Ovulation Symptoms: ମହିଳାଙ୍କ ଠାରେ ଏହି ସବୁ ଲକ୍ଷଣ ଥିଲେ କରନ୍ତୁ ସହବାସ, ନିଶ୍ଚୟ ରହିବ ଛୁଆ- Pregnancy Tips

ପ୍ରତେକ ମହିଳାଙ୍କ କ୍ଷେତ୍ରରେ ପିରିଏଡ ସରିବା ପରେ ତାଙ୍କ ଡିମ୍ବାଶୟ ବା ଓଭାରିରୁ ଗୋଟେ ଡିମ୍ବ ବାହାରିଥାଏ ଓ ଏହି ଡିମ୍ବ କିଛି ଦିନ ଯାଏଁ ଗର୍ଭାଶୟରେ ଅପେକ୍ଷା କରିଥାଏ । ଯଦି ଏହି ସମୟରେ ଆପଣ ନିଜ ସାଥିଙ୍କ ସହ ଅସୁରକ୍ଷିତ ସହବାସ କରନ୍ତି ତେବେ ତାଙ୍କ ପାଖରୁ ଆସୁଥିବା ସ୍ପମ ସହ ଡିମ୍ବର ମିଳନ ହେଲେ ଫର୍ଟିଲାଜେସନ ହୋଇଥାଏ । ଅର୍ଥାତ ଗୋଟିଏ ଭ୍ରୁଣର ସୃଷ୍ଟି ହୋଇଥାଏ । କିନ୍ତୁ ବର୍ତ୍ତମାନ ଅନେକ ମହିଳାଙ୍କ କ୍ଷେତ୍ରରେ ଗର୍ଭ ନ ରହିବା ସମସ୍ଯା ବଢିବାରେ ଲାଗିଛି । ଏହାର କାରଣ ଅନେକ ଗୁଡିଏ ହୋଇପାରେ । ସବୁ ଠାରୁ ସାଧାରଣ କାରଣ ହେଲା ସଠିକ ସମୟରେ ସହବାସ ନ କରିବା ।

କାରଣ ଓଭୋଲେଶନ ସମୟରେ ସହବାସ କରିଲେ ଗର୍ଭବ ରହିବାର ଯଥେଷ୍ଟ ସମ୍ଭାବନା ଥାଏ । ଯଦୀୟ ଆପଣ ଏହି ସମୟରେ ସହବାସ କ୍ରୁ ନାହାନ୍ତି ତେବେ ଗର୍ଭ ନ ରହିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ପ୍ରତେକ ମହିଳାଙ୍କୁ ନିଜର ଓଭୋଲେସନ ସମୟ ବିଷୟରେ ଜଣାଇବା ନିହାତି ଜରୁରୀ ଅଟେ । ଓଭୋଲେସନ ଜାଣିବା ପାଇଁ ଏହାର କୀଟ ର ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ଏମିତି କିଛି ସହଜ ଉପାୟ ଅଛି ଯାହା ଦ୍ଵାରା ଆପଣ ଓଭୋଲେସନ ସମୟ ଅନୁମାନ କରିପାରିବେ । ମହିଳାଙ୍କ ଶରୀରରେ ଯେବେ ଓଭୋଲେସନ ହୋଇଥାଏ ସେହି ସମୟରେ କିଛି ଲକ୍ଷଣ ଦେଖାଯାଏ । ଲକ୍ଷଣ ଗୁଡିକରୁ ଆପଣ ଓଭୋଲେସନ ସମୟ ଜାଣିପାରିବେ । ଯେମିତିକି-

୧- ଯଦି ଆପଣଙ୍କର ୨ଟି ପିରିଏଡ ମଝି ସମୟରେ ବ୍ରେଷ୍ଟ ସଫ୍ଟ ଲାଗିବା ଆରମ୍ଭ କରେ ବା ସେଥିରେ ହାଲକା ଯନ୍ତ୍ରଣା ହୁଏ ତେବେ ଜାଣିବେ ଓଭୋଲେସନ ସମୟ ଅଛି । କିନ୍ତୁ ସବୁ ମହିଳାଙ୍କ କ୍ଷେତ୍ରରେ ଏହି ପ୍ରକାରର ଲକ୍ଷଣ ଦେଖାଯାଏ ନାହି । ଯଦି ଆପଣଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଯାଏ ତେବେ ଓଭୋଲେସନ ଡେଟର ସୂଚନା ଦେଇଥାଏ ।

୨- ନରମାଲ ଦିନ ଗୁଡିକରେ ମହିଳାଙ୍କର ତାପମାତ୍ରା ନରମାଲ ରହିଥାଏ । କିନ୍ତୁ ଓଭୋଲେସନ ଦିନ ମାନଙ୍କରେ ଶରୀରର ତାପମାତ୍ରା ଅଧିକ ରହିଥାଏ । ତେଣୁ ଯଦି ୨ଟା ପିରିଏଡ ସମୟରେ ଶରୀରର ତାପମାତ୍ରାର ଅଧିକ ଅନୁଭବ ହୁଏ ତେବେ ଜାଣିବେ ଓଭୋଲେସନ ଡେଟ ହୋଇଛି ।

୩- ଓଭୋଲେସନ ଦିନ ମାନଙ୍କରେ ଆମ ଶରୀରରେ ଇଷ୍ଟ୍ରୋଜିନ ନାମକ ହରମୋନର ପରିମାଣ ବଢିଥାଏ । ତେଣୁ ଏହି କାରଣରୁ ସାମାନ୍ୟ ରକ୍ତ ପଡିଥାଏ । ଏହା ପିରିଏଡ ସମୟରେ ହେଉଥିବା ରକ୍ତ ଭଳି ହୋଇନ ଥାଏ । ତେଣୁ ସ୍ପଟିଙ୍ଗ ହେବା ଓଭୋଲେସନର ଲକ୍ଷଣ ହୋଇଥାଏ ।

୪- ଓଭୋଲେସନରେ ଯେଉଁ ମ୍ୟୁକାଲ ବାହାରିଥାଏ ତାହା ଦେଖିବକୁ ଅଣ୍ଡାର ସାରା ଭଳି ହୋଇଥାଏ । ଏହା ବହୁତ ସ୍ମେଲ ହୋଇଥାଏ । ଏହି ମ୍ୟୁକାଲ ସେଲ ଏଗ ଭଳି ହୋଇଥାଏ । ଏମିତି ଡିଶ୍ଚାର୍ଜ ହେଲେ ଆପଣ ଜାଣିପାରିବେ ଓଭୋଲେସନ ଡେଟ ଆରମ୍ଭ ହୋଇ ଯାଇଛି ।

୫- ପ୍ରତେକ ମାସରେ ମହିଳାଙ୍କର ଓଭାରିରୁ ଗୋଟେ ଏଗ ରିଲିଜ ହୋଇଥାଏ । ସେହି ସମୟରେ ପେଟରେ ଯନ୍ତ୍ରଣା ହୋଇଥାଏ । ଏମିତି ହେଲେ ଜାଣିବେ ଓଭୋଲେସନ ଡେଟ ଅଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *