ଦେଖନ୍ତୁ ମୃତ୍ୟୁ ପୂର୍ବରୁ କେତେ ଖୁସି ଥିଲେ Rajeswari Ray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତ୍ରୀ ରାଜେଶ୍ଵରୀ ରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ସୁନ୍ଦର ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପଡ଼ିଛନ୍ତି । ତାଙ୍କର ଅଭିନୟ ର ଯାଦୁ ଆଜି ବି ଓଡିଆ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳିଥାଏ । ତାଙ୍କ ଭଳି ଜଣେ ପ୍ରତିଭାବାନ କଳାକାର ହୁଏ ତ କେହି ହୋଇ ପାରିବେ ନାହି । ତେବେ ସେ ଅନେକ ସାରା ଓଡିଆ ସିରିଏଲ ଓ ଫିଲ୍ମ ରେ ନିଜର ଜବରଦସ୍ତ ଅଭିନୟ କରି ଦେଖାଇଛନ୍ତି । ତାଙ୍କର ଅଭିନୟ ର ଯାଦୁ ବେଶ ପ୍ରଶଂସା ଯୋଗ୍ୟ ଅଟେ ।

ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ରାଜେଶ୍ଵରୀ ଙ୍କ ମୃତ୍ୟୁ ପୂର୍ବରୁ ସେ କେତେ ଖୁସି ଥିଲେ ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଲାଗୁଛି ତାଙ୍କ ମନରେ ଟିକେ ବି ଦୁଖ ନ ଥିଲା । ବରଂ ସେ ବହୁତ ହସ ଖୁସି ରେ ନିଜର ସମୟ ବ୍ଯତୀତ କରୁଥିଲେ ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଅଭିନେତ୍ରୀ ରାଜେଶ୍ଵରୀ ତାଙ୍କ ସହକର୍ମୀ ଙ୍କ ସହ ଏକ ଋଲ୍ସ କରୁଛନ୍ତି । କେଉଁଥିରେ ସେ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତେବେ ତାଙ୍କ ସହକର୍ମୀ ଜଣକ କହୁଛନ୍ତି ଫୁଟଣ ଦେବି ସୋରିଷ ତେଲ ଦେବି ଆଳୁ ଚୁନେଇକି ଦେବି ମାନେ ଭଜା କରି ତୋତେ ଖୋଇ ଦେବି ନାଁ । କହିଲା ପିଆଜ ଲୁଣ ଦିଅ ଯା ଏଠୁ ଏମିତି ଡାଇଲଗ ମାରୁଛନ୍ତି ସହକର୍ମୀ ଜଣକ ।

ଯାହାକୁ ଶୁଣିବା ପରେ ରାଜେଶ୍ଵରୀ ଙ୍କ ଫେସ ଦେଖିବା ଲାୟକ ହୋଇଛନ୍ତି । ତାଙ୍କର ଏକ୍ସପ୍ରେସନ ଆଉ ଲୁକ ଖୁବ ଇମ୍ପରେଶ କରିବା ଭଳି ଲାଗୁଛି ଏହି ଋଲ୍ସ ରେ । ରାଜେଶ୍ଵରୀ ଡାଇଲଗ ମାରୁଛନ୍ତି ବିଲୁଆ ନେଇଯିବ ତୋ ଦୋକାନ ତୋ ଦୋକାନ ଉଜୁଡିଯିବ ଯା ମରେ ଯା ।

ତେବେ ଏହି ଭଳି ଡାଇଲଗ କହି ରାଜେଶ୍ଵରୀ ଓ ତାଙ୍କର ସହକର୍ମୀ ଗୋଟେ ଋଲ୍ସ କରି ସୋଇଆଲ ମିଡିଆରେ ସେୟାର କରିଥିଲେ ଯାହା ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ରେ ରହିଛି । ଏହି ଋଲ୍ସ ରେ ରାଜେଶ୍ଵରୀ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ସେ ଦୀର୍ଘ କ୍ୟାନ୍ସର ପିଡିତ ଥିଲେ ମଧ୍ୟ ତାଙ୍କ ମନରେ ଟିକେ ବୁ ଦୁଖ ନ ଥିଲା ଏହାକୁ ନେଇ । ସେ ବହୁତ ମଜାଳିଆ ସ୍ଵଭାବର ମଣିଷ ଥିଲେ ।

ସମସ୍ତଙ୍କ ସହ ଖୁବ ସହଜରେ ମିଶି ଯାଉଥିଲେ । ତେବେ ବର୍ତ୍ତମାନ ସମୟରେ ତାଙ୍କର ଅକାଳ ବିୟୋଗ କାରଣରୁ ତାଙ୍କ ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଛନ୍ତି । ଆମେ ମାନେ ସମସ୍ତେ ତାଙ୍କର ଆତ୍ମା ର ଶାନ୍ତି ପାଇଁ ଭାବଗାବନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଜେଶ୍ଵରୀଙ୍କ ଏହି ଋଲ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *