- ଆଖିର ପୁତୂଳି

୫- ସୁନାର ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଚୀନ

୬- ଭାରତର ପ୍ରଥମ ମୁସ୍ଲିମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର- ଜାକିର ହୁସେନ

୭- ସବଜିର ରାଣୀ କାହାକୁ କୁହାଯାଏ ?

ଉତ୍ତର- ଲଙ୍କା

୮- ନବାବଙ୍କର ସହର କାହାକୁ ମାନାଯାଏ ?

ଉତ୍ତର- ଲକ୍ଷ୍ନୌ

୯- ସବୁଠାରୁ ବିଶ୍ଵସ୍ତ ପଶୁ କାହାକୁ କୁହାଯାଏ ?

ଉତ୍ତର- କୁକୁର

୧୦- ଭାରତର ପ୍ରଥମ ଟ୍ୟାକ୍ସି ସେବା କେଉଁ ସହରରେ ଲାଗୁ ହୋଇଥିଲା ?

ଉତ୍ତର- ବ୍ଯାଂଲୋର

୧୧- କେଉଁ ଭିଟାମିନ ଆଘାତ ଶୁଖିବାରେ ସହାୟକ ହୋଇଥାଏ ?

ଉତ୍ତର- ଭିଟାମିନ-କେ

୧୨- ବିଶ୍ଵର କେଉଁ ଦେଶରେ ଗୋଟିଏ ବି ନଦୀ ନାହି ?

ଉତ୍ତର- ସାଉଦି ଆରବ

୧୩- ମାନଚିତ୍ରରେ ନଦୀକୁ କେଉଁ ରଙ୍ଗରେ ଦେଖାଯାଏ ?

ଉତ୍ତର- ନୀଳ

୧୪- ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ରହିଛି ?

ଉତ୍ତର- ୭ଟି

୧୫- ଷ୍ଟାଚୁ ଅଫ ୟୁନିଟି କେଉଁ ନଦୀ କୂଳରେ ଅବସ୍ତିତ ଅଟେ ?

ଉତ୍ତର- ନର୍ମଦା

୧୬- କେଉଁ ଜୀବ ନିଜର ମାକୁ କେବେ ଦେଖିନାହି ?

ଉତ୍ତର- ବିଛା

୧୭- ଭାଙ୍ଗଡା କେଉଁ ଦେଶରେ ଲୋକପ୍ରିୟ ନୃତୟୁ ଅଟେ ?

ଉତ୍ତର- ପଞ୍ଜାବ

୧୮- ଆମ ଆଦମି ପାର୍ଟିର ସ୍ଥାପନା କେବେ ହୋଇଥିଲା ?

ଉତ୍ତର- ନଭେମ୍ବର ୨୬ ୨୦୧୨

୧୯- କେଉଁ ପଶୁ ଅଛି ଯାହାର ଗୋଲାପି ଝାଳ ବାହାରିଥାଏ ?

ଉତ୍ତର- ଦରିୟାଇ ଘୋଡା

୨୦- ମିଲଖା ସିଂଙ୍କୁ ଅନ୍ୟ କେଉଁ ନାମରେ ଯାନଯାଏ ?

ଉତ୍ତର- ଦ ଫ୍ଲାଇଙ୍ଗ ଶିଖୋ

୨୧- ବାଙ୍ଗାଲର ଶୋକ ର ନାମକୁ କେଉଁ ନଦୀକୁ ଜଣାଯାଏ ?

ଉତ୍ତର- ଦାମୋଦର

୨୨- ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ କେଉଁଠାରେ ଥିଲା ?

ଉତ୍ତର- କୋଲକାତା

୨୩- ନେପାଳରେ ସବୁଠାରୁ ଲୋକପ୍ରିୟ ଖେଳର ନାମ କଣ ?

ଉତ୍ତର- ବେଶବଲ

୨୪- କେଉଁ ଦେଶରେ ଇଣ୍ଟରନେଟର ସୁବିଧା ମାଗଣାରେ ମିଳିଥାଏ ?

ଉତ୍ତର- ଡେନ୍ମାର୍କ

୨୫- କଣ ଚାନ୍ଦ ଉପରେ ବି ବର୍ଷା ହୋଇଥାଏ ?

ଉତ୍ତର- ନାଁ

୨୬- ବୁଲେଟ ପୃଫ ପଶୁ କେଉଁଠାରେ ମିଳିଥାଏ ?

ଉତ୍ତର- ସାଉଥ ଆମେରିକା

୨୭- ଭାରତର କେଉଁ ସହର ପାଣିରେ ବୁଡି ରହିଛି ?

ଉତ୍ତର- ଦ୍ଵାରକା ନଗରି

୨୮- କେଉଁ ପଶୁ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ?

ଉତ୍ତର- ପ୍ଲେଟିପସ

୨୯- ଏମିତି କେଉଁ ବାହନ ଅଛି ଯାହାର ନାମ ଓଲଟା କିମ୍ବା ସିଧା ଲେଖିଲେ ମଧ୍ୟ ସର୍ବଦା ସମାନ ଆସିଥାଏ ?

ଉତ୍ତର- ଜାହାଜ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *