ମୃତ୍ୟୁ ଆସିବା ପୂର୍ବରୁ ମିଳେ 10ଟି ସଂକେତ, ଯଦି ଆପଣଙ୍କୁ ବି ମିଳୁଛି ଏହି ସଂକେତ ହୋଇ ଯାଅନ୍ତୁ ସାବଧାନ

ମୃତ୍ୟୁ ହେଉଛି ଜୀବନର ଶାଶ୍ଵତ ସତ୍ୟ । ଯିଏ ଦୁନିଆରେ ଜନ୍ମ ନେଇଛି ସେ ଦିନେ ନା ଦିନେ ନିଶ୍ଚିନ୍ତ ଭାବେ ଶରୀର ତ୍ୟାଗ ତୟାଗ କରିବ । ଯେମିତି ମନୁଷ୍ୟ ସଂସାରକୁ ଆସିବା ପୂର୍ବରୁ ଗର୍ଭରେ ରହି ଅପେକ୍ଷା କରିଥାଏ ଠିକ ସେହିପରି ମୃତ୍ୟୁ ପୂର୍ବରୁ ମଧ୍ୟ ମନୁଷ୍ୟକୁ ପ୍ରତୀକ୍ଷା କରିବାକୁ ପଡିଥାଏ । ମଣିଷକୁ ଏହି ବିଷୟରେ ଆଭାସ ହୋଇଥାଉ କି ନାହି କିନ୍ତୁ ମନୁଷ୍ୟକୁ ଏମିତି କିଛି ସଂକେତ ମିଳିଥାଏ ମୃତ୍ୟୁ ପୂର୍ବରୁ ଯାହା ଦ୍ଵାରା ଜଣା ପଡିଥାଏ ମୃତ୍ୟୁ ସମୟ ବହୁତ ପାଖେଇ ଆସୁଛି । ଆଜ୍ୟ ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

୧- କଥାରେ ଅଛି ଖରାପ ସମୟ ଆସିଲେ କେହି ନ ଥାନ୍ତି । ଏମିତିକି ଛାଇ ମଧ୍ୟ ସାଥ ଛାଡି ଦେଇଥାଏ । ଏହି କଥା ସତ ପ୍ରତିଶତ ଅଟେ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ଯକ୍ତିର ସମୟ ସୀମା ସରି ଆସିଥାଏ ତାର ଛାଇ ଓ ମଧ୍ୟ ତାର ସାଥ ଛାଡି ଦେଇଥାଏ । ମନୁଷ୍ୟକୁ ତେଲ ବା ପାଣିରେ ଛାଇ ଦେଖିବା ବନ୍ଦ ହୋଇଗଲେ ଜାଣିବେ ମୃତ୍ୟୁର ସମୟ ପାଖେଇ ଆସୁଛି ।

୨- ଶାସ୍ତ୍ର ଅନୁଯାୟୀ କୌଣସି ବ୍ଯକ୍ତିର ମୃତ୍ୟୁ ପାଖେଇ ଆସିଲେ ତାକୁ ପୂର୍ବଜଙ୍କ ଆଭାସ ମିଳିଥାଏ । ଯାହାର ନିକଟତର ସେହି ବ୍ୟକ୍ତି ପୂର୍ବରୁ ରହିଥିଲେ ।

୩- ଶିବ ପୁରାଣ ଅନୁଯାୟୀ କୌଣସି ପ୍ରାଣୀର ମୃତ୍ୟୁ ପୂର୍ବରୁ ତାର ଶରୀରରୁ ଗନ୍ଧ ଆସିବାକୁ ଲାଗିଥାଏ । ଏହା ସୃଷ୍ଟିର ନିୟମ ଅଟେ । ମୃତ୍ୟୁ ପୂର୍ବରୁ ଶରୀର ସଢିବାକୁ ଲାଗିଥାଏ । ଏହି କାରଣରୁ ମୃତ ବ୍ୟକ୍ତି ପାଖରେ ଧୂପକାଠି ଲାଗିଥାଏ ।

୪- ଶାସ୍ତ୍ର ଅନୁଯାୟୀ ବ୍ଯକ୍ତିର ମୃତ୍ୟୁ ପାଖେଇ ଆସିଲେ ଆଇନାରେ ତାକୁ ଅନ୍ୟ କାହାର ଚେହେରା ଦେଖା ଯାଇଥାଏ । ଏମିତିକି ନିଜ ଚେହେରା ଧୁଳି ଭଳି ଲାଗିଥାଏ । ଏମିତି ସଂକେତ ମିଳିଲେ ବ୍ଯକ୍ତିର ମୃତ୍ୟୁ ନିକଟର ହୋଇଥାଏ ।

୫- ଶିବ ପୁରାଣ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ଚନ୍ଦ୍ରମା ସ୍ପଷ୍ଟ ଭାବେ ଦେଖାଯାଏ ନାହି ତାର ମୃତ୍ୟୁ ନିକଟତର ହୋଇଥାଏ । ଏମିତି ସମୟରେ ବ୍ୟକ୍ତିକୁ ମନରେ ଖରାପ ଚିନ୍ତାଧାରା ଦୁରେଇ ଦେବା ଉଚିତ ।

୬- ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ଯକ୍ତିର ଶରୀର ନାଲି ନା ହଳଦିଆ ହୋଇଯାଏ ତେବେ ମୃତ୍ୟୁର ସମୟ ପାଖେଇ ଆସିବାର ସୁହଣା ମିଳିଥାଏ ।

୭- ସନାତନ ଧର୍ମ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ସୂର୍ଯ୍ୟଙ୍କ କିରଣ ଦେଖାଯାଏ ନାହି ବା ତା ଆଖପାଖରେ ଅନ୍ଧାର ଦେଖାଯାଏ ତେବେ ବ୍ୟକ୍ତିର ମୃତ୍ୟୁ ପାଖେଇ ଆସୁଛି ।

୮- ଶିବ ପୁରାଣ ଅନୁଯାୟୀ ବ୍ଯକ୍ତିର ନଖ ବା ଜିଭ କଠୋର ହେଲେ ତାର ମୃତ୍ୟୁ ସମୟ ପାଖେଇ ଆସିଛି ବୋଲି ବୁଝିବାକୁ ହେବ । ମୃତ୍ୟୁ ପରେ ମଣିଷ ଶରୀର ଶକ୍ତ ହୋଇଯାଏ ।

୯- ମୃତ୍ୟୁ ସମୟ ପାଖେଇ ଆସିଲେ ବ୍ଯକ୍ତିର ଦ୍ରୁଷ୍ଟି ଶକ୍ତି କମ ହେବାରେ ଲାଗିଥାଏ । ମୃତ୍ୟୁ ପୂର୍ବରୁ ବ୍ୟକ୍ତିକୁ ନିଜର ନାକ ଦେଖାଯାଏ ନାହି ଯାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *